Daily Archives

May 10, 2022

ବିଜେପିକୁ ଚ୍ୟାଲେଞ୍ଜ କଲେ ମେହବୁବା; ଦମ୍ ଅଛି ଯଦି ତାଜମହଲ-ଲାଲକିଲ୍ଲାକୁ ମନ୍ଦିର କରି ଦେଖାଅ

ନୂଆଦିଲ୍ଲୀ: ବାରାଣାସୀର ଜ୍ଞାନବ‌ାପି ମସଜିଦ ପରେ ତାଜମହଲର ସର୍ଭେ ପାଇଁ ଦାବି କରାଯାଇଛି। ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି | ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ପିଟିସନ ଦାଖଲ କରାଯାଇଛି ଯେ ତାଜମହଲରେ ତାଲା ପଡିଥିବା…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହୋଇ ଫେରିଲେ ଦେବଗଡ଼ ବିଧାୟକ, ଜୋରଦାର ସ୍ବାଗତ କଲେ ଦଳୀୟ କର୍ମୀ

ଦେବଗଡ଼: ତିଲେଇବଣି ବ୍ଲକ୍‌ ବିଡିଓଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ୭ ତାରିଖ ଦିନ ଜାମିନ ମିଳିଛି। ତେବେ ଏହା ପୂର୍ବରୁ ଅସୁସ୍ଥତା ଯୋଗୁଁ ତାଙ୍କୁ ବୁର୍ଲା ମେଡିକାଲ୍‌ରେ ଚିକିତ୍ସା କରାଯାଉଥିଲା। ସୁସ୍ଥ ହେବା ପରେ ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

୪୨୨୪ ଧାନ ବ୍ୟବହାର କରି ଶ୍ରୀମନ୍ଦିର ସୁରକ୍ଷା ଦାବି କଲେ ମୁସଲିମ୍‌ ଯୁବକ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏବେ କିଛି ଦିନ ହେଲା ବିବାଦ ଜାରି ଥିବା ବେଳେ ‘ଜଗନ୍ନାଥ ମନ୍ଦିର ବଞ୍ଚାଅ’ର କଳାକୃତି କରି ଶ୍ରୀମନ୍ଦିର ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି ମୁସଲିମ ଯୁବକ। ପୁରୀ ସହରର କୁମ୍ଭାରପଡା ଅଞ୍ଚଳର ଜାବିର୍ ଖାଁ ୪୨୨୪ଟି ଧାନ ବ୍ୟବହାର କରି…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼କୁ ଚାଲାଣ ପାଇଁ ଯୋଜନା ଫେଲ୍‌; ୧୫୩୪ କିଲୋ ଗଂଜେଇ ଜବତ,୩ ଗିରଫ

ମାଲକାନଗିରି: ମାଥିଲି ପୁଲିସର ବଡ ଚଢାଉ।ଏହି ଚଢାଉରେ ବିପୁଳ ପରିମାଣର ଗଂଜେଇ ଜବତ କରାଯିବା ସହ ୩ ଜଣ ଆସାମୀକୁ ପୁଲିସ ଗିରଫ କରିବାରେ ମଧ୍ୟ ସଫଳତା ହାସଲ କରିଛି। ବିଶେଷ ସୂତ୍ରରୁ ମାଥିଲି ଥାନା ଏସଆଇ ସୋମନାଥ ଦଳବେହେରା ଖବର ପାଇଥିଲେ ଯେ ସପ୍ତଧାରା ନିକଟରେ ଥିବା ଜଂଗଲରେ ଏକ ନିର୍ଜନ…
ଅଧିକ ଖବର ଦେଖନ୍ତୁ...

‘ଅସାନି’ ମୁକାବିଲା ପାଇଁ ଓଡ଼ିଶା ଓ ଆନ୍ଧ୍ର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ କେନ୍ଦ୍ର ଗୃହ ସଚିବ

ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ର ମୁକାବିଲା ନେଇ ଓଡ଼ିଶା ଓ ଆନ୍ଧ୍ରରେ କିପରି ପ୍ରସ୍ତୁତି ହୋଇଛି ସେ ସଂପର୍କରେ ଭିଡିଓ କନଫରେନସିଂ ଜରିଆରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା। ଓଡ଼ିଶାର ମୁଖ୍ୟ ସଚିବ…
ଅଧିକ ଖବର ଦେଖନ୍ତୁ...

ହାଇୱା-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃୃତ

ଯୋଡ଼ା: କେନ୍ଦୁଝର ଜିଲ୍ଳା ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ କଣ୍ଡରା ଠାରେ ଆଜି ଦିନ ୨ ଟା ସମୟରେ ଏକ ଟ୍ରକ୍ ଖଣିଜ ବୋଝେଇ ରୀମୁଳୀ ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଅନ୍ୟ ଏକ ହାଇୱ। ଗାଡ଼ି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ହାଇୱ। ଗାଡ଼ି ଡ୍ରାଇଭର ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ବାଃ ରେଳବାଇ ! ମା‘ ଓ ନବଜାତଙ୍କ ଶୋଇବା ପାଇଁ ଟ୍ରେନରେ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ କୋଟି କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି। ଏହି କୋଟି କୋଟି ନାଗରିକଙ୍କ ମଧ୍ୟରେ ବହୁ ସଂଖ୍ୟକ ମା ଓ ନବଜାତ ଶିଶୁ ମଧ୍ୟ ଟ୍ରେନରେ ଯାତ୍ରା କରନ୍ତି | ଛୋଟ ପିଲାମାନଙ୍କୁ ଟ୍ରେନରେ ବୋହିକି ନେବାରେ ମା’ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି |…
ଅଧିକ ଖବର ଦେଖନ୍ତୁ...

ପୁନର୍ବିଚାର ନହେବା ପର୍ଯ୍ୟନ୍ତ ଦେଶଦ୍ରୋହ ଆଇନ କାର୍ଯ୍ୟକାରୀ ହେବ ନାହିଁ କି? କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ (ଆଇପିସି ଧାରା ୧୨୪କ)ର ପୁନର୍ବିଚାର କରିବାକୁ ଗତକାଲି ଘୋଷଣା କରିଥିଲେ । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଆଜି ଏନେଇ ଶୁଣାଣି କରାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଜୁନ୍‌ ୧୭ରୁ କାର୍ଯ୍ୟକ୍ଷମ ହେବ ୬୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ: ସମୀର ଦାଶ

ଭୁବନେଶ୍ୱର : ଆଜି ପୂର୍ବାହ୍ନ ୧୧.୩୦ ସମୟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଲୋକସେବା ଭବନ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣପୁଦ ସେଠୀ, ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ଋଣ ସୁଧହାର ବଢାଇଲା ଏଚଡିଏଫସି ବ୍ୟାଙ୍କ, ପୂର୍ବରୁ ୬ଟି ବ୍ୟାଙ୍କ ବଢାଇସାରିଛନ୍ତି

ମୁମ୍ବାଇ : ଗତ ୪ ତାରିଖରେ ରିଜର୍ଭ ବ୍ୟାଙ୍କ ଦ୍ବାରା ସୁଧହାର ବୃଦ୍ଧି କରାଯିବା ପରେ ବିଭିନ୍ନ ବ୍ୟାଙ୍କ ନିଜର ଋଣ ସୁଧହାର ବଢାଇଚାଲିଛନ୍ତି । ମଙ୍ଗଳବାରଦିନ ଦେଶର ସର୍ବବୃହତ୍ ଘରୋଇ ବ୍ୟାଙ୍କ ଏଚଡିଏଫସି ପକ୍ଷରୁ ବିଭିନ୍ନ ମିଆଦ ପାଇଁ ନିଜର ଏମସିଏଲଆର ( ମାର୍ଜିନାଲ କଷ୍ଟ ବେସଡ୍ ଲେଣ୍ଡିଂ…
ଅଧିକ ଖବର ଦେଖନ୍ତୁ...