Daily Archives

May 10, 2022

ଜାମିନ ପାଇଥିଲେ ବି ଜେଲରୁ ବାହାରିପାରିବେନି ଆଜମ ଖାନ

ଲଖନଉ: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୱାକଫ ବୋର୍ଡର ସମ୍ପତ୍ତିକୁ ତାଙ୍କ ବିଶ୍ୱବିଦ୍ୟାଳୟକୁ ଭୁଲ ଢଙ୍ଗରେ ସ୍ଥାନାନ୍ତର ମାମଲାରେ ଖାନଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ରାହୁଲ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଇନ୍‌ର ପରିସର ମଧ୍ୟରେ ହେଉଛି: ପିନାକୀ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ମାନ୍ୟବର ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି । ବରଂ ଏଏସ୍‌ଆଇ ସହିତ ସମନ୍ୱୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ମାନ୍ୟବର ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ…
ଅଧିକ ଖବର ଦେଖନ୍ତୁ...

୨୪ଘଣ୍ଟା ମଧ୍ୟରେ ଶହଶହ କୋଟି ହରାଇଲେ ଏଲନ୍ ମସ୍କ, ଶ୍ରେଷ୍ଠ ୫ ଧନୀରୁ ଷଷ୍ଠ ସ୍ଥାନକୁ ଖସିଲେ ଗୌତମ ଅଦାନୀ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ଓ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆମେରିକା ସମେତ ବିଶ୍ବର ଷ୍ଟକ୍ ମାର୍କେଟଗୁଡିକରେ ବିଗତ କିଛି ଦିନ ହେବ ହ୍ରାସ ପରିଲକ୍ଷିତ ହେଉଛି । ସେୟାର ମୂଲ୍ୟ ହ୍ରାସ ଯୋଗୁଁ ବିଶ୍ବର ପ୍ରମୁଖ ଧନୀବ୍ୟକ୍ତିଙ୍କ ସଂପତ୍ତି ପରିମାଣ ହ୍ରାସ ପାଇଚାଲିଛି।  ଗତ ୨୪ ଘଣ୍ଟା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଅଳଙ୍କାର ଦୋକାନ ସୁରକ୍ଷାକର୍ମୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ, ସିସିଟିଭିରେ ଫୁଟେଜ କଏଦ

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭିଏସଏସ ମାର୍ଗରେ ଥିବା ଅଳଙ୍କାର ଜୁଏଲର୍ସରର ଜଣେ ସୁରକ୍ଷା କର୍ମୀଙ୍କୁ ଦୁର୍ବୃତ୍ତ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହୋଇଥିବା ସୁରକ୍ଷାକର୍ମୀ ହେଲେ ମଠପାଲିର କ୍ଷୀରୋଦ ବେହେରା (୩୮)। ତାଙ୍କ ଅଭିଯୋଗ ମୁତାବକ ରାତି ପ୍ରାୟ ୩…
ଅଧିକ ଖବର ଦେଖନ୍ତୁ...

ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ ବୋଲି କହିଥିବା ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି?

ନୂଆଦିଲ୍ଲୀ: ଏବେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ମହେଶ ବାବୁ। ବଲିଉଡରୁ ଅଫର ମିଳିବା ନେଇ ପ୍ରଶ୍ନ କରାଯିବା ପ‌ରେ ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ‌ନାହିଁ ବୋଲି କହିଥିଲେ ଅଭିନେତା ମହେଶ। ତାଙ୍କର ଏଭଳି ବୟାନ ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଥିବା ବେଳେ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ବିଚାରବିଭାଗୀୟ ହାଜତକୁ ଗଲେ ଜଳବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ

ଜୟପୁର: ଭିଜିଲାନସ୍ ହାତରେ ସୋମବାର ଲକ୍ଷାଧିକ ଟଙ୍କା ସହ ଧରା ପଡ଼ିଥିବା ନବରଙ୍ଗପୁର ଜଳବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କୁ ଆଜି ଭିଜିଲାନସ ଗିରଫ କରିବା ସହ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ କୋର୍ଟକୁ ଚାଲାଣ କରିଛି। ଏଠାରେ ତାଙ୍କୁ ବିଚାରବିଭାଗୀୟ ହାଜତରେ ରହିବାକୁ…
ଅଧିକ ଖବର ଦେଖନ୍ତୁ...

ଗ୍ରାହକଙ୍କ ଅଭିଯୋଗର ସମାଧାନ କର, ନଚେତ କାର୍ଯ୍ୟାନୁଷ୍ଠାନ : ଓଲା, ଉବରକୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ : ଓଲା, ଉବର ପରି ଅନଲାଇନ ଟାକ୍ସି ଆଗ୍ରିଗେଟର ସଂସ୍ଥାମାନଙ୍କୁ ଚେତାବନୀ ଶୁଣାଇଛନ୍ତି କେନ୍ଦ୍ର ସରକାର । ଗ୍ରାହକଙ୍କ ଅଭିଯୋଗର ସମାଧାନ କର ନୋଚେତ କାର୍ଯ୍ୟାନୁଷ୍ଠାନ ନିଆଯିବ । ମନ୍ତ୍ରାଳୟ ପକ୍ଷରୁ ଆଜି ବିଭିନ୍ନ ଅନଲାଇନ ଟାକ୍ସି ଆଗ୍ରିଗେଟର କମ୍ପାନି ଯଥା ଓଲା, ଉବର, ମେରୁ,…
ଅଧିକ ଖବର ଦେଖନ୍ତୁ...

‘ଅସାନି’ ଓଡ଼ିଶା ଉପକୂଳରେ ପହଞ୍ଚିବା ବେଳକୁ ଦୁର୍ବଳ ହୋଇ ଶକ୍ତି ହରାଇଥିବ : ଆଇଏମଡି ଡିଜି

ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ର ଗତିପଥରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଫଳରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କରାଯାଇଥିବା ପୂର୍ବ ଆକଳନରେ ପରିବର୍ତ୍ତନ ଘଟିଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର…
ଅଧିକ ଖବର ଦେଖନ୍ତୁ...

ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ଜିଲ୍ଲା ସଭାପତି

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ନମା ଘୋଷଣା କରିବା ପରେ ପରେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ  ଦଳର କାର୍ଯ୍ୟଧାରାରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ପ୍ରଦାନ କରିଥିଲେ। ମଙ୍ଗଳବାର ସେ ତାଙ୍କର ଇସ୍ତଫାପତ୍ର ପ୍ରତ୍ୟାହାର କରିଥିବା ନେଇ ଦଳର ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଟ୍ରେନରେ ଚିନ୍ତନ ଶିବିର ପାଇଁ ଉଦୟପୁର ଯିବେ ରାହୁଲ, ବୁକିଂ ହୋଇଥିବା ଦୁଇଟି ବଗିରେ ଯିବେ ଟିମ ସଦସ୍ୟ

ଜୟପୁର: ରାଜସ୍ଥାନର ଉଦୟପୁରରେ କଂଗ୍ରେସ ମେ ୧୩ ରୁ ୧୫ ପର୍ଯ୍ୟନ୍ତ ଏକ ଚିନ୍ତନ ଶିବିର ଆୟୋଜନ କରିବାକୁ ଯାଉଛି, ଯେଉଁଥିରେ ପାଞ୍ଚଟି ରାଜ୍ୟ ନିର୍ବାଚନରେ ​​ପରାଜୟ ବିଷୟରେ ଆଲୋଚନା ହେବ। ଏହା ବ୍ୟତୀତ ଭବିଷ୍ୟତର ରାଜନୈତିକ ରୋଡମ୍ୟାପ ପ୍ରସ୍ତୁତ ହେବ। ୪୦୦ ଜଣ କଂଗ୍ରେସ ନେତା ଏହି ଶିବିରରେ…
ଅଧିକ ଖବର ଦେଖନ୍ତୁ...