Daily Archives

November 5, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ଅଚାନକ କୌଣସି ବନ୍ଧୁ ଆସିବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବୃଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ମନ ଲାଗିବ। ଦାମ୍ପତ୍ୟ ଜୀବନରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଭଣଜା ମୃତ, ମାମୁ ଗୁରୁତର

ତରବୋଡ଼: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ବାଂଜିବାହାଲ ଛକ ନିକଟରେ ଏକ ମିନିଟ୍ରକ୍‌ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଭଣଜାଙ୍କ ମୃତ୍ୟୁ ଘଟିଥିବା ବେଳେ ମାମୁ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ଦିନ ପ୍ରାୟ ୧ଟା ସମୟରେ କୋମନାର କୃଷ୍ଣଚନ୍ଦ୍ର ପୂଜାରୀ (୫୫ବର୍ଷ) ଓ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପରେ ଖାଇବା ତେଲ ଦର ବି କମିଲା, ଟିକସ କମାଇଲେ ସରକାର

ନୂଆଦିଲ୍ଲୀ : ପେଟ୍ରୋଲ ଡିଜେଲ ପରେ ଶସ୍ତା ହେଲା ଖାଇବା ତେଲ । ତାଳ ତେଲ, ସୋୟାବିନ୍ ଓ ସୂର୍ଯ୍ୟମୁଖୀର ଦର କମ୍ ହୋଇଛି । ପାମ୍ ବା ତାଳ ତେଲ ଉପରେ କୃଷି ସେସ୍ ୨୦ ପ୍ରତିଶତରୁ କମାଇ ୭.୫ ପ୍ରତିଶତ କରିଛନ୍ତି କେନ୍ଦ୍ର ସରକାର । ସେହିପରି ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଉପରେ ୫ ପ୍ରତିଶତକୁ…
ଅଧିକ ଖବର ଦେଖନ୍ତୁ...

ସ୍କଟଲାଣ୍ଡକୁ ୮ ଓ୍ବିକେଟରେ ହରାଇଲା ଭାରତ

ଦୁବାଇ : ଦୁବାଇଠାରେ ଖେଳାଯାଇଥିବା ଟି୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ଭାରତ ସ୍କଟଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରିଛି । ସ୍କଟଲାଣ୍ଡ ଦ୍ବାରା ରଖାଯ଼ାଇଥିବା ୮୬ରନର ଲକ୍ଷ୍ୟକୁ ଭାରତ ମାତ୍ର ୬.୩ ଓଭରରେ ହିଁ ୨ ଓ୍ବିକେଟ ହରାଇ ହାସଲ କରିନେଇଥିଲା । କେଏଲ ରାହୁଲ ୫୦ ରନ ଓ ରୋହିତ ଶର୍ମା…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୯ରେ ଓଡ଼ିଶା ଆସିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ସୀମା ବିବାଦ ନେଇ ନବୀନଙ୍କ ସହ କରିବେ ଆଲୋଚନା

ଭୁବନେଶ୍ବର: କୋଟିଆ ସୀମା ବିବାଦ ନେଇ  ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଆଲୋଚନା କରିବେ । ବିଶେଷ କରି ସୀମା ବିବାଦ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । କୋରାପୁଟର କୋଟିଆକୁ ନେଇ ଦୁଇ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣର ଶିକାର ହୋଇ ଗର୍ଭବତୀ ହୋଇଥିବା ନାବାଳିକାକୁ ଗର୍ଭପାତ କରାଇବା ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଯୌନ ଶୋଷଣର ଶିକାର ହୋଇ ୨୪ ସପ୍ତାହର ଗର୍ଭବତୀ ଥିବା ଜନୈକା ନାବାଳିକାର ଗର୍ଭପାତ କରାଇବାକୁ ଦିଲ୍ଲୀ ହାଇକୋର୍ଟ ଆଜି ଅନୁମତି ଦେଇଛନ୍ତି ଏବଂ ଏକ ଫୋରେନସିକ୍‌ ଲ୍ୟାବ୍‌ ଦ୍ୱାରା ବିଶ୍ଳେଷଣ ପାଇଁ ଡିଏନଏ ପରୀକ୍ଷା ନମୁନା ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ…
ଅଧିକ ଖବର ଦେଖନ୍ତୁ...

କେଉଁଠି ବସିବେ ଦିବ୍ୟଶଙ୍କର?

କଳାହାଣ୍ଡି: ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ ଥମିବାର ନାଁ ଧରୁନି । ସେପଟେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ପାଇଁ ଆସନ୍ତା ୮ ତାରିଖରେ କଳାହାଣ୍ଡି ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ପୂରା ଟିମକୁ ନେଇ କଳାହାଣ୍ଡି ଯାଉଛନ୍ତି ନବୀନ ।…
ଅଧିକ ଖବର ଦେଖନ୍ତୁ...

କିନ୍ନରଙ୍କ ମୋବାଇଲ ଫୋନ ଝାମ୍ପି ନେଇ ଜେଲ ଗଲେ ୩ ଯୁବକ

ବାଲିଅନ୍ତା: ଧଉଳି ଥାନା ପୁଲିସ ଆଜି ଜଣେ କିନ୍ନରଙ୍କ ମୋବାଇଲ ଫୋନ ଲୁଟ ମାମଲାରେ ୩ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ କୁମାରଡିହ ଗ୍ରାମର ମକରା ସାହୁ(୩୬), ପ୍ରିୟବ୍ରତ ସାହୁ(୨୫) ଏବଂ ସୁମନ୍ତ ଦାସ(୨୨)। ତେବେ କୋର୍ଟରେ ଜାମିନ ଖାରଜ ହେବାରୁ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ଚିଠି ପରେ ଗାଁକୁ ଗଡ଼ିଲା ଵସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ.ଭି ରମନ୍ନାଙ୍କୁ ଚିଠି ଲେଖି ଗାଁ'ର ସମସ୍ୟା ଜଣାଇଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ | ଆଉ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ପରେ ଛାତ୍ରୀଙ୍କର ସମସ୍ୟା ସମାଧାନ ହୋଇଛି | ଆଉ ଛାତ୍ରୀଙ୍କର ଏହି ପଦକ୍ଷେପକୁ ନେଇ ପ୍ରଶଂସା କରିଛନ୍ତି ଗ୍ରାମବାସୀ |…
ଅଧିକ ଖବର ଦେଖନ୍ତୁ...

ଭାରତ ଆଗରେ ୮୬ରନର ଲକ୍ଷ୍ୟ ରଖିଲା ସ୍କଟଲାଣ୍ଡ

ଦୁବାଇ : ଦୁବାଇଠାରେ ଖେଳାଯାଇଥିବା ଟି୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ଭାରତ ଆଗରେ ୮୬ରନର ଲକ୍ଷ୍ୟ ରଖିଛି ସ୍କଟଲାଣ୍ଡ । ଏହି ମ୍ୟାଚରେ ସ୍କଟଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୧୭.୪ ଓଭରରେ ୮୫ ରନ କରି ଅଲଆଉଟ ହୋଇଯ଼ାଇଥିଲା…
ଅଧିକ ଖବର ଦେଖନ୍ତୁ...