Daily Archives

November 7, 2021

ଚର୍ଚ୍ଚାରେ କୈରାସି ଗ୍ରାମର କଳା ନିକେତନ: ଦିଆଯାଉଛି ପଟ୍ଟଚିତ୍ର ସହ ବିଭିନ୍ନ ହସ୍ତକଳାର ପ୍ରଶିକ୍ଷଣ

ଭୁବନେଶ୍ବର: ଓଡିଶାର ପାରମ୍ପାରିକ କାଳା ଓ ଭାସ୍କର୍ଯ୍ୟକୁ ବିଶ୍ୱ ବଜାରରେ ଚହିଦା ସୃଷ୍ଟି କରାଇବାରେ ଆମ ରାଜ୍ୟର କଳା ଓ କଳାକାର ସବୁବେଳେ ଆଗରେ । ପୁରୀ ଜିଲ୍ଲାର ରଘୁରାଜପୁରର ପଟ୍ଟଚିତ୍ର ହେଉ କି ପିପିଲିର ଚାନ୍ଦୁଆ ଭଳି କଳାକୃତି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ଚାହିଦା ସୃଷ୍ଟି କରିଛି ।…
ଅଧିକ ଖବର ଦେଖନ୍ତୁ...

ମାଳଭୂମିକୁ ଛୁଇଁଲା ଶୀତ, ମାସକରେ ତାପମାତ୍ରା କମିଲା ୧୨ ଡିଗ୍ରୀ

ରାୟଗଡ଼ା: ମାଳଭୂମିକୁ ଛୁଇଁଛି ଶୀତ। ଶୀତର ପହିଲି ସ୍ପର୍ଶରେ ରାୟଗଡ଼ାରେ ପାରଦ ୧୬ ଡିଗ୍ରୀକୁ ଖସିଛି। ମଧ୍ୟରାତ୍ରିରୁ ଭୋର ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ଯୋଗୁ ସକାଳ ୮ଟା ପରେ ହିଁ ଥଣ୍ଡା ସାମାନ୍ୟ କମୁଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଥଣ୍ଡାର ପ୍ରକୋପ ରହିବ ଏହା ପରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀନଗର: ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ପୁଲିସ କନଷ୍ଟେବଳ ମୃତ

ଶ୍ରୀନଗର: ରବିବାର ସନ୍ଧ୍ୟାରେ ଜମ୍ମୁ- କଶ୍ମୀରର ଶ୍ରୀନଗରରେ ଜଣେ ପୁଲିସ କନଷ୍ଟେବଳଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ରବିବାର ଦିନ ଶ୍ରୀନଗରର ବାଟମାଲୁରେ ପୁଲିସ କନଷ୍ଟେବଳଙ୍କ ଉପରକୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିଲେ। ଟୁସେଫ…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥ ସାଗର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ସଚେତନତା ଶାନ୍ତି ଶୋଭାଯାତ୍ରା

ଜୟପୁର:‘‘ମୋ ଜଗନ୍ନାଥ ସାଗର ଟ୍ରଷ୍ଟ’’ ଜଗନ୍ନାଥ ସାଗରର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରୟାସ। ସହରର ଜନସାଧାରଣଙ୍କ ମଧ୍ୟରେ ସାଗର ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି କରାଯାଇଥିଲା ଶାନ୍ତି ଶୋଭାଯାତ୍ରା। ଜଗନ୍ନାଥ ସାଗରର ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନର…
ଅଧିକ ଖବର ଦେଖନ୍ତୁ...

କଣ୍ଟାଗୋଠ ନିକଟରୁ ୫ ଦିନ ପରେ ମିଳିଲା ସହକର୍ମୀଙ୍କ ମୃତଦେହ

ବାଲିଅନ୍ତା:ବାଲିଅନ୍ତା ଥାନା ଅଧୀନ ଅଟଳାଗଡ଼ା ନିକଟ ଶିବସକ୍ତିନଗରସ୍ଥିତ ପୁରୀ ମୁଖ୍ୟ କେନାଲ ନିକଟରେ କାର ଓଲଟି ନିଖୋଜ ଅନ୍ୟ ଜଣେ ଯୁବକ ମହେନ୍ଦ୍ର କୁମାର ସିଂହଙ୍କ ମୃତଦେହ ଆଜି ଉକ୍ତ କେନାଲର କଣ୍ଟାଗୋଠ ନିକଟରୁ ଉଦ୍ଧାର ହୋଇଛି। ସ୍ଥାନୀୟ ସତ୍ୟଭାମାପୁର ପଞ୍ଚାୟତ ଅଧୀନ କଣ୍ଟାଗୋଠ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ପ୍ରୋକ୍ଲିନ ଗାଡ଼ି ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ୪ ଘଣ୍ଟା…

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁରେ ଆଜି ଦିନ ପ୍ରାୟ ସାଢେ଼ ଗୋଟାଏରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଏକ ପ୍ରୋକ୍ଲିନ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ମାନିଗାଁ ଗ୍ରାମର ଉଛବ ମାଝୀ (୪୪) ବୋଲି ଜଣା…
ଅଧିକ ଖବର ଦେଖନ୍ତୁ...

କ୍ରୁଜ୍‌ ଡ୍ରଗ୍‌ସ ମାମଲା: ଆରୟନ ଖାନଙ୍କୁ ଡକାଇଲେ ଏନସିବିର ସ୍ୱତନ୍ତ୍ର ଏସଆଇଟି ଟିମ୍‌

ମୁମ୍ବାଇ: କ୍ରୁଜ୍‌ ଡ୍ରଗସ୍‌ ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ଏନ୍‌ସିବିର ଏସଆଇଟି ଆଜି ପଚରାଉଚରା ପାଇଁ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଡକାଇଛନ୍ତି। ଏନସିବିର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ନିକଟରେ କ୍ରୁଜ୍‌ ହ୍ରଗସ୍‌ ମାମଲା ସହ ୬ଟି ହାଇ ପ୍ରୋଫାଇଲ୍‌ ଡ୍ରଗ୍‌…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କାରେ ଜଣେ ଶ୍ରମିକ ମୃତ, ୧ ଗୁରୁତର

ଖୋର୍ଦ୍ଧା: ଆଜି ସଂଧ୍ୟାରେ ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଦଧିମାଛଗାଡ଼ିଆ ନିକଟ ବାଜପୁର ଛକଠାରେ ଏକ ଟ୍ରକ୍ ଧକ୍କାରେ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁସାରେ, ସଂଧ୍ୟା ପ୍ରାୟ ସାଢ଼େ ୭-୮ଟା ବେଳେ ନିକଟରେ ଏକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। ଅନ୍‍ଲାଇନ୍ କ୍ଲାସରେ କିଛି ନୂଆ ଶିଖିବେ। ଜୀବନସାଥୀଙ୍କୁ ଭଲ ଉପହାର ଦେବେ। ଗୃହିଣୀ ଶୀଘ୍ର ଘର କାମ ଶେଷ କରିବେ। ବୃଷ: ରାଜନେତାଙ୍କ ଲାଗି ଦିନଟି ଭଲ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ବିବାହିତଙ୍କ…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ପୁଣି ତୀର ମାରିଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ

ନୂଆଦିଲ୍ଲୀ: ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି ଥରେ କୃଷକ ଆନ୍ଦୋଳନକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିକଟ ଅତୀତରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ବିଜେପିକୁ ସେ ଟାର୍ଗେଟ କରିଥିଲେ | ଆଉ ଆଜି ସେ ପୁଣି କହିଛନ୍ତି ଯେ, 'ଦିଲ୍ଲୀରେ ଥିବା ୨ ରୁ ୩ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...