Daily Archives

May 23, 2023

ଧୋନିଙ୍କୁ ପ୍ଲେ ଅଫରେ ହରାଇବା ଏତେ ସହଜ ନୁହେଁ, ଜାଣନ୍ତୁ କ’ଣ କହେ ରେକର୍ଡ

ଚେନ୍ନାଇ: ଆଜି ଆଇପିଏଲ୍ ୨୦୨୩ ସିଜନର ପ୍ରଥମ ଯୋଗ୍ୟତା ମ୍ୟାଚ୍ ଖେଳାଯିବ | ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଗୁଜୁରାଟ ଟାଇଟାନ୍ସ (ଜିଟି) ଦଳ ମୁହାଁମୁହିଁ ହେବେ। ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। ହାର୍ଦ୍ଦିକ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ୪୦ ଡିଗ୍ରି ଉପରେ ୨୨ ସହର: ବଲାଙ୍ଗୀରରେ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟବ୍ୟାପି ମଙ୍ଗଳବାର ମୁଣ୍ଡଫଟା ଖରା ହୋଇଛି। ସକାଳ ୮ଟା ପରଠାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟବାସୀ ଖରାଯୋଗୁଁ ତ୍ରାହିତ୍ରାହି ଡାକିଛନ୍ତି। ରାଜ୍ୟର ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ ଅନୁଭୂତ…
ଅଧିକ ଖବର ଦେଖନ୍ତୁ...

କେଦାରନାଥଙ୍କ ଦର୍ଶନ ପରେ ଭାବବିହ୍ବଳ ହେଲେ ଅକ୍ଷୟ

ମୁମ୍ବାଇ: କେଦାରନାଥଙ୍କ ଦର୍ଶନ ପରେ ଭାବବିହ୍ବଳ ହେଲେ ଅକ୍ଷୟ। ବଲିଉଡ ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଦିନ ଉତ୍ତରାଖଣ୍ଡରେ ବାବା କେଦାରନାଥଙ୍କ ମନ୍ଦିର ପରିଦର୍ଶନ କରିଥିବା ଦେଖାଯାଇଛି। ଅକ୍ଷୟ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କ ଆଗରେ ନତମସ୍ତକ ହୋଇ ଆଶୀର୍ବାଦ ନେଇଥିବା ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ପକ୍ଷାଘାତରେ ଆକ୍ରାନ୍ତ କଏଦୀଙ୍କୁ ଚଟେଇ ସାହାଯ୍ୟରେ ବୋହି ହସ୍ପିଟାଲରେ ଭର୍ତ୍ତି କଲେ କ‌ନଷ୍ଟେବଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦେବରିଆ ପୁଲିସର ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ମହିଳା କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ପାରାଲିସିସ ହୋଇଯାଇଥିବାରୁ ଚିକିତ୍ସା ପାଇଁ ମହର୍ଷି ଦେବରହା ବାବା ‌ମେଡିକାଲ କଲେଜରେ ଜରୁରୀକାଳିନ ୱାର୍ଡରେ ଭର୍ତ୍ତି କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ସୁଦାନ ସଂଘର୍ଷ ଯୋଗୁଁ ମୃଦୁପାନୀୟ କମ୍ପାନି କାହିଁକି ଚିନ୍ତାରେ ?

ଖାରତୁମ : ଆଫ୍ରିକୀୟ ଦେଶ ସୁଦାନରେ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ଭୟଙ୍କର ଗୃହଯୁଦ୍ଧ ଏବେ ବି ଜାରି ରହିଛି । ସୁଦାନ ସେନା ଓ ଅର୍ଦ୍ଧ ସାମରିକ ବାହିନୀ ଆରଏସଏଫ ମଧ୍ୟରେ ଚାଲିଥିବା ଏହି ସଂଘର୍ଷ ଯୋଗୁଁ ଏହି ଦେଶର ସ୍ଥିତି ଖରାପ ହେବାରେ ଲାଗିଛି । କିନ୍ତୁ ଏହି ଗୃହଯୁଦ୍ଧ ଯୋଗୁଁ ସାରା…
ଅଧିକ ଖବର ଦେଖନ୍ତୁ...

୨୮ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡିବ ନାହିଁ: ମୋଦୀ

ସିଡନୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ସିଡନୀରେ ପ୍ରବାସୀ ଭାରତୀୟଙ୍କ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଯେତେବେଳେ ମୁଁ ୨୦୧୪ରେ ଆସିଥିଲି, ମୁଁ ଆପଣଙ୍କୁ ଏକ ପ୍ରତିଶୃତି ଦେଇଥିଲି ଯେ ଆପଣଙ୍କୁ ୨୮ ବର୍ଷ ପର୍ଯ୍ୟନ୍ତ ଭାରତର…
ଅଧିକ ଖବର ଦେଖନ୍ତୁ...

ୟୁପିଏସସି ପରୀକ୍ଷାରେ ୬୭ତମ ରାଙ୍କ ଆଣିଲେ ଓଡ଼ିଆ ଝିଅ କସ୍ତୁରୀ, ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ

ଭୁବନେଶ୍ବର: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୨ ଫଳ ପ୍ରକାଶ ପାଇଛି। ଦେଶର ସବୁଠାରୁ କଠିନ ପରୀକ୍ଷାରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା ୬୭ତମ ରାଙ୍କ ଆଣିଛନ୍ତି।…
ଅଧିକ ଖବର ଦେଖନ୍ତୁ...

୨ଥର ପ୍ରିଲିମିନାରୀ ପରୀକ୍ଷା ପାସ୍ କରିନଥିବା ଈଶିତା ତୃତୀୟ ଥରରେ ହେଲେ ଟପ୍ପର

ନୂଆଦିଲ୍ଲୀ: ଆଜି ସିଭିଲ ସର୍ଭିସ ପରୀକ୍ଷାର ଅନ୍ତିମ ଫଳାଫଳ ପ୍ରକାଶ କରିଛି କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)। ପରୀକ୍ଷାରେ ପୁଣି ଥରେ ଯୁବତୀଙ୍କ କମାଲ ଦେଖିବାକୁ ମିଳିଛି। ଟପ୍-୪ରେ ୪ଜଣ ଯୁବତୀ ଥିବା ବେଳେ ଈଶିତା କି‌ଶୋର ସିଭିଲ ସର୍ଭିସ ପରୀକ୍ଷ‌ାରେ ଟପ୍ପର ହୋଇଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ଭତ୍ତା ଟଙ୍କା ନେବାକୁ ଆସିଥିଲେ; ଟ୍ରକ୍‌ ଧକ୍କାରେ ପୁଅ ଆଗରେ ଆଖିବୁଜିଲେ ମା’

ବସ୍ତା୨: ବସ୍ତା ବ୍ଲକ୍ ଗଡ଼ପଦା ପଞ୍ଚାୟତ ପଶ୍ଚିମ ସିମୁଳିଆରେ ଘଟିଛି ଅଭାବନୀୟ ଘଟଣା। ଭତ୍ତା ଟଙ୍କା ନେଇ ଫେରୁଥିବା ବେଳେ ଟ୍ରକ୍‌ ତଳେ ଚାପି ହୋଇ ମା’ଙ୍କ ମୃତ୍ୟୁ ହୋଇଛି। ପୁଅ ଗୁରୁତର ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଗଡ଼ପଦା ପଞ୍ଚୟତ ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ରକ ଯାତ୍ରା କରିଥିବା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧି ଗତ ରାତିରେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିଲେ। ରାସ୍ତାରେ ସେ ଅମ୍ବାଲାରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଟ୍ରକ୍‌ରେ ଯାତ୍ରା କରିବାକୁ ସ୍ଥିର କରିଥିଲେ।…
ଅଧିକ ଖବର ଦେଖନ୍ତୁ...