Daily Archives

August 12, 2022

‘ବିଜେପିକୁ ଚାପୁଡ଼ା’: ବିହାରରେ ନୀତୀଶ କୁମାର ‘ପରିବାରକୁ ଫେରିବା’ ଭାରତ ପାଇଁ ଶୁଭଙ୍କର; ତେଜସ୍ୱୀ

ନୂଆଦିଲ୍ଲୀ: ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ‘ସମାଜବାଦୀ ପରିବାର’କୁ ଫେରିବା ଘଟଣା ବିଜେପି ମୁହଁରେ ଏକ ‘ଶକ୍ତ ଚାପୁଡ଼ା’ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆଞ୍ଚଳିକ ଦଳଗୁଡ଼ିକୁ ଭୟଭୀତ କରାଇ କିଣିବା ପାଇଁ ବିଜେପିର ପ୍ରୟାସ ପଛୁଆ ବର୍ଗ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହାଇକୋର୍ଟ‌ରେ ଦୁଇ ନୂଆ ବିଚାରପତି

ନୂଆଦିଲ୍ଲୀ/କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶଙ୍କୁ ନିଯୁକ୍ତି ମିଳିଛି। ଓଡ଼ିଶା ହାଇକୋର୍ଟର ଏହି ଦୁଇ ନୂଆ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ସଂକ୍ରାନ୍ତରେ ଆଜି କେନ୍ଦ୍ର ଆଇନ ମନ୍ତ୍ରଣାଳୟ…
ଅଧିକ ଖବର ଦେଖନ୍ତୁ...

ବଡ଼ମ୍ବା-ଆଠଗଡ଼ ସହ ରାଜ୍ୟର ଅନ୍ୟ ଅଞ୍ଚଳରେ ୧୬ ହାତୀ ଶିକାର କରିଥିବା ରଜାକ ଖାଁ ଗିରଫ

ଖୋର୍ଦ୍ଧା: ରାଜ୍ୟରେ ଗତ କିଛି ମାସ ଧରି ଚାଲିଥିବା  ହାତୀମଡ଼କ ଘଟଣାରେ ଏକ ଚାଞ୍ଚଲ୍ୟକର ମୋଡ ଆସିଛି । ଆଜି ରାଜ୍ୟ ସରକାରଙ୍କ ଗଠିତ ଏସ୍ଆଇଟି  ଖୋର୍ଦ୍ଧାର ବେଗୁନିଆ ଥାନା ଅଞ୍ଚଳରୁ ରଜାକ ଖାଁନ ନାମକ ଜଣେ ଶିକାରୀକୁ ଗିରଫ କରିବା ସହ ବିପୁଳ ହାତୀଦାନ୍ତ ଜବତ କରିଥିବା ଜଣାଯାଇଛି। ଗିରଫ…
ଅଧିକ ଖବର ଦେଖନ୍ତୁ...

ୟୁପିର ସହାରନପୁରରୁ ଗିରଫ ହେଲେ ନୂପୁରଙ୍କୁ ହତ୍ୟା କରିବାର ଯୋଜନା କରିିଥିବା ୨ ଆତଙ୍କବାଦୀ

ଲକ୍ଷ୍ନୌ: ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଜୀବନ ପ୍ରତି ବଢ଼ୁଛି ବିପଦ। ୟୁପିର ସହାରନପୁରରୁ ଗିରଫ ହୋଇଛନ୍ତି ନୂପୁରଙ୍କୁ ହତ୍ୟା କରିବାର ଯୋଜନା କରିିଥିବା ୨ ଆତଙ୍କବାଦୀ। ସ୍ୱାଧୀନତା ଦିବସ ପୂର୍ବରୁ ୟୁପି ଏଟିଏସକୁ ଏକ ବଡ଼ ସଫଳତା ମିଳିଛି। ଏଟିଏସ୍ ସହାରନପୁରରୁ ଦୁଇଜଣ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ୧୭ଟି ପ୍ରସ୍ତାବକୁ ଅନୁମୋଦନ, ଗ୍ରାମାଞ୍ଚଳରେ ପାନୀୟ ଜଳ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୭ଗୋଟି ପ୍ରକଳ୍ପକୁ ରାଜ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ସଂଗ୍ରାମ ସହ ଜଡ଼ିତ ଦେଶର ୭୫ଟି ଜେଲରେ ହେବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ମହର୍ଷି ଶ୍ରୀଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ । ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ଦେଶର…
ଅଧିକ ଖବର ଦେଖନ୍ତୁ...

‘ଦୁଲ୍‌ହନ ହମ୍‌ ଲେ ଯାଏଗେଁ’ ଲେଖାଥିବା ଗାଡ଼ିରେ ଆସି କୋଟି କୋଟି ଟଙ୍କା ଜବତ କରି ନେଇଗଲେ !

ମୁମ୍ବାଇ: ମହାରାଷ୍ଟ୍ରର ଜାଲ୍‌ନା ଜିଳ୍ଳାରେ ଆୟକର ବିଭାଗ ଚଢ଼ାଉ କରି ଯେଉଁ ଭଳି ଭାବେ  ୩୯୦ କୋଟି ଟଙ୍କାର ସଂପତ୍ତି ଜବତ କରିଛି ତାହା କୌଣସି ସିନେମା କାହାଣୀଠାରୁ କମ୍‌ ନୁହେଁ। ଏହି ଚଢ଼ାଉ ପାଇଁ ସମସ୍ତ ଅଧିକାରୀ ବରଯାତ୍ରୀ ବେଶରେ ଆସିବା ଘଟଣା ଏବେ ପୂରା ଦେଶରେ ଚର୍ଚ୍ଚା ପାଲଟିଛି। ଏହି…
ଅଧିକ ଖବର ଦେଖନ୍ତୁ...

୨୦୨୩ରୁ ଆରମ୍ଭ ହେବ ମହିଳା ଆଇପିଏଲ୍

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) କେବଳ ଭାରତୀୟ କ୍ରିକେଟ ନୁହେଁ, ବିଶ୍ବ କ୍ରିକେଟରେ ଏକ ବିପ୍ଲବ ଆଣିବାରେ ସଫଳ ହୋଇଥିଲା । ଏବେ ବିଶ୍ବ କ୍ରିକେଟରେ ଆଉ ଏକ ବିପ୍ଳବ ଆଣିବାକୁ ଯାଉଛି ଆଇପିଏଲ । ଆସନ୍ତା ବର୍ଷ ଅର୍ଥାତ ୨୦୨୩ ମାର୍ଚ୍ଚ ମାସରୁ ଆରମ୍ଭ ହେବ ମହିଳା ଆଇପିଏଲ । ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଆଲାର୍ମ ବାଜିବାରୁ ଜରୁରୀ ଅବତରଣ କଲା ଗୋ ଫାଷ୍ଟ ବିମାନ, ହେଲେ…

ବେଙ୍ଗାଲୁୁରୁ: ଜରୁରୀ ଅବତରଣ କଲା ବେଙ୍ଗାଲୁରୁରୁ ମାଲଦ୍ୱୀପ ଯାଉଥିବା ଗୋ ଫାଷ୍ଟ ବିମାନ। ବିମାନଟି ବେଙ୍ଗାଲୁରୁରୁ ଉଡ଼ାଣ କରିଥିବା ବେଳେ ଭିତରେ ୯୨ଜଣ ଯାତ୍ରୀ ଥିଲେ। ହେଲେ ମଝି ଆକାଶରେ ବିମାନରେ ଧୂଆଁ ବାହାରିଲେ ସୂଚିତ କରୁଥିବା ଆଲାର୍ମ ବାଜି ଉଠିବାରୁ ପାଇଲଟ ତୁରନ୍ତ ତାମିଲନାଡୁର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜେଜେଏମ୍‌ ଯୋଜନାରେ ଏହି ୩ ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ…

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି। ରାଜ୍ୟର ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ…
ଅଧିକ ଖବର ଦେଖନ୍ତୁ...