Monthly Archives

February 2023

ଅନୁକମ୍ପାରେ ମିଳିଥିବା ବ୍ୟାଙ୍କ ଜମା ରାଶିରୁ ଟଙ୍କା ହଡ଼ପ ଘଟଣା: ୩ ଅଟକ

ବୈପାରିଗୁଡା: ବ୍ୟାଙ୍କ ଜମା ରାଶିରୁ ଟଙ୍କା ହଡ଼ପ ଘଟଣାରେ କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସ ୩ ଜଣକୁ ଅଟକ ରଖିଥିବା ଜଣାପଡ଼ିଛି। ସ୍ମରଣଯୋଗ୍ୟ ଯେ, ୨୦୨୨ ମସିହା ଅଗଷ୍ଟ ୧୭ ତାରିଖ ଦିନ ହଳଦୀକୁଣ୍ଡ ଗ୍ରାମର ସେଲୁମ ଧାରୁଆ ଏବଂ ତ୍ରିଲୋଚନ ଧାରୁଆ ଗୁପ୍ତେଶ୍ୱର ଜଙ୍ଗଲକୁ ଜଙ୍ଗଲ ଜାତ ଦ୍ରବ୍ୟ…
ଅଧିକ ଖବର ଦେଖନ୍ତୁ...

ରାୟଗଡାରେ ଏସ୍‌ପି ଅଫିସ ନିକଟରୁ ୪୦୦ ଗ୍ରାମ ସୁନା, ରୁପା ସହ ନଗଦ ୩୯ ହଜାର ଲୁଟ୍‌

ରାୟଗଡା: ରାୟଗଡ଼ା ପୁଲିସକୁ ପୁଣି ଚ୍ୟାଲେଞ୍ଜ ଦେଲେ ଦୁର୍ବୃତ୍ତ। ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ରାସ୍ତାରେ ଜଣଙ୍କ ଘରୁ ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ କଳାକନା ବୁଲାଇଛନ୍ତି। ଉକ୍ତ ଘରୁ ପ୍ରାୟ ୪୦୦ ଗ୍ରାମ ସୁନା, ୩୦୦ ଗ୍ରାମ ରୁପା ଏବଂ ୩୯ହଜାର ନଗଦ ଟଙ୍କା ଚୋରି ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ନୂଆ ଜୀବନ ମିଳିବା ପରେ ଜୀବନର ପ୍ରତିଟି ମୂହୁର୍ତ୍ତକୁ ଉପଭୋଗ କରିବା ଶିଖିଲି: ଋଷଭ ପନ୍ତ

ନୂଆଦିଲ୍ଳୀ: ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର୍‌ ଋଷଭ ପନ୍ଥ ଦୁର୍ଘଟଣା ପରେ ନିଜକୁ ଖେଳାଖେଳିରୁ ନିଜକୁ ଦୂରେଇ ରଖିଛନ୍ତି। ଗତ ମାସରେ ତାଙ୍କର କୋକିଲାବେନ୍‌ ହସ୍ପିଟାଲ୍‌ରେ ସର୍ଜରୀ ହୋଇଥିଲା। କିଛି ଦିନ ତଳେ ସର୍ଜରୀ ପରେ ପନ୍ଥ ସୋସିଆଲ୍‌ ମିଡିଆରେ ନିଜର ପ୍ରଥମ ଫଟୋ ସେୟାର କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ପୁଲିସ ପରିଚୟ ଦେଲେ, ଜନଗହଳିପୂର୍ଣ୍ଣ ମହିଳାଙ୍କ ଠାରୁ ଲୁଟିନେଲେ ସୁନା ଚେନ୍

ସୁନ୍ଦରଗଡ଼: ପୁଲିସ ପରିଚୟ ଦେଇ ଅପରାଧୀମାନେ ଅଭିନବ ଉପାୟରେ ମଙ୍ଗଳବାର ଜନଗହଳିପୂର୍ଣ୍ଣ ସୁନ୍ଦରଗଡ଼ ଜେଲ ରୋଡ୍ ନିକଟରୁ ଜଣେ ମହିଳାଙ୍କ ସୁନାଚେନ୍ ଲୁଟି ନେଇ ଚମ୍ପଟ ମାରିଛନ୍ତି। ଏତଲା ପରେ ଟାଉନଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା ମାମଲା ରୁଜୁ କରି ସିସିଟିଭି କ୍ୟାମେରାରୁ…
ଅଧିକ ଖବର ଦେଖନ୍ତୁ...

‘ମୋତେ ଡ଼ରାଇଲେ ଓ ଲୋଭ ଦେଖାଇଲେ, ନ ମାନିବାରୁ ଜେଲ ପଠାଇଦେଲେ’: କେଜ୍ରିୱାଲଙ୍କୁ ୩ ପୃଷ୍ଠାର ଚିଠି…

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ତେବେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମନୀଷ ସିସୋଦିଆ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିନି…
ଅଧିକ ଖବର ଦେଖନ୍ତୁ...

ଅମିତାଭ, ଧର୍ମେନ୍ଦ୍ର ଓ ମୁକେଶ ଅମ୍ବାନିଙ୍କ ଘରକୁ ଉଡ଼ାଇଦେବାକୁ ଧମକ ; ସତର୍କ ହେଲା ପୁଲିସ

ନାଗପୁର : ମୁକେଶ ଅମ୍ବାନୀ (ମୁକେଶ ଅମ୍ବାନୀ), ଅମିତାଭ ବଚ୍ଚନ (ଅମିତାଭ ବଚ୍ଚନ) ଏବଂ ଧର୍ମେନ୍ଦ୍ର (ଧର୍ମେନ୍ଦ୍ର)ଙ୍କ ଘରକୁ ବୋମା ଦ୍ବାରା ଉଡ଼ାଇଦିଆଯିବ ବୋଲି ମହାରାଷ୍ଟ୍ରର ନାଗପୁର ପୁଲିସକୁ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି। ମଙ୍ଗଳବାର ନାଗପୁର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ଏସ୍‌ଆରସି ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ଦାୟିତ୍ବ ମିଳିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିସନର ଏବଂ ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବିଶେଷ କାମ ପାଇଁ ଆପଣଙ୍କ ମନରେ ନୂଆ ବିଚାର ଆସିବ। ଜମି କିଣିବା ଲାଗି ଆପଣଙ୍କୁ ଭଲ ପ୍ରସ୍ତାବ ମିଳିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବୃଷ: ଜୀବନକୁ ସୁନ୍ଦର କରିବା ଲାଗି ସୁଯୋଗ ପାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ବ୍ୟବସାୟ ସମ୍ବନ୍ଧୀୟ…
ଅଧିକ ଖବର ଦେଖନ୍ତୁ...

କୁକୁରଙ୍କ ପାଇଁ ସ୍ୱତନ୍ତ୍ର ଢ଼ାବା: କୁକୁରଙ୍କ ଜନ୍ମଦିନ ପାଳନ ସହ ପ୍ରସ୍ତୁତ ହୁଏ ଖାସ ଖାଦ୍ୟ

ଇନ୍ଦୋର: ଆପଣ କେବେ ଲମ୍ବା ଟୁରରେ ଯାଉଥିଲେ ରାସ୍ତା କଡରେ ଅନେକ ସମୟରେ ଢ଼ାବା ଦେଖିଥିବେ | ଯେଉଁଠାରେ ଗାଡି ପାର୍କିଙ୍ଗ କରି ସୁଆଦିଆ ଖାଦ୍ୟର ମଜା ମଧ୍ୟ ନେଇଥିବେ | ତେବେ ଭାରତରେ କୁକୁରଙ୍କ ପାଇଁ ମଧ୍ୟ ଢ଼ାବାଟିଏ ଅଛି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ |…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟରଙ୍କୁ ଯୋଗୀଙ୍କ ଭୟ: ମୋତେ ଜେଲରୁ ବାହାର କରନି‌ ବୋଲି କୋର୍ଟକୁ କହିଲା ଅସରଫ

ପ୍ରୟାଗରାଜ: ଗ୍ୟାଙ୍ଗଷ୍ଟରଙ୍କୁ ଯୋଗୀଙ୍କ ଭୟ। ମୋତେ ଜେଲରୁ ବାହାର କରନି‌ ବୋଲି କୋର୍ଟକୁ କହିଲା ଅସରଫ। କିଛି ଦିନ ତଳେ  ‘ବିଏସ୍‌ପି’ ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ଙ୍କୁ ତାଙ୍କ ବାସଭବନରେ ଗୁଳି ମାରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ଜେଲରେ…
ଅଧିକ ଖବର ଦେଖନ୍ତୁ...