Daily Archives

May 19, 2022

ରାଜ୍ୟଗୁଡିକ ସହିତ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିବ କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ମାମଲାରେ ହ୍ରାସ ଘଟିଛି ଏବଂ ଗୁରୁବାର ସୁଦ୍ଧା ୧୯୧.୭୯ କୋଟି କୋଭିଡ୍‌ ଟିକା ଡୋଜ୍‌ ଦେଶର ହିତାଧିକାରୀମାନଙ୍କୁ ଦିଆଯାଇ ସାରିଲାଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଶୁକ୍ରବାର ଦିନ ଦେଶର…
ଅଧିକ ଖବର ଦେଖନ୍ତୁ...

କ୍ୟାପଟେନ ଭାବରେ ଗାଙ୍ଗୁଲି ଯାହା କରିଥିଲେ ବିରାଟ ତାହା କରିପାରିଲେ ନାହିଁ: ସେହୱାଗ

ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱକୁ ଅଧିନାୟକତ୍ୱ ଦୃଷ୍ଟିରୁ ସର୍ବୋଚ୍ଚ ରଖିଛନ୍ତି। ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ବୀରେନ୍ଦ୍ର ସେହୱାଗ ଏକ ବଡ଼ ଦାବି କରିଛନ୍ତି। ଭାରତୀୟ ଓପନର୍ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

୭୬ ବର୍ଷ ବୟସରେ ତୃତୀୟ ବିବାହ କଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିବାହ ପାଇଁ କୌଣସି ବୟସ ନଥାଏ | ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି | ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଲୁଇଜ ଇନସିଓ ଲୁଲା ଡିସିଲଭା ୭୬ ବର୍ଷ ବୟସରେ ୫୫ ବର୍ଷୀୟ ରୋଜାଙ୍ଗେଲା ସିଲଭାଙ୍କୁ ବିବାହ କରିଛନ୍ତି | ରୋଜାଙ୍ଗେଲା ଜଣେ ସମାଜସେବୀ…
ଅଧିକ ଖବର ଦେଖନ୍ତୁ...

ରାତାରାତି ୬୦୦କର୍ମଚାରୀଙ୍କୁ ଏହି କାରଣ ପାଇଁ ବିଦା କଲା କମ୍ପାନି

ନୂଆଦିଲ୍ଲୀ: କରୋନା ମାଡ଼ ଏବେ ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଛି। ଏବେ ସ୍ଥିତି ସୁଧୁରୁଥିଲେ ବି ଭାରତର ଅର୍ଥନୀତି ଅଣ୍ଟା ସଳଖି ପାରିନାହିଁ। କରୋନାର ପ୍ରଭାବ କେବଳ ଗରିବ ଲୋକଙ୍କ ଉପରେ ନୁହେଁ, ବଡ଼ ବଡ଼ କମ୍ପାନି ଉପରେ ମଧ୍ୟ ପଡ଼ିଛି। ଏଭଳି ସ୍ଥିତିରେ ଲୋକେ ଚାକିରି କରି ଘର ଚଳାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାର ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ କରି ମୟୂରଭଂଜର ଯୁବକ ଗିରଫ  

ଝାରସୁଗୁଡ଼ା: କମ୍ପ୍ୟୁଟରରେ ଜଣେ ଯୁବତୀଙ୍କ ଉଲଗ୍ନ ଫଟୋ ପ୍ରସ୍ତୁତ କରିବା ଓ ତାଙ୍କ ନାମରେ ଏକ ନକଲି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ତାକୁ ଭାଇରାଲ କରିଥିବା ଅଭିଯୋଗରେ ଝାରସୁଗୁଡ଼ା ଟାଉନ୍‌ ଥାନା ପୁଲିସ ଜଣେ ମୟୂରଭଂଜ ଜିଲ୍ଲାର ଜରେ ଯୁବକ ସବନମ କୁମାର ସାହୁ ଓରଫ ବବଲୁ (୩୧)କୁ ବାରିପଦାରୁ…
ଅଧିକ ଖବର ଦେଖନ୍ତୁ...

ଅଏଲ ଇଣ୍ଡିଆ, ଓଏନଜିସି ଉପରେ ହୋଇପାରେ ଉଗ୍ରବାଦୀ ଆକ୍ରମଣ! ଜାରି ହେଲା ସତର୍କ ସୂଚନା

ନୂଆଦିଲ୍ଲୀ: ଅଏଲ ଇଣ୍ଡିଆ ଲିମିଟେଡ (ଓଏଲ) ଏବଂ ଓଏନଜିସି ଉପରେ ଉଗ୍ରବାଦୀ ଆକ୍ରମଣ ହୋଇପାରେ ବୋଲି ଆଗୁଆ ସୂଚନା ପ୍ରଦାନ ସହିତ ଉଭୟ ସଂସ୍ଥାକୁ ଏକ ସତର୍କ ସୂଚନା ଜାରି କରିଛି ଆସାମ ପୁଲିସ। ଆସାମ ରାଜ୍ୟରେ ନିଷିଦ୍ଧ ଘୋଷିତ ହୋଇଥିବା ଉଲଫା ଆତଙ୍କବାଦୀଙ୍କ ଦ୍ୱାରା ରାଜ୍ୟରେ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

୨୫ ଦିନରେ ପହଞ୍ଚିଲା ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀଙ୍କର ଧାରଣା

ଭଦ୍ରକ: ଭଦ୍ରକ ଜିଲ୍ଲାର ବରପଦା ଇଞ୍ଜିନିୟରିଂ କଳେଜ କର୍ମଚାରୀ ମାନେ ୧୭ ମାସର  ଦରମା ନପା‌ଇ ଧାରଣାରେ ବସିଛନ୍ତି। ପ୍ରବଳ ଖରାତାତି ଭିତରେ ଭୋକ ଉପବାସରେ ବିତୁଛି ସେମାନଙ୍କର ଜୀବନ। ଆଜି ଧାରଣାକୁ ୨୫ ଦିନ ବିତିଯାଇଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ଦଳରେ କନ୍ଦଳ ଚାଲିଥିବା ବେଳେ ବିଦେଶ ଚାଲିଗଲେ ରାହୁଲ୍

ନୂଆଦିଲ୍ଲୀ: ଅର୍ନ୍ତଦ୍ବନ୍ଦ୍ବ ଓ ଦଳୀୟ କନ୍ଦଳ ପାଇଁ ଭୁଶୁଡିବା ଅବସ୍ଥାରେ ପହଞ୍ଚିଲାଣି ଭାରତର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ। ଦଳର ତୁଙ୍ଗ ନେତାମାନେ ଧିରେ ଧିରେ ଦଳ ଛାଡ଼ୁଥିବା ବେଳେ କଂଗ୍ରେସର ଭବିଷ୍ୟତ କ’ଣ, ତାହା ଜଳ ଜଳ ହୋଇ ଦେଖାଗଲାଣି। ହେଲେ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ବି ବିଦେଶ…
ଅଧିକ ଖବର ଦେଖନ୍ତୁ...

ଏହି ଘୋଷଣା ପରେ କମିପାରେ ଖାଇବା ତେଲର ଦର

ନୂଆଦିଲ୍ଲୀ: ଖାଇବା ତେଲ ଦର ବଢିଚାଲିଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ଏହା ସାଧାରଣ ଖାଉଟିଙ୍କ ବଜେଟ ବିଗାଡ଼ିବା ସହ ମୁଦ୍ରାସ୍ପୀତିକୁ ଆହୁରି ବଢାଇବାର ଆଶଙ୍କା ରହିଛି । ତେବେ ଆଜି ଇଣ୍ଡୋନେସିଆ ସରକାର ଏକ ବଡ ଘୋଷଣା କରିଛନ୍ତି, ଯାହାକି ଭାରତ ଭଳି ପାମୋଲିନ ତେଲ ଆମଦାନୀ କରୁଥିବା…
ଅଧିକ ଖବର ଦେଖନ୍ତୁ...

ବେକାର ଯୁବକ-ଯୁବତୀଙ୍କୁ ନକଲି ନିଯୁକ୍ତିପତ୍ର ଦେଇ ଠକୁଥିଲେ, ୨ ଯୁବକ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ବେହେରାମାଲଠାରେ ଏକ ଅଫିସ ଖୋଲି ନକଲି ନିଯୁକ୍ତିପତ୍ର ଦେଇ ବେକାର ଯୁବକ-ଯୁବତୀମାନଙ୍କୁ ଠକୁଥିବା ଏକ ସଂସ୍ଥା ପୁଲିସ ହାତରେ ଧରା ପଡ଼ିଛି। ଏହି ସଂସ୍ଥା ଚଳାଉଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଏସ୍‌ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା…
ଅଧିକ ଖବର ଦେଖନ୍ତୁ...