Daily Archives

November 14, 2021

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର : ଗତକାଲି ଦକ୍ଷିଣ ଆଣ୍ଡାମାନସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଅଭିମୁଖେ ଗତି କରୁଛି | ଏହା ଆସନ୍ତାକାଲି ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହା ଧୀ‌ରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ଓ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ବ୍ୟାଟେରୀ ବିସ୍ଫୋରଣରେ ୧୨ବର୍ଷର ବାଳକ ଗୁରୁତର; ଜୀବନ ମରଣ ସହ କରୁଛି ସଂଘର୍ଷ

ନୂଆଦିଲ୍ଲୀ: ଗତ ଶନିବାର ଛତ୍ରପୁରରେ ମୋବାଇଲର ବ୍ୟାଟେରୀ ବିସ୍ଫୋରଣ ହେବା ହେତୁ ଜଣେ ୧୨ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ଆହତ ବାଳକ କୁରାହା ଗ୍ରାମ ନିବାସୀ ଆଫଜାଲ ଖାନ ବୋଲି ଜଣାପଡିଛି। ଆଫଜାଲର ମା’ ରୁଖସର କହିଛନ୍ତି ଯେ, ଆଫଜାଲ ରାସ୍ତାରେ ପଡ଼ିଥିବା ଏକ ମୋବାଇଲ୍ ବ୍ୟାଟେରୀ…
ଅଧିକ ଖବର ଦେଖନ୍ତୁ...

ଦେବଗିରି ସାମ୍ବାଦିକତା ସମ୍ମାନ ପାଇଁ ଦେବେନ୍ଦ୍ର ବିଶି ମନୋନୀତ

ଭବାନୀପାଟଣା: ଚଳିତ ବର୍ଷର ମର୍ଯ୍ୟାଦାଜନକ ହୋଇଛନ୍ତି ‘ସମ୍ବାଦ’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି । ଜୁନାଗଡ଼ ବ୍ଲକ୍ ଭଇଁରିଗୁଡ଼ା ଗ୍ରାମରେ ଜନ୍ମିତ ଶ୍ରୀ ବିଶି ସାହିତ୍ୟ ସାଧନାରୁ ସାମ୍ବାଦିକତା କ୍ଷେତ୍ରକୁ ଆସିଥିବା ବେଳେ ତାଙ୍କର କବିତା ରଚନା ଓ ପତ୍ରିକା ସଂପାଦନାର…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରର ଫୁଲୱାମାରେ କଶ୍ମୀର ପଣ୍ଡିତଙ୍କ ଅନ୍ତିମ ସଂସ୍କାର କଲେ ମୁସଲମାନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଫୁଲୱାମାରେ ହିନ୍ଦୁ ମୁସଲମାନ ଭାଇଚାରାର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି। ଫୁଲୱାମାର ବାହିବୁଘ ଗ୍ରାମରେ ରହୁଥିବା କଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ କଶ୍ମୀର ପଣ୍ଡିତଙ୍କ ଅନ୍ତିମ ସଂସ୍କାର ସ୍ଥାନୀୟ ମୁସଲମାନମାନେ କରିଥିଲେ। ୮୦ବର୍ଷର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବୃଷ: ନୂଆ କାମରେ ରୁଚି ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଭଲ। ରାଜନୀତିରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ସାମ୍ପ୍ରଦାୟିକ ଶତ୍ରୁତା ସୃଷ୍ଟି ପାଇଁ ଦୁଇ ସାମ୍ବାଦିକାଙ୍କ ବିରୋଧରେ ମାମଲା ରୁଜୁ କଲା ତ୍ରିପୁରା ପୁଲିସ

ଅଗରତଲା: ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ସମ୍ପର୍କରେ ରିପୋଟିଂ କରିଥିବା ଦୁଇ ସାମ୍ବାଦିକାଙ୍କ ବିରୋଧରେ ତ୍ରିପୁରା ପୁଲିସ ମାମଲା ରୁଜୁ କରିଛି। ଏଭଳି କରି ସାମ୍ପ୍ରଦାୟିକ ଅସନ୍ତୋଷ ବଢ଼ାଇଥିବାରୁ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏବେ ସାମ୍ୱାଦିକା ସମ୍ରିଦ୍ଧି କେ ସକୁନିୟା…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିହୀନତା-କିଡନୀ ନଷ୍ଟ ସହ ଏହି ୬ଟି ଅଙ୍ଗକୁ ଅଚଳ କରିଦିଏ ଡାଇବେଟିସ୍‌

ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ବିଶ୍ବ ମଧୁମେହ (ଡାଇବେଟିସ୍‌) ଦିବସ ଭାବେ ପାଳନ କରାଯାଉଛି। ଏହା ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନା ସୃଷ୍ଟି କରିବା। ଏବେ କେବଳ ବୟସ୍କ ନୁହନ୍ତି, ଯୁବ ପିଢ଼ି…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌: ଅଷ୍ଟ୍ରେଲିଆ ଆଗରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ଦୁବାଇ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ଅଷ୍ଟ୍ରେଲିଆ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଟସ୍‌ ଜିତିବା ପରେ କ୍ୱିଓ୍ଵି ଦଳକୁ କଙ୍ଗାରୁ ଟିମ୍‌…
ଅଧିକ ଖବର ଦେଖନ୍ତୁ...

ଗଜା ହେବାକୁ ବସିଲାଣି ପାଚିଲା ଧାନ, କ୍ଷତି ସହିବେ ଚାଷୀ

ଭଞ୍ଜନଗର: ଦୁଇ ଦିନ ପରେ ବର୍ଷାର ପରିମାଣ କମିଛି। ଜନଜୀବନ ସ୍ବଭାବିକ ହୋଇଥିବା ବେଳେ ନଦୀ-ନାଳରେ ମଧ୍ୟ ପାଣି କମିବାରେ ଲାଗିଛି। ଆଜି ପାଗ ସୁଖିଲା ରହିଥିଲେ ମଧ୍ୟ ମଝିରେ ମଝିରେ ବର୍ଷା ହୋଇଥିଲା। ଏହି ଅଦିନିଆ ବର୍ଷାରେ ବିଶେଷ ମାତ୍ରାରେ ଚାଷୀ ମାନେ କ୍ଷୟକ୍ଷତିର ସମ୍ମୁଖିନ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...