Daily Archives

December 3, 2022

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ଦୁର୍ବୃତ୍ତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇଟି ଗେଟ୍‌ରେ ଆଜି ଦିନଦ୍ବିପ୍ରହର ସମୟରେ କେହି ଜଣେ ଦୁର୍ବୃତ୍ତ ତାଲା ପକାଇ ପଳାଇଯାଇଥିଲା। କିଛି ସମୟ ଧରି କାର୍ଯ୍ୟାଳୟ ବନ୍ଦ ରହିବା ପରେ ଶେଷରେ ଗେଟ୍‌ର ତାଲାକୁ ଭଙ୍ଗାଯାଇଥିଲା। ସୂଚନା ମୁତାବକ, କେହି ଜଣେ ଦୁର୍ବୃତ୍ତ ଦିନ ସାଢ଼େ…
ଅଧିକ ଖବର ଦେଖନ୍ତୁ...

ବିୟୁଟି ଏବଂ ୱେଲନେସ ଟ୍ରେନିଂ ନେବେ ୧୫ ହଜାର ମହିଳା

ଭୁବନେଶ୍ବର: ମହିଳାମାନଙ୍କୁ ଉଦ୍ୟୋଗୀ କରିପାରିବା ଦିଗରେ ମିଶନ ଶକ୍ତି କାମ କରୁଛି। ମହିଳାମାନଙ୍କୁ ଆହୁରି ଅଧିକ ମଜବୁତ କରିବା ପାଇଁ ଭୁବନେଶ୍ବରରେ ଆଜି ଏକ କନ୍‌କ୍ଲେଭର ଆୟୋଜନ କରାଯାଇଛି। ଏଥିରେ ୨୯ଟି ଜିଲ୍ଲାରୁ ୧୫୦୦ ମହିଳା ଯୋଗ ଦେଇଥିଲେ। ସେମାନଙ୍କ ବ୍ୟବସାୟ କୋଟିଏରୁ ଅଧିକ ରହିଛି।…
ଅଧିକ ଖବର ଦେଖନ୍ତୁ...

‘ଦି କଶ୍ମୀର ଫାଇଲ୍‌ସ’ ବିବାଦ : ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତଙ୍କୁ ଅନଲାଇନ୍‌ରେ ମିଳିଲା ଘୃଣା ବାର୍ତ୍ତା

ନୂଆଦିଲ୍ଲୀ:  ‘କଶ୍ମୀର ଫାଇଲ’ ଚଳଚ୍ଚିତ୍ରକୁ ଏକ ପ୍ରଚାରଧର୍ମୀ, ଅଶ୍ଳୀଳ ଚଳଚ୍ଚିତ୍ର ବୋଲି କହିଥିବା ଇସ୍ରାଏଲି ଚଳଚ୍ଚିତ୍ର ନିର୍ମାତା ତଥା ଆଇଏଫଏଫଆଇ ଚଳଚ୍ଚିତ୍ର ମହୋତ୍ସବ ଜୁରୀ ମୁଖ୍ୟ ନାଦାଭ ଲାପିଡଙ୍କୁ ସର୍ବସାଧାରଣରେ ସମାଲୋଚନା କରିବାର ଗୋଟିଏ ଦିନ ପରେ ଭାରତରେ ଅବସ୍ଥାପିତ ଇସ୍ରାଏଲର…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟ କ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ କମ୍ପାନି: ଶାଳିନୀ…

ଭୁବନେଶ୍ବର: ସ୍ୱାସ୍ଥ୍ୟ କ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ମେଡ଼ିସିନ ଫର୍ମାସି୍ଟିକାଲ କମ୍ପାନି କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି, ଏହା ସହିତ ପିପିପି ମୋଡ଼ରେ ଅନୁଗୁଳ, ବଡ଼ବିଲ, ଝାରସୁଗୁଡା…
ଅଧିକ ଖବର ଦେଖନ୍ତୁ...

ଉପନିର୍ବାଚନ ପାଇଁ ସରିଲା ପ୍ରଚାର: ବିଦାୟ ନେଲେ ଅନ୍ୟ ଜିଲ୍ଲାର ନେତା, ଆଜିଠୁ ଅନ୍ଧାରୀ ବିଜେ

ବରଗଡ଼/ପଦ୍ମପୁର/ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଯାଇଛି। ଅନ୍ତିମ ଦିନରେ ବିଜେଡି, ବିଜେପି ଓ କଂଗ୍ରେସ ନେତାମାନେ ଜୋରଦାର ପ୍ରଚାର କରିଛନ୍ତି। ଦିନକ ‌ପରେ ଅର୍ଥାତ ଚଳିତ ମାସ ୫ ତାରିଖରେ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ପଦ୍ମପୁର…
ଅଧିକ ଖବର ଦେଖନ୍ତୁ...

ପିଏଲ୍‌ଜି ସପ୍ତାହରେ ମାଓବାଦୀଙ୍କୁ ଝଟକା; ୫ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦି ଜିଲ୍ଲା ପୁଲିସ ୫ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ନକ୍ସଲଙ୍କ ପିଏଲଜିଏ ସପ୍ତାହ ଚାଲିଥିବା ବେଳେ ଚାରି ରାଜ୍ୟର ପୁଲିସ ଏବଂ ସୁରକ୍ଷାକର୍ମୀ କମ୍ବିଂକୁ ଜୋରଦାର କରିବା ସହ ସର୍ଚ୍ଚ ଅପରେସନ କରୁଛନ୍ତି। ଚେରଲା ପୁଲିସ ଏବଂ ସିଆରପିଏଫ…
ଅଧିକ ଖବର ଦେଖନ୍ତୁ...

ଛଟେଇ ଆରମ୍ଭ କଲା ଓୟୋ, ୬୦୦ କର୍ମଚାରୀ ବିଦା

ନୂଆଦିଲ୍ଲୀ: ଦେଶରେ ହୋଟେଲ ବା ଲଜ ବ୍ୟବସାୟ ଚଳାଉଥିବା ପ୍ରମୁଖ କମ୍ପାନି ଓୟୋ ଏବେ ଏକ ବଡ ନିଷ୍ପତ୍ତି ନେଇଛି | ବାସ୍ତବରେ ଓୟୋ, ଟେକ୍ନୋଲୋଜି ଏବଂ ଉତ୍ପାଦ ୟୁନିଟରେ ୬୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି | ସେହିପରି ସେଲସରେ ୨୫୦ଜଣଙ୍କୁ ନିଯୁକ୍ତ କରିବାକୁ କମ୍ପାନି ଯୋଜନା…
ଅଧିକ ଖବର ଦେଖନ୍ତୁ...

ଅର୍ଚ୍ଚନା ମାମଲାରେ ’ଇଡି’ର ତନାଘନା: ଟ୍ୟାକ୍ସଜନିତ ସମସ୍ୟା ଯୋଗୁଁ ଟଙ୍କା ଫେରାଇ ଥିଲେ ସୋ’ରୁମ ମାଲିକ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର ଗାଡ଼ି କିଣାବିକାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜୋରଦାର ତନାଘନା କରିଛି। ଏମ୍ପେରିଓ ଫାଇନାନସିଆଲ ଡିଲର ସନ୍ତୋଷ କୁମାର ନାୟକ ଆଜି ଇଡିରେ ହାଜର ହୋଇ ସମସ୍ତ ତଥ୍ୟ ରଖିଛନ୍ତି। ଇଡି କାର୍ଯ୍ୟାଳୟରୁ ବାହାରିବା ପରେ…
ଅଧିକ ଖବର ଦେଖନ୍ତୁ...

ବିମାନରେ ୬ଜଣ ଭାରତୀୟ କ୍ରିକେଟରଙ୍କୁ ଦିଆଗଲାନି ଖାଦ୍ୟ, ହଜିଲା ଲଗେଜ୍; କେମିତି ମ୍ୟାଚ୍ ଖେଳିବେ ଖେଳାଳି?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏବେ ବାଂଲାଦେଶ ଗସ୍ତରେ ଅଛି। ଏଠାରେ ଭାରତ-ବାଂଲାଦେଶ ମଧ୍ୟରେ ତିନୋଟି ଓଡିଆଇ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ବାଂଲାଦେଶରେ ପହଞ୍ଚିଛି। କିନ୍ତୁ ଏ ମଧ୍ୟରେ ବିମାନରେ ଭାରତୀୟ କ୍ରିକେଟରଙ୍କ ସହ ଭଲ ବ୍ୟବହାର କରାଯାଇନଥିବା ଖବର…
ଅଧିକ ଖବର ଦେଖନ୍ତୁ...

ମନ ଦେଲେ, ବିବାହ ବି କଲେ: ପ୍ରେମ ଆଗରେ ଫିକା ପଡ଼ିଲା ଶାରୀରିକ ଅସମାନତା

ନୂଆଦିଲ୍ଲୀ: କଥାରେ ଅଛି ପ୍ରେମରେ ସବୁ ସମ୍ଭବ। ପ୍ରେମ ମାନେନା ଉଚ୍ଚ-ନୀଚ, ଧନୀ-ଗରିବ କି ସୁନ୍ଦର ଅସୁନ୍ଦରର ତାରତମ୍ୟ। ଦୁଇ ମନ ମିଶିଗଲେ ଲେଖା ହୁଏ ପ୍ରେମ କାହାଣୀ। ପୂର୍ବରୁ ଆପଣ ଅନେକ ପ୍ରେମ କାହାଣୀ ଶୁଣିଥିବେ। ଆଜି ଆମେ କହୁଛୁ ଏକ ନିଆରା ପ୍ରେମୀ ଯୁଗଳଙ୍କ ବିଷୟରେ। ଯେଉଁଠି ଜଣେ…
ଅଧିକ ଖବର ଦେଖନ୍ତୁ...