Daily Archives

May 11, 2023

ଅଶନୀରଙ୍କୁ ହୋଇପାରେ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଡିଜିଟାଲ କମ୍ପାନି ଭାରତପେ’ର ପୂର୍ବତନ ନିର୍ଦ୍ଦେଶକ ତଥା ସାର୍କ ଟାଙ୍କ ସୋ’ର ଜଜ୍‌ ଅଶନୀର ଗ୍ରୋଭର ପୁଣିଥରେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ତାଙ୍କ  ନାମରେ ଠକେଇ  ଅଭିଯୋଗ ହୋଇଛି। କେବଳ ଅଶନୀର ଗ୍ରୋଭର ନୁହନ୍ତି ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କ ନାମ‌ରେ ମଧ୍ୟ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

‘କିସି କା ଭାଇ କିସି କି ଜାନ’  ଫିଲ୍ମକୁ ବିତିଗଲାଣି ୨୦ ଦିନ: ଏବେ ଓଟିଟିରେ ନଜର ଆସିବେ ଭାଇଜାନ୍‌

ନୂଆଦିଲ୍ଲୀ: ସୁପର୍‌ଷ୍ଟାର୍‌ ସଲମାନ ଖାନଙ୍କ ଅଭିନୀତ ‘କିସି କା ଭାଇ କିସି କି ଜାନ’  ଫିଲ୍ମକୁ ଜବରଦସ୍ତ ପ୍ରଚାର କରାଯାଇଥିଲେ ବି ବ୍ୟବସାୟ ଦୃଷ୍ଟିରୁ ଏହା ସେତେଟା ଆଖି ଦୃଶିଆ ରେକର୍ଡ କରିନାହିଁ। ପ୍ରାୟ ୧୦୦ କ‌ୋଟି ବଜେଟ୍‌ର ଏହି ଫିଲ୍ମଟିକୁ ଇଦ୍ ଅବସରରେ ରିଲିଜ୍‌ କରାଯାଇଥିଲା। ଦୀର୍ଘ…
ଅଧିକ ଖବର ଦେଖନ୍ତୁ...

ଶରଦ ପାଓ୍ବାର ହେବେ କି ମିଳିତ ବିପକ୍ଷର ମୁଖ୍ୟ ଚେହେରା ? କ’ଣ କହିଲେ ନୀତୀଶ ?

ମୁମ୍ବାଇ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ବିରୋଧୀ ଏକତା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପରେ ନୀତୀଶ କୁମାର ତାଙ୍କ ସହଯୋଗୀଙ୍କ ସହ ଗୁରୁବାର ମୁମ୍ବାଇରେ ପହଞ୍ଚି ମହାରାଷ୍ଟ୍ରର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଜଂଗଲର ଝାଡୁ ଏବେ ଚାଷ ଜମିରେ..

ରାୟଗଡା: ଫୁଲ ଝାଡୁ ସେ ଧନୀ ହେଉ କି ଗରିବ ସମସ୍ତଙ୍କର ଜରୁରୀ ଜିନିଷଟିଏ। ତେବେ ଏହି ଫୁଲ ଝାଡୁ କିଣିବା ପାଇଁ ବଜାରକୁ ଗଲେ ମୂଲଚାଲ କରିବା ପରେ ମଧ୍ୟ ୪୦ରୁ ୫୦ ଟଙ୍କା ନ ହେଲେ ଖରିଦ କରି ହେବ ନାହିଁ। ରାୟଗଡା ଜିଲ୍ଲାର ଆଦିବାସୀ ଭାଇଭଉଣୀମାନେ ଜଂଗଲରୁ ଫୁଲ ଝାଡୁ ସଂଗ୍ରହ କରି ନିଜର ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆମ ସମସ୍ତଙ୍କ ବାପାଙ୍କ ଭଳି, ହେଲେ…: କେଜ୍ରିୱାଲ

ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ଏବଂ ଦିଲ୍ଲୀରେ ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ଗୁରୁବାର ସୁପ୍ରିମକୋର୍ଟରେ ସମାଧାନ ହୋଇଛି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀର ପ୍ରକୃତ ବସ୍ ହେଉଛନ୍ତି ନିର୍ବାଚିତ ସରକାର। ଲୋକଙ୍କ ଭୋଟ ପାଇ କ୍ଷମତାକୁ ଆସିଥିବା ସରକାର ହିଁ ସବୁ…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣା, ବାମନଘାଟୀ ନାଗରିକ ମଂଚ ପକ୍ଷରୁ ପ୍ରତିବାଦ

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ବାରିପଦାରେ ଏମଏସସିବି ବିଶ୍ବ ବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ୨୦ କୋଟି ଟଙ୍କା ବିନିମୟରେ ନିର୍ମିତ ଅଡିଟୋରିୟମରେ ଦୀକ୍ଷାନ୍ତ ଭୀଷଣ ଦେଉଥିବା ସମୟରେ ବିଦ୍ୟୁତ୍ ସରବରାହ ୯ ମିନିଟ୍ ପାଇଁ ବିଛିନ୍ନ…
ଅଧିକ ଖବର ଦେଖନ୍ତୁ...

ତିନିଜଣଙ୍କ ଡିଏନଏ ସହିତ ଜନ୍ମ ନେଇଥିବା ଶିଶୁ ଶରୀରରେ ରହିବ ଏଭଳି ସ୍ବତନ୍ତ୍ରତା

ନୂଆଦିଲ୍ଲୀ: ମେଡିକାଲ ସାଇନ୍ସ ଦିନକୁ ଦିନ ଉନ୍ନତୀ କରି ଚାଲିଛି। ନିକଟରେ ମେଡିକାଲ ସାଇନ୍ସ ଏକ ନୂଆ ସଫଳତା ପାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ  ବିଶ୍ବରେ ଏମିତି ଜଣେ ଶିଶୁ ଜନ୍ମ ନେଇଛି ବୋଲି ଦାବି କରାଯାଉଛି, ଯାହାର ଜିନ୍ସରେ  ତିନିଜଣଙ୍କ ଡିଏନଏ ରହିଛି। ଏହି ଶିଶୁ…
ଅଧିକ ଖବର ଦେଖନ୍ତୁ...

ଯେତିକି ରୋଜଗାର ଚାକିରି ଦେଉନଥିଲା, ତାଠାରୁ ଯଥେଷ୍ଟ ଅଧିକ ଚାଷରୁ ମିଳୁଛି

ନୂଆଦିଲ୍ଲୀ: ଚାକିରି ଛାଡ଼ି କୃଷି କାର୍ଯ୍ୟରେ ମନୋନିବେଶ କରିଥିବା ଅନେକ ଚାଷୀଙ୍କ ବିଷୟରେ ଆପଣ ଆଗରୁ ଜାଣିଥିବେ। ‌ଚାକିରି ଅପେକ୍ଷା ଚାଷ କାମ କରି ଢ଼େର ଅଧିକ ରୋଜଗାର କରୁଥିବା ଅନେକ ଚାଷୀଙ୍କ ବିଷୟରେ ଆମେ ଆଲୋଚନା କରିଛନ୍ତି। ନିକଟରେ ଉତ୍ତରାଖଣ୍ଡର ରାଜୀବ ମଧ୍ୟ ନିଜର କୃଷି ଦକ୍ଷତା…
ଅଧିକ ଖବର ଦେଖନ୍ତୁ...

ଇଟାଲିର ମିଲାନ ସହରରେ ପ୍ରଚଣ୍ଡ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲା ପାଖରେ ଥିବା ସ୍କୁଲ

ମିଲାନ : ଇଟାଲୀର ମିଲାନ ସହରରେ ବଡ଼ ଧରଣର ବିସ୍ଫୋରଣର ଖବର ଆସିଛି । ଏହି ଘଟଣାରେ ୪ ଜଣ ଆହତ ହୋଇଯାଇଛନ୍ତି । ସ୍ଥାନୀୟ ଗଣମାଧମର ରିପୋର୍ଟ  ଅନୁଯାୟୀ, ମିଲାନ୍ ସହରର କେନ୍ଦ୍ରସ୍ଥଳରେ  ଥିବା ପୋର୍ଟା ରୋମାନା ଅଂଚଳରେ ଏହି ବିସ୍ଫୋରଣ ଘଟିବା ପରେ ଅନେକ ଗାଡ଼ିରେ ନିଆଁ ଲାଗିଯାଇଥିଲା ।…
ଅଧିକ ଖବର ଦେଖନ୍ତୁ...

‘ତାରକ ମେହେତା କା ଉଲଟା ଚଷମା’ର ପ୍ରଯୋଜକଙ୍କ ବିରୋଧରେ ଅଭିନେତ୍ରୀ ଜେନିଫରଙ୍କ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ଟିଭିର ଲୋକପ୍ରିୟ ଧାରାବାହିକ 'ତାରକ ମେହେତା କା ଉଲଟା ଚଷମା' ପୁଣି ଥରେ ଚର୍ଚ୍ଚାରେ। କୌଣସି ଭଲ କାରଣ ପାଇଁ ନୁହେଁ ବରଂ ଏକ ସଙ୍ଗୀନ ଅଭିଯୋଗକୁ ନେଇ ଏହି ଧାରାବାହିକ ଏବେ ଚର୍ଚ୍ଚାକୁ ଆସିଛି। ଧାରାବାହିକରେ ରୋଶନ ସିଂ ସୋଡିଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା ଜେନିଫର…
ଅଧିକ ଖବର ଦେଖନ୍ତୁ...