Daily Archives

May 8, 2023

ସୋନିଆ ଗାନ୍ଧିଙ୍କ ‘କର୍ଣ୍ଣାଟକ ସାର୍ବଭୌମତ୍ୱ’ ମନ୍ତବ୍ୟ ସ୍ପଷ୍ଟ କରିବାକୁ କଂଗ୍ରେସ ମୁଖ୍ୟ ଖଡଗେଙ୍କୁ ନିର୍ବାଚନ…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଅଭିଯୋଗ ପରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି ଦେଇଥିବା ‘କର୍ଣ୍ଣାଟକ ସାର୍ବଭୌମତ୍ୱ’ ମନ୍ତବ୍ୟକୁ ସ୍ପଷ୍ଟ କରିବାକୁ ନିର୍ବାଚନ କମିଶନ ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ ଜାରି କରିଛନ୍ତି। ବିରୋଧୀ ଦଳର…
ଅଧିକ ଖବର ଦେଖନ୍ତୁ...

ଭାରତରେ ୪-୫ଲକ୍ଷରେ ମିଳୁଥିବା ମାରୁତି ଅଲ୍ଟୋ କାରର ମୂଲ୍ୟ ପାକିସ୍ତାନରେ କେତେ ଜାଣନ୍ତୁ

ଇସଲାମାବାଦ: ଉଭୟ ଭାରତ ଏବଂ ପାକିସ୍ତାନ ଏକତ୍ର ସ୍ବାଧୀନତା ହାସଲ କରିଥିଲେ। ହେଲେ ଆଜିକା ଦିନରେ ଭାରତ ପାକିସ୍ତାନଠାରୁ ଢ଼େର ଆଗରେ ରହିଛି। ପାକିସ୍ତାନର ଅର୍ଥନୀତି ଭୁଶୁଡିବା ଉପରେ ଥିବା ବେଳେ ଭାରତ ଏବେ ବିକଶିତ ଦେଶ ହେବା ଦିଗରେ ଆଗେଇ ଚାଲିଛି। ମୁଦ୍ରାସ୍ଫୀତି କାରଣରୁ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଖଡଗେଙ୍କୁ ହତ୍ୟା ଧମକ ଅଭିଯୋଗରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ

ଜୟପୁର/ ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ରାଜସ୍ଥାନ ପୁଲିସ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମଣିକାନ୍ତ ରାଠୋର ଏବଂ ରାଜସ୍ଥାନର ବିଜେପି ବିଧାୟକ ମଦନ ଦିଲାୱାରଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ରାମକଥା ଆୟୋଜନ କରାଇ ପତ୍ନୀଙ୍କୁ ହାତଛଡ଼ା କରିଲେ ପତି, ପ୍ରବଚକଙ୍କ ପ୍ରେମରେ ପଡ଼ି ବିବାହିତା ଘରଛାଡ଼ିଲେ

ଭୋପାଳ:  ମଧ୍ୟପ୍ରଦେଶର ଛତ୍ରପୁର ଅଂଚଳର ଜଣେ ବ୍ୟକ୍ତିଙ୍କୁ ରାମକଥା ପାଠ ଆୟୋଜନ କରାଇବା ଅତ୍ୟନ୍ତ ମହଙ୍ଗା ପଡିଛି। ରାମକଥା ପଢିବାକୁ ଆସିଥିବା କଥାବାଚକଙ୍କ ଶିଷ୍ୟ ବ୍ୟକ୍ତିଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯାଇଥିଲେ। ପୀଡିତାଙ୍କ ସ୍ୱାମୀ ସ୍ଥାନୀୟ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

୩ୟ ମେଣ୍ଟ ଗଠନ ଉଦ୍ୟମ ଜୋରଦାର, ନବୀନଙ୍କୁ ଭେଟିବା ପରେ ଶରଦ ପାଓ୍ବାର ଓ ଉଦ୍ଧବଙ୍କୁ ଭେଟିବାକୁ ମୁମ୍ବାଇ ଯିବେ ନୀତୀଶ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଏକ ୩ୟ ମେଣ୍ଟ ଗଠନ ପାଇଁ ଉଦ୍ୟମ ଜୋରଦାର ହୋଇଛି । ଏହି ମେଣ୍ଟକୁ ସଫଳ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଆଂଚଳିକ ଦଳର ମୁଖ୍ୟମାନଙ୍କୁ ଭେଟୁଛନ୍ତି । ଏହି କ୍ରମରେ ସେ ୯ ତାରିଖରେ ଭୁବନେଶ୍ବର ଆସି ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

୮ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ବି ବିବାହ କରୁନଥିବାରୁ ପ୍ରେମିକକୁ ହତ୍ୟା କଲା ପ୍ରେମିକା

ଅହମଦାବାଦ: ୮ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ବି ବିବାହ କରୁନଥିବାରୁ ପ୍ରେମିକକୁ ହତ୍ୟା କଲା ପ୍ରେମିକା। ଗୁଜରାଟର ଛୋଟ ଉଦୟପୁରରେ ଘଟିଛି ଏଭଳି ଘଟଣା। ନୂଆ ପ୍ରେମିକ ସହ ମିଶି ପ୍ରେମିକା ୮ବର୍ଷର ପ୍ରେମ ସମ୍ପର୍କ ଥିବା ପ୍ରେମିକକୁ ହତ୍ୟା କରିଥିବା ଜଣାପଡ଼ିଛି। କେନାଲରୁ ଅଜଣା ମୃତଦେହ…
ଅଧିକ ଖବର ଦେଖନ୍ତୁ...

ଜଳୁଛି ସିପସରୁବାଲିର ୨ ଏକର ଜଙ୍ଗଲ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ସିପସରୁବାଲି ଜଙ୍ଗଲ ଜଳୁଛି ସିପସରୁବାଲି ଜଙ୍ଗଲର ମିଠାକୂଅ ନିକଟରେ ନିଆଁ ଲାଗିଛି। ୨ ଏକର ଜଙ୍ଗଲ ଜଳୁଛି। ବ୍ରହ୍ମଗିରି ବନ ବିଭାଗର ୧୦ ଜଣିଆ ଟିମ ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଅଧିକ ବନ ବିଭାଗ ଟିମ ପୁରୀରୁ ଆସୁଥିବା ବନ…
ଅଧିକ ଖବର ଦେଖନ୍ତୁ...

୪୦ ଡିଗ୍ରି ଉପରେ ରାଜ୍ୟର ୧୪ ସହର; ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨ଡିଗ୍ରି ରେକର୍ଡ

ଭୁବନେଶ୍ବର: ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ସୂର୍ଯ୍ୟଙ୍କ ପ୍ରଖରକିରଣ ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ବୌଦ୍ଧରେ ପାରା ସର୍ବାଧିକ ୪୨…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟରେ ବିଜେପି ନେତାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା, ହତ୍ୟାକାରୀ ଫେରାର

ଅହମ୍ମଦାବାଦ: ଗୁଜୁରାଟର ବଲସାଡ ଜିଲ୍ଲାରେ ଏକ ମନ୍ଦିରରୁ ପୂଜାର୍ଚ୍ଚନା ସାରି ପରିବାର ସହ ଘରକୁ ଫେରୁଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତାଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ଅଜ୍ଞାତ ଆତତାୟୀ ଗୁଳି କରି ହତ୍ୟା କରିଛି। ଏହି ହତ୍ୟାକାଣ୍ଡ ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ…
ଅଧିକ ଖବର ଦେଖନ୍ତୁ...

ପୋଷାକୁକୁରକୁ ହାତରେ ଧରି ଟ୍ରେଡମିଲରେ ଦିଦି, ଭୋଟ ଲଢ଼େଇ ଲାଗି ନିଜକୁ କରୁଛନ୍ତି କି ଫିଟ୍ !

କୋଲକାତା: ଆଜିକାଲି ସୋସିଆଲ ମିଡିଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ମମତା ବାନାର୍ଜୀ ତାଙ୍କ କୁକୁର ସହିତ ଟ୍ରେଡମିଲରେ ବ୍ୟାୟାମ କରୁଥିବା ନଜର ଆସିଛନ୍ତି। ସେ ତାଙ୍କର ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...