Daily Archives

July 5, 2022

ଦିଲ୍ଲୀବାସୀ ଜାଣନ୍ତି ତାଙ୍କ ପୁଅ କେଜ୍ରିୱାଲ ଅଛି: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବିଜେପି ଉପରେ ବର୍ଷିଛନ୍ତି। ସେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି | କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କର ଏକ ଫିଲ୍ମ ଆସିଥିଲା, ଯାହାର ନାମ…
ଅଧିକ ଖବର ଦେଖନ୍ତୁ...

ମଝି ଆକାଶରେ ଫାଟିଗଲା ସ୍ପାଇସ୍‌ ଜେଟ୍‌ ବିମାନର ସାମନା କାଚ; ମୁମ୍ବାଇ ବିମାନବନ୍ଦରରେ କଲା ଜରୁରିକାଳୀନ ଅବତରଣ

ମୁମ୍ବାଇ: ସ୍ପାଇସ୍‌ ଜେଟ୍‌ର କାଣ୍ଡଲା-ମୁମ୍ବାଇ ବିମାନ ମଙ୍ଗଳବାର ଦିନ ୨୩,୦୦୦ ଫୁଟ ଉଚ୍ଚତାରେ ଉଡୁଥିଲା ବେଳେ ବିମାନଟିର ୱିଣ୍ଡସିଲ୍‌ଡ (ବାହ୍ୟ କାଚ) ଫାଟି ଯାଇଥିଲା। ଫଳରେ ବିମାନଟକୁ ମୁମ୍ବାଇ ବିମାନବନ୍ଦରରେ କଲା ଜରୁରିକାଳୀନ ଅବତରଣ କରିବାକୁ ପଡ଼ିଥିଲା। ବିମାନ ଚଳାଚଳ ନିୟାମକ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡା ବିଧାୟକ, ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ ଦେବାକୁ…

ଭୁବନେଶ୍ବର: ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

କୌଣସି ମୁସଲମାନ ବ୍ୟକ୍ତି କୌଣସି ଧର୍ମ ବିରୋଧରେ ଆଙ୍ଗୁଠି ଉଠାଇ ନାହାଁନ୍ତି: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ଯିଏ ପ୍ରଥମେ ଅମରନାଥ ଗୁମ୍ଫାରେ 'ଶିବଲିଙ୍ଗ'ର ଉପସ୍ଥିତି ବିଷୟରେ ସୂଚନା ଦେଇଥିଲେ ସେ ଜଣେ ମୁସଲମାନ ଥିଲେ। ଜମ୍ମୁ କଶ୍ମୀର ନ୍ୟସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଏହା କହିଛନ୍ତି। ଅବଦୁଲ୍ଲା କହିଛନ୍ତି ଯେ କୌଣସି ମୁସଲମାନ ବ୍ୟକ୍ତି କୌଣସି ଧର୍ମ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ମାଓବାଦୀ ପରିଚୟ ଦେଇ ୫ ଲକ୍ଷ ମାଗୁଥିଲେ; ୨ ଗିରଫ, ଜଣେ ଅଟକ

କୋରାପୁଟ: କୋରାପୁଟ ଜିଲ୍ଲା ପୋଡାଗଡରେ ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଆଦାୟ କରିବା କରିବା ଅଭିଯୋଗରେ ଆଜି ସଦର ପୁଲିସ ଦୁଇ ଜଣ ନକଲି ମାଓବାଦୀଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ସେମାନେ ହେଲେ କୋରାପୁଟ ଜିଲ୍ଲା ପୋଡାଗଡ ନିକଟ ରୁଞ୍ଜାଗୁଡା ଗାଁର ପ୍ରଶାନ୍ତ ଖୋସଲା(୪୨) ଓ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଭିତରେ ଛତୁ ଗୋ‌ଟାଉଥିଲେ ମହିଳା, ଶୁଣ୍ଢରେ କଚାଡ଼ି ଦେଲା ହାତୀ

ରାଉରକେଲା: ବଣାଇଗଡ଼ ଉପଖଣ୍ଡର କୁଳିପୋଷ ରେଞ୍ଜର ଫୁଲଝର ଗ୍ରାମର ଛେଳିଆ ଟୋକା ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଫୁଲଝର ଗ୍ରାମର ଭାଗୁଲି ଗିରି (୫୩)। ସେ ଜଗଂଲକୁ ଛତୁ ଗୋଟାଇବା ପାଇଁ ଯାଇଥିବା ବେଳେ ହଠାତ ହାତୀ ଆକ୍ରମଣ କରିଥିଲା। ଭାଗୁଲି ଜୀବନ…
ଅଧିକ ଖବର ଦେଖନ୍ତୁ...

ଭାରତରେ ପାକିସ୍ତାନ ସରକାରଙ୍କ ହାଣ୍ଡଲକୁ ବନ୍ଦ କଲା ଟ୍ବିଟର

ନୂଆଦିଲ୍ଲୀ : ଟ୍ବିଟର ପକ୍ଷରୁ ଭାରତ ପାଇଁ ଉଦ୍ଦିଷ୍ଟ ପାକିସ୍ତାନ ସରକାରଙ୍କ ଟ୍ବିଟର ହାଣ୍ଡଲକୁ ବନ୍ଦ କରିଦିଆଯାଇଛି । ଏହା ପୂର୍ବରୁ ଟ୍ବିଟର ପକ୍ଷରୁ ପାକିସ୍ତାନର ସରକାରୀ ରେଡିଓ ରେଡିଓ-ପାକିସ୍ତାନର ଟ୍ବିଟର ହାଣ୍ଡଲକୁ ବନ୍ଦ କରିଦେଇଥିଲା । ସେହିପରି ଗତ ଜୁନ ମାସରେ ଇରାନ, ତୁର୍କୀ,…
ଅଧିକ ଖବର ଦେଖନ୍ତୁ...

ମୋ ଶରୀରରେ ବୋହୁଛି ଓଡିଶା, ବିହାର ଓ ଝାଡ଼ଖଣ୍ଡର ରକ୍ତ: ଦ୍ରୌପଦୀ ମୁର୍ମୁ

ପାଟନା: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଜ ପ୍ରାର୍ଥୀତ୍ୱ ପ୍ରତି ସମର୍ଥନ ଯୋଗାଡ ପାଇଁ ଆଜି ବିହାରରେ ପହଞ୍ଚିଥିଲେ। ଯେଉଁଠାରେ ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ବିହାର ଏନଡିଏ ନେତାମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ଜେଜେମା ଝାଡଖଣ୍ଡର ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧବ ଠାକରେଙ୍କ ପାଖରେ ଥିବା ୪ବିଶ୍ବସ୍ତଙ୍କ ପାଇଁ ବିଦ୍ରୋହୀ ହେଲେ ବିଧାୟକ

ଔରଙ୍ଗାବାଦ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏହି ୪ବିଶ୍ବସ୍ତଙ୍କ ପାଇଁ ବିଦ୍ରୋହୀ ହେଲେ ବିଧାୟକ। ମଙ୍ଗଳବାର ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଜଣେ ବିଦ୍ରୋହୀ ଶିବସେନା ବିଧାୟକ ଏଭଳି ଅଭିଯୋଗ କରିଛନ୍ତି। ସେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଘେରି ରହିଥିବା…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇରେ ଓଟିପି ନକହି କ୍ୟାବରେ ବସିଯିବାରୁ ଯୁବକଙ୍କୁ ହତ୍ୟା କଲା ଚାଳକ

ଚେନ୍ନାଇ: ଓଟିପି ପାଇଁ ହତ୍ୟା। ତାମିଲନାଡୁର ଚେନ୍ନାଇରେ ଓଟିପି ନକହି ଆଗ କ୍ୟାବରେ ବସିବାରୁ ଯୁବକଙ୍କୁ ମାଡ଼ ମାରି ହତ୍ୟା କଲା କ୍ୟାବ ଚାଳକ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଅଭିଯୁକ୍ତ କ୍ୟାବ ଚାଳକକୁ ଗିରଫ କରିଛି ପୁଲିସ। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...