Daily Archives

May 7, 2023

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଚାନକ କୌଣସି ବନ୍ଧୁ ସହ ସାକ୍ଷାତ ହେବ। ଭଲ ଖବର ପାଇବେ। ପେସା ସମ୍ପର୍କିତ ବଡ଼ ନିଷ୍ପତ୍ତି ନେବେ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ। ‌ ବୃଷ: ଅଧୁରା କାମ ସଂପୂର୍ଣ୍ଣ କରିପାରିବେ। ଧନଲାଭର ସୁଯୋଗ ମିଳିବ। ନବ ବିବାହିତଙ୍କ ଲାଗି ଭଲ ଦିନଟିଏ। ବିଦ୍ୟାର୍ଥୀଙ୍କୁ…
ଅଧିକ ଖବର ଦେଖନ୍ତୁ...

କୁକୁରକୁ କାଖେଇ ବରଯାତ୍ରୀରେ ସାମିଲ ହୋଇ ମନଖୋଲି ନାଚିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବାହାଘର ସମୟରେ ବରଯାତ୍ରୀମାନେ ନୃତ୍ୟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ତେବେ ଆପଣମାନେ ଭାବୁ ଥାଇ ପ‌ାରନ୍ତି ପ୍ରତି ବାହାଘରରେ ତ ବରଯାତ୍ରୀମାନେ ନୃତ୍ୟ କରନ୍ତି ଏଥିରେ ନୂଆକଥା କ’ଣ ରହିଲା। ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି, ଏହି…
ଅଧିକ ଖବର ଦେଖନ୍ତୁ...

ଜାତୀୟ ନେତା ହେବା ପାଇଁ ଓଡ଼ିଶା ପ୍ରତି ନବୀନ କେବେ ନିଜର ସମର୍ପଣ କମ କରିନାହାନ୍ତି: ବିଜେପି ନେତା ସୁଶୀଲ ମୋଦୀ

ପାଟନା: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁଶୀଲ କୁମାର ମୋଦୀ | ନବୀନ-ନୀତୀଶଙ୍କ ଭେଟଘାଟକୁ ନେଇ ସୁଶୀଲ ରବିବାର କହିଛନ୍ତି ଯେ ନିଜ ଶକ୍ତିରେ ନିରନ୍ତର ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନ ପଟ୍ଟନାୟକ କେବେ ବି ବିରୋଧୀଙ୍କ…
ଅଧିକ ଖବର ଦେଖନ୍ତୁ...

ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ସୋରଡ଼ା: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ରୋଜଗାର ଆଶାରେ ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଶ୍ରମିକମାନଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ୪ ମାସ ଭିତରେ ଜିଲ୍ଲାର ୧୩ରୁ ଅଧିକ ଯୁବ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ଏହାର…
ଅଧିକ ଖବର ଦେଖନ୍ତୁ...

ନବବଧୂଙ୍କୁ ହତ୍ୟା ଅଭିଯୋଗ

ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅଧୀନ ପଦ୍ମନାଭପୁର କୁମୁଟି ସାହିରେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପ୍ରମିଳା ବେହେରା(୨୨)। ତାଙ୍କୁ ହତ୍ୟା କରିବା ପରେ ଶ୍ବଶୁର ଘର ଲୋକ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରୁଥିବା ପ୍ରମିଳାଙ୍କ ଭାଇ ସୀମା ବେହେରା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଜୀବନ ବଞ୍ଚାଇବା ପାଇଁ ଝରକା ଭାଙ୍ଗି ଯାତ୍ରୀ ଟ୍ରେନରୁ ବାହାରିଲେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କିଛି‌ଲୋକ ଟ୍ରେନର ଝରକା ଭାଙ୍ଗି ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି। ତେ‌ବେ ଏହି ଘଟଣା ଟି ଲଣ୍ଡନର ବୋଲି କୁହାଯାଉଛି। ଲଣ୍ଡନରେ ଘଟିଥିବା ଏହି ଘଟଣାଟି ହେଉଛି ଏପରି, ଉକ୍ତ ଟ୍ରେନଟି ଷ୍ଟେସନରେ ପହଞ୍ଚିବା…
ଅଧିକ ଖବର ଦେଖନ୍ତୁ...

ବଟଲର ଓ ସାମସନ୍‌ଙ୍କ ଅର୍ଦ୍ଧଶତକ, ହାଇଦ୍ରାବାଦ୍‌ ଆଗରେ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ତମ ସଂସ୍କରଣର ୫୨ତମ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ରାଜସ୍ଥାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ଦଳ…
ଅଧିକ ଖବର ଦେଖନ୍ତୁ...

ଭିଡ଼ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଇଲେ ବୃଦ୍ଧ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଅଧିକ ଭ୍ୟୁ ପାଇବା ପାଇଁ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଏମିତି କି ଲୋକେ ନିଜ ଜୀବନକୁ ବିପଦରେ ପକାଇ ଦେଉଛନ୍ତି। ତେବେ ନିକଟ‌ରେ…
ଅଧିକ ଖବର ଦେଖନ୍ତୁ...

ଏଥର ଡବଲ ଇଞ୍ଜିନ ଚୋରି ହୋଇଯାଇଛି: ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ: ଆସନ୍ତା ମେ ୧୦ ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ | ଆଉ ଏହି ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଅଭିଯାନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲିଠାରୁ ପ୍ରଚାର ଉପରେ କଟକଣା ଲାଗିବାକୁ ଥିବାବେଳେ ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଧୋନି ଥିଲେ ୩ଥର ଟ୍ରଫି ଜିତି ସାରନ୍ତାଣି ଆରସିବି: ୱାସିମ ଆକ୍ରମ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆରମ୍ଭ ହେବାର ୧୬ବର୍ଷ ବିତିଛି। ଏହି ୧୬ବର୍ଷ ଭିତରେ ଅନେକ କିଛି ବଦଳି ଥିବା ବେଳେ ୨ଟି ଜିନିଷ ଏବେ ବି ଅପରିବର୍ତ୍ତିତ ରହିଛି। ୧୬ବର୍ଷ ହେଲାଣି ‌ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଏବଂ ବିରାଟ କୋହଲି ରୟାଲ…
ଅଧିକ ଖବର ଦେଖନ୍ତୁ...