Daily Archives

May 19, 2023

୨ ବାଇକ ଧକ୍କାରେ ୩ ମୃତ, ମହିଳା ଗୁରୁତର

ଝାରସୁଗୁଡା: ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସନ୍ଧ୍ୟାରେ ଏକ ୨ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଲଇକେରା ଥାନା ନାଚେନଡିହିର ଅଜୁ ରୋହୀଦାସ(୧୯),…
ଅଧିକ ଖବର ଦେଖନ୍ତୁ...

ପ୍ରେମର ପ୍ରମାଣ ମାଗିଲେ ୨ଯୁବକ, ଆଶ୍ଚର୍ଯ୍ୟ କଲା ଭଳି କାମ କଲା ପ୍ରେମିକା

ଲକ୍ଷ୍ନୌ: ପ୍ରେମର ପ୍ରମାଣ ମାଗିଲେ ୨ଯୁବକ। ୟୁପିରେ ଜଣେ ଯୁବତୀଙ୍କୁ ୨ଜଣ ଯୁବକ ଭଲପାଇବସିଥିଲେ। ଦିନେ ଦୁହେଁ ଯୁବତୀଙ୍କୁ ତାଙ୍କ ପକ୍ଷ ପଚାରିଥିଲେ। ଆମ ଦୁହିଁଙ୍କ ମଧ୍ୟରୁ କାହାକୁ ଅଧିକ ଭଲପାଅ ବୋଲି ୨ଜଣ ଯୁବକ ପ୍ରଶ୍ନ କରିବାରୁ ଯୁବତୀଜଣକ ଯେଉଁ କାମ କରିଥିଲେ, ତାହା ଏବେ ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲରେ କୋହଲିଙ୍କ ଶତକ ଦେଖି ଅନୁଷ୍କା ଦେଲେ ଏଭଳି ପ୍ରତିକ୍ରିୟା…

ହାଇଦ୍ରାବାଦ: ହାଇଦ୍ରାବାଦଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୬୫ତମ ମ୍ୟାଚରେ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରିଛି ବାଙ୍ଗାଲୋର । ଦ୍ବିତୀୟ ପାଳିରେ ବାଙ୍ଗାଲୋର ୧୮୭ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୯,୨ ଓଭରରେ ୨ ୱିକେଟ ହରାଇ ୧୮୭ ରନ୍‌ କରି ବିଜୟୀ ହୋଇଛି । ବାଙ୍ଗାଲୋର ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌ ବ୍ୟାଟ୍‌ ଧରି ‘ମେ ନେହିଁ ତୋ କୌନ୍‌ ବେ’ ବୋଲି ଲେଖି ଫଟୋ ସେୟାର କଲେ ଚହଲଙ୍କ ପତ୍ନୀ ଧନଶ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ତାରକା ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସଂପର୍କ ବିଷୟରେ ଅଳ୍ପବହୁତ ସମସ୍ତଙ୍କୁ ଜଣା ଅଛି। ଧନଶ୍ରୀ ପୂର୍ବରୁ ବି ତାଙ୍କର କିଛି ସୋସିଆଲ୍‌ ମିିଡିଆ ପୋଷ୍ଟ୍‌ ପାଇଁ  ଚର୍ଚ୍ଚାରେ ଅଛନ୍ତି। ଏବେ ପୁଣି ଥ‌ରେ ସେ ତାଙ୍କର ଏକ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କ୍ଲାସ୍‌ରୁମ୍, ଇ-ଲାଇବ୍ରେରି ଓ ଅନ୍ୟ ସୁବିଧା: ୫-ଟି ସଚିବ

ଭୁବନେଶ୍ବର: କଳାହାଣ୍ଡି ବିଶ୍ବବିଦ୍ୟାଳୟର କ୍ଲାସରୁମ୍‌, ଇ-ଲାଇବ୍ରେରି, ପରୀକ୍ଷାଗାର ଓ ଅନ୍ୟ ସୁବିଧା ସ୍ମାର୍ଟ ହେବ। ଉତ୍‌କେଲା ଏୟାରଷ୍ଟ୍ରିପ୍‌ର ରନ୍‌ୱେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସଂପ୍ରସାରଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଠାରୁ…
ଅଧିକ ଖବର ଦେଖନ୍ତୁ...

ଓ ମଲାଇକା ଦିଦି…କିଛି ତ ଦିଅ; ଏଭଳି କହି ମଲାଇକାଙ୍କୁ ଯିବାକୁ ଦେଲେ ନାହିଁ ୨ଝିଅ

ମୁମ୍ବାଇ: ଅନେକ ସମୟରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଚାଲିବା ଶୈଳୀର ଭିଡିଓ ଭାଇରାଲ ହେଉଥିବା ବେଳେ ଏବେ ତାଙ୍କ ସହ ଘଟିଥିବା ଆଉ ଏକ ଘଟଣାର ଭିଡିଓ ଭାଇରାଲ ହୋଇଛି। କିଛି ଦିନ ତଳେ ପୁଅ ସହ ବାହାରକୁ ଆସିଥିବା ବେଳେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ପଛ ପଟୁ ଜଣେ…
ଅଧିକ ଖବର ଦେଖନ୍ତୁ...

ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ, ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ…

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଏକ ବଡ଼ ଘୋଷଣା କରାଯାଇଛି । ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ। ଏହା ପୂର୍ବ ଭଳି କାରବାରରେ ବ୍ୟବହାର ହୋଇପାରିବ। ରିଜର୍ଭ ବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ‘ମୋହବତ କି ଦୁକାନ୍’ ଖୋଲିବେ ରାହୁଲ ଗାନ୍ଧି, କଂଗ୍ରେସ ଜାରି କଲା ପୋଷ୍ଟର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଚଳିତ ମାସ ଶେଷ ଆଡକୁ ୧୦ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି । ଏହି ଗସ୍ତକାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।  ରାହୁଲ ମଇ ୩୦ରେ  ସାଣ୍ଟା କ୍ଲାରାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏଠାରେ ସେ ‘ମୋହବତ କି ଦୁକାନ୍’ ଖୋଲିବେ ବୋଲି…
ଅଧିକ ଖବର ଦେଖନ୍ତୁ...

କେନ୍ଦୁପତ୍ର ତୋଳିବାକୁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ ବୃଦ୍ଧ, କଚାଡ଼ି ଦେଲା ହାତୀ

ଯୁଯୁମୁରା: ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଗାଁ ନିକଟ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରିଷ୍ଠ ନାଗରିକ ଜଣକ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ସେକ୍ସନ ବଡସାହିର ସେକ୍ସନ ଅନ୍ତର୍ଗତ ବାନ୍ଦେର୍ ସଂରକ୍ଷିତ ଜଙ୍ଗଲର…
ଅଧିକ ଖବର ଦେଖନ୍ତୁ...

ଦେଢ଼ ମିନିଟ୍‌ର ଭିିଡିଓ କରି ଟ୍ବିଟର୍‌ରେ ସେୟାର କଲେ ପାକିସ୍ତାନୀ ଛାତ୍ରଙ୍କ ‌ଖାତା ଦେଖୁଥିବା ଶିକ୍ଷକ

ଇସ୍‌ଲାମ୍‌ବାଦ୍‌: ଏପରି ଅନେକ ଛାତ୍ରଛାତ୍ରୀ ଅଛନ୍ତି, ଯିଏକି ବ‌ର୍ଷ ଯାକ ପାଠ ପଢ଼ନ୍ତି ନାହିଁ। ମାତ୍ର ଶେଷ ବେଳକୁ ନିଜର ଦକ୍ଷତା ଦେଖାଇବାର ସୁଯୋଗ ଆଦୌ ବି ହାତ ଛଡ଼ା କରନ୍ତି ନାହିଁ। କିଏ ପରୀକ୍ଷାରେ କପି କରନ୍ତି, କିଏ ପରୀକ୍ଷା ଦିଅନ୍ତିନି ତ ପୁଣି କିଏ ପରୀକ୍ଷା ଖାତାରେ ଆଡୁସାଡୁ ଲେଖି…
ଅଧିକ ଖବର ଦେଖନ୍ତୁ...