Daily Archives

May 24, 2023

କିଏ ପାସ୍, କିଏ ଫେଲ୍? ୟୁପିଏସସି ପରୀକ୍ଷାରେ ୨ ଜଣ ଆୟଶାଙ୍କୁ ମିଳିଲା ସମାନ ରାଙ୍କ, ଗୋଟିଏ ରୋଲ୍ ନମ୍ବରରେ ଦେଇଥିଲେ…

ନୂଆଦିଲ୍ଲୀ: ୟୁପିଏସସି ମଙ୍ଗଳବାର ସିଭିଲ ସର୍ଭିସ ପରୀକ୍ଷାର ଫଳାଫଳ ପ୍ରକାଶ କରିଥିଲା। ଏହି ପରୀକ୍ଷାରେ ଟପ୍ପର ହୋଇଥିଲେ ଈଶିତା କିଶୋର। ଏବେ ମଧ୍ୟପ୍ରଦେଶରେ ୟୁପିଏସସି ଫଳାଫଳକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦାବି କରାଯାଉଛି ଯେ ସମାନ ରୋଲ ନମ୍ବରରେ ଦୁଇ ଜଣ ଯୁବତୀ…
ଅଧିକ ଖବର ଦେଖନ୍ତୁ...

‌ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କ ପାଇଁ ‌ଦେବଦୂତ ସାଜିଲେ ଟିନା ଡାବି

ଜୟପୁର : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ପ୍ରବାସୀଙ୍କୁ କରିଥିବା ସାହାଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନର ଜୈସଲମେର ଜିଲ୍ଲାର ଜିଲ୍ଳାପାଳ ଭାବେ କାମ କରୁଥିବା ଆଇଏଏସ୍ ଟିନା ଡାବି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଢାଇ…
ଅଧିକ ଖବର ଦେଖନ୍ତୁ...

ଫେରିଲା ଗୌତମ ଆଦାନୀଙ୍କ ଅଚ୍ଛେ ଦିନ୍…ବିଶ୍ବର ଶ୍ରେଷ୍ଠ ୨୦ ଧନୀ ତାଲିକାରେ ହେଲେ ସାମିଲ

ମୁମ୍ବାଇ : ଶିଳ୍ପପତି ଗୌତମ ଆଦାନୀଙ୍କ ପୁଣି ଅଚ୍ଛେ ଦିନ (ଭଲ ଦିନ) ଫେରିଛି । ଗତ ଜାନୁଆରି ମାସରେ ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ତାଙ୍କ ସମ୍ପତ୍ତି ଦ୍ରୁତ ଗତିରେ ହ୍ରାସ ପାଇଥିଲା । କିନ୍ତୁ ଏବେ ଧୀରେ ଧୀରେ ତାଙ୍କ କମ୍ପାନିଗୁଡ଼ିକର ସେୟାରରେ ଉନ୍ନତି ସହ ତାଙ୍କ ସମ୍ପତ୍ତି ପରିମାଣ…
ଅଧିକ ଖବର ଦେଖନ୍ତୁ...

‘ରିକଭରି’ ଏଜେଣ୍ଟଙ୍କ ଦ୍ୱାରା ଜୋରଜବରଦସ୍ତ ଗାଡ଼ି ଜବତ କରିବା ବେଆଇନ: ହାଇକୋର୍ଟ

ପାଟନା: ଋଣ ଖିଲାପ କରିଥିବା ମାଲିକଙ୍କ ଠାରୁ ଜୋରଜବରଦସ୍ତ ଗାଡ଼ି ଜବତ କରିବା ବେଆଇନ। ଏହା ସମ୍ବିଧାନ ଦ୍ୱାରା ପ୍ରଦତ୍ତ ନିଶ୍ଚିତ ଜୀବନ ଓ ଜୀବିକାର ମୌଳିକ ଅଧିକାରର ସମ୍ପୂର୍ଣ୍ଣ ଉଲ୍ଲଂଘନ ଏବଂ ଏଭଳି ଗୁଣ୍ଡାଗିରି କାର୍ଯ୍ୟ ଏଫଆଇଆର ରୁଜୁ କରିବାକୁ ବାଧ୍ୟ କରୁଛି ବୋଲି ପାଟନା ହାଇକୋର୍ଟ ଏକ…
ଅଧିକ ଖବର ଦେଖନ୍ତୁ...

କାର୍ ଚଳାଇ ଆସୁନଥିବାରୁ ଏଭଳି ଗାଡ଼ି ଚୋରି କଲେ ୩ଚୋର

କାନପୁର: ଗାଡି ଚୋରି ଘଟଣାରେ ପ୍ରାୟତଃ ଚୋର ନିଜେ ଗାଡି ଚଲାଇ ଚୋରି କରିଥାଏ। କିନ୍ତୁ କାନପୁରରେ ଏକ ଅଜବ ଘଟଣା ଘଟିଛି। କାର୍ ଚୋରି କରିବାକୁ ଆସିଥିବା ୩ଜଣ ଚୋରଙ୍କୁ ଗାଡ଼ି ଚଳାଇ ଆସୁନଥିବାରୁ ଚୋରମାନେ ପ୍ରାୟ ୧୦କିଲୋମିଟର ପର୍ଯ୍ୟନ୍ତ ଗାଡ଼ିକୁ ଠେଲି ଠେଲି ନେଇଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

୮ମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ସଫଳ ହେଲେ କନ‌ଷ୍ଟେବଳ; ଏଭଳି ଭାବେ କରିଥିଲେ ପ୍ରସ୍ତୁତି

ନୂଆଦିଲ୍ଲୀ:  ୟୁପିଏସସି ୨୦୨୨ ସିଭିଲ ସର୍ଭିସ ପରୀକ୍ଷାଫଳ ଗତ ମଙ୍ଗବାର ଘୋଷଣା ହୋଇଥିଲା। ଏଥିରେ ଦିଲ୍ଲୀ ପୁଲିସର ହେଡ କନ‌ଷ୍ଟେବଳ ରାମ ଭଜନ କୁମାର (୩୪) ତାଙ୍କ ୮ମ ପ୍ରୟାସରେ ୬୬୭ନମ୍ବର ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭଜନ କୁମାର ସାଇବର ସେଲ ପୁଲିସ ଥାନାରେ ନିୟୋଜିତ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

 ‘ସେ ମୋଦୀ ନୁହେଁ, ପାଗଳା ମୋଦୀ’ ପୁଣି କଂଗ୍ରେସ ନେତାଙ୍କ ଆପତ୍ତିଜନକ ବୟାନ

କୋଲକାତା : ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ । ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପ୍ରସଙ୍ଗରେ ସେ ମୋଦୀଙ୍କୁ ପାଗଳ ବୋଲି କହିଛନ୍ତି । ଏହାକୁ ନେଇ ବିଜେପି ପ୍ରବଳ…
ଅଧିକ ଖବର ଦେଖନ୍ତୁ...

କାର୍‌ ଦୁର୍ଘଟଣାରେ ମୃତ ବୈଭବୀଙ୍କ ଯତ୍ନ ନେବା ପାଇଁ ସବୁ କାମ ଛାଡ଼ି ଦେଇଥିଲେ ଦୀପିକା

ମୁମ୍ବାଇ: କାର୍‌ ଦୁର୍ଘଟଣା ଯୋଗୁଁ ଲୋକପ୍ରିୟ ଟେଲିଭିଜନ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ମୃତ୍ୟୁ ହୋଇଛି। ସେ ନିଜ ଭାବିସ୍ବାମୀଙ୍କ ସହ କାରରେ ଯାଉଥିବା ବେଳେ ଟ୍ରକ୍ ଧକ୍କାରେ କାର୍ ୫୦ଫୁଟ ତଳକୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି। ମାତ୍ର ୩୨ବର୍ଷ ବୟସରେ…
ଅଧିକ ଖବର ଦେଖନ୍ତୁ...

‌ଟ୍ରେନ ଦୁର୍ଘଟଣାରେ ଗୋଟିଏ ହାତ ଓ ଦୁଇଟି ଗୋଡ଼ ହରାଇଥିବା ସୁରଜ, ତିନିଟି ଆଙ୍ଗୁଳିରେ ଦେଇଥିଲେ ୟୁପିଏସସି ପରୀକ୍ଷା

ନୂଆଦିଲ୍ଲୀ:  ୟୁପିଏସସି ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ଚଳିତବର୍ଷ ୯୩୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିରୁ ୨୬ ଜଣ ଓଡ଼ିଶାରୁ ଅଛନ୍ତି । ଏହି ୨୬ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ଅଛନ୍ତି । ତେବେ ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି- ଗ୍ରେଟର ନୋଏଡ଼ାର ଇଶିତା କିଶୋର…
ଅଧିକ ଖବର ଦେଖନ୍ତୁ...

ଅମୃତସରରେ ଗ୍ୟାଙ୍ଗଓ୍ବାର, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜରନେଲ ସିଂକୁ ମାରିଲେ ୨୪ ରାଉଣ୍ଡ ଗୁଳି

ଅମୃତସର : ଗ୍ୟାଙ୍ଗଓ୍ବାରରେ ପୁଣି ଥରି ଉଠିଛି ପଞ୍ଜାବର ଅମୃତସର । ଏଠାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜରନେଲ ସିଂକୁ ଗୁଳି କରି ହତ୍ୟା କରାଯାଇଛି । ଏହାକୁ ନେଇ ସମଗ୍ର ସହରରେ ସ୍ଥିତି ଅଶାନ୍ତ ହୋଇଯାଇଛି । ପୁଲିସର ସୂଚନା ଅନୁଯାୟୀ, ଅମୃତସରର ସଠିଆଲା ଗ୍ରାମରେ ୪ ଜଣ ଦୁର୍ବୃତ୍ତ ତା ଉପରକୁ  …
ଅଧିକ ଖବର ଦେଖନ୍ତୁ...