Daily Archives

August 5, 2022

୧୫ ଶ୍ରମିକଙ୍କ ୬ ଲକ୍ଷ ଟଙ୍କା ନେଇ ଦଲାଲ୍‌ ଫେରାର, ଡିଏଲଓଙ୍କ ନିକଟରେ ଅଭିଯୋଗ 

ଜୟପୁର:  ପ୍ରାୟ୧୫ଜଣ ଦାଦନ ଶ୍ରମିକଙ୍କର ସାଢ଼େ ୪ମାସର ମଜୁରୀ ଟଙ୍କାକୁ ଦଲାଲ ହଡ଼ଫ କରିଥିବାକୁ ନେଇ କୋରାପୁଟ ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ)ଙ୍କ ନିକଟରେ ଅଭିଯୋଗ ହୋଇଛି। ହଡପ ହୋଇଥିବା ଟଙ୍କା ପ୍ରାୟ ୬ ଲକ୍ଷ ହେବ।  ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଶ୍ରମ ବିଭାଗ ତଦନ୍ତ ଆରମ୍ଭ କରିଥିବା…
ଅଧିକ ଖବର ଦେଖନ୍ତୁ...

ଖାଲିଥିବା ବିଭିନ୍ନ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ;…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ବନ୍ଧରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ନିର୍ଦ୍ଦେଶ ଦେଇଛନ୍ତି। …
ଅଧିକ ଖବର ଦେଖନ୍ତୁ...

ଅଚାନକ ମାଟି ଫାଟି ସାମ୍ନାକୁ ଆସିଲା ୬୫୬ ଫୁଟ୍‌ ଗଭୀର ରହସ୍ୟମୟ ଗର୍ତ୍ତ ! ପାଲଟିଛି ବିଶ୍ବବ୍ୟାପୀ ଚର୍ଚ୍ଚା

ନୂଆଦିଲ୍ଳୀ: ପୃଥିବୀ ସର୍ବଦା ଏକ ଘୂର୍ଣ୍ଣିବଳୟ ଦେଇ ଗତି କରୁଥାଏ। ନିକଟ‌ରେ ଚିଲିରେ ସୃଷ୍ଟି ହୋଇଥିବା ଏକ ରହସ୍ୟମୟ ସିଙ୍କ୍‌ହୋଲ୍‌ ବା ଗର୍ତ୍ତ ବୈଜ୍ଞାନିକମାନଙ୍କ କୌତୂହଳ ବୃଦ୍ଧି କରିଛି। ଏହି ସିଙ୍କ୍‌ହୋଲ୍‌ଟି ‌ଏବେ  ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଜାଣିବାକୁ ମିଳିଛି…
ଅଧିକ ଖବର ଦେଖନ୍ତୁ...

ତାଇଓ୍ବାନକୁ ଡରାଇଲେ ଚୀନର ୬୮ଟି ଲଢୁଆ ବିମାନ,୧୩ ଯୁଦ୍ଧ ଜାହାଜ

ତାଇପେଇ : ତାଇଓ୍ବାନ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଚୀନର ୬୮ଟି ଚୀନ ଯୁଦ୍ଧବିମାନ ଓ ୧୩ଟି ଯୁଦ୍ଧ ଜାହାଜ ତାଇଓ୍ବାନ ପ୍ରଣାଳୀ ( ଚୀନ ଓ ତାଇଓ୍ବାନ ମଧ୍ୟରେ ଥିବା ସାମୁଦ୍ରିକ ଅଂଚଳ)ର ମଧ୍ୟରେଖା ଅତିକ୍ରମ କରିଛନ୍ତି । ଚୀନର ଏହି କାର୍ଯ୍ୟକୁ ତାଇଓ୍ବାନ ନିନ୍ଦା କରିଛି । ଆମେରିକାର…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଯାଉଥିବାବେଳେ ବିମାନରେ ମାଡ଼ ହେଲା ପକ୍ଷୀ, ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ମୁମ୍ବାଇ: ଆଜି ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁମ୍ବାଇ ଯାଉଥିବା ଏକ ବିମାନ ଜରୁରୀ ଅବତରଣ କରିଛି | କୁହାଯାଉଛି ଯେ ଏକ ପକ୍ଷୀ ବିମାନରେ ମାଡ ହେବାରୁ ବିମାନକୁ ଜରୁରୀ ଅବତରଣ କରାଇବାକୁ ପଡିଥିଲା | ତେବେ ଏହି ଦୁର୍ଘଟଣାରେ କୌଣସି ପ୍ରକାରର କ୍ଷୟକ୍ଷତି…
ଅଧିକ ଖବର ଦେଖନ୍ତୁ...

ଭାରତର ତେଜସ୍ ବିମାନ ପ୍ରତି ଆମେରିକାର ଆଗ୍ରହ

 ନୂଆଦିଲ୍ଲୀ : ଭାରତରେ ନିର୍ମିତ ଲଢୁଆ ବିମାନ ତେଜସ୍ ବା ଏଲସିଏର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ବଢିବାରେ ଲାଗିଛି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଭାରତର ତେଜସ ବିମାନ ପ୍ରତି ଆଗ୍ରହ ଦେଖାଇଛି ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆଜି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଲିଫ୍ଟରେ ଫସିଲେ ୧୫ ଜଣ, ଉଦ୍ଧାର କଲେ ଉପସ୍ଥିତ ଜନତା 

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଲିଫ୍ଟରେ ଯାନ୍ତ୍ରିକ ତୃଟି ଯୋଗୁଁ ଆଜି ୧୫ ଜଣ ଲୋକ ୨୦ ମିନିଟ ପର୍ଯ୍ୟନ୍ତ ଫସିଥିଲେ। ଲିଫ୍ଟ ଭିତରେ ଫସିଥିବା ଲୋକେ ଭୟଭୀତ ହୋଇଯାଇଥିଲେ। ସେମାନେ କେମିତି ବାହାରକୁ ଆସିବେ, ସେଥିପାଇଁ ଚିନ୍ତିତ ଥିଲେ। ଲିଫ୍ଟ ଭିତରେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଏବେ ଖବରକାଗଜ ସମ୍ଭାଳିବେ ଉଦ୍ଧବ

ମୁମ୍ବାଇ: ପତ୍ରା ‘ଚଲ୍‌’ ଜମି ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଜେରା କରିବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ତାଙ୍କୁ ପ୍ରଥମେ ଅଗଷ୍ଟ ୪ପର୍ଯ୍ୟନ୍ତ ଇଡିର ହେପାଜତକୁ ପଠାଯାଇଥିବା ବେଳେ ପୁଣି ତାଙ୍କର ହେପାଜତର ଅବଧି ଅଗଷ୍ଟ…
ଅଧିକ ଖବର ଦେଖନ୍ତୁ...

ଜେଲ ଗଲେ ପାର୍ଥ ଓ ଅର୍ପିତା, ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ରେ

କୋଲକାତା: ଗିରଫ ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ସ୍କୁଲ ସର୍ଭିସ କମିଶନ ନିଯୁକ୍ତି ଦୁର୍ନୀତି ମାମଲାରେ ୧୪ ଦିନ ପାଇଁ ଜେଲ ପଠାଯାଇଛି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ରେ ହେବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରପୁର ହାଇସ୍କୁଲର ୪୧ ଅନ୍ତେବାସୀ କରୋନା ପଜିଟିଭ

ରାୟଗଡ଼ା: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଚନ୍ଦ୍ରପୁର ହାଇସ୍କୁଲର ୪୧ ଅନ୍ତେବାସୀ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଜଣଙ୍କ ନିକଟରେ ବି ଲକ୍ଷଣ ନାହିଁ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ।…
ଅଧିକ ଖବର ଦେଖନ୍ତୁ...