Monthly Archives

September 2023

ଅବସାଦଗ୍ରସ୍ତ ହୋଇ ମୁଁ ନିଜକୁ ରୁମରେ ବନ୍ଦ କରିଦେଉଥିଲି: ରଣଦୀପ ହୁଡ୍ଡା

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଅଭିନେତା ନିଜ ମାନସିକ ଅବସ୍ଥା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ କିଛି ବର୍ଷ ପୂର୍ବରୁ ସେ ଅବସାଦଗ୍ରସ୍ତର ଶିକାର ହୋଇଥିଲେ। ବଲିଉଡର ଖିଲାଡି କୁମାର ଅକ୍ଷୟଙ୍କ ପାଇଁ ସେ…
ଅଧିକ ଖବର ଦେଖନ୍ତୁ...

ପୁତ୍ର ହତ୍ୟା ମାମଲାରେ ବାପାକୁ ୧୦ବର୍ଷ ଜେଲ

ବାଲେଶ୍ଵର: ମାନ୍ୟବର ଜିଲ୍ଲା ଓ ଦୌରାଜଜ ଅଶାନ୍ତ କୁମାର ଦାସ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ରାମ ସିଂକୁ ୧୦ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଜରିମାନା ରାୟ ଶୁଣାଣି କରିଛନ୍ତି। ୧୧.୧୧.୨୦୧୭ ଔପଦା ଥାନା ଅଧୀନ ବୁଦାଖୁଣ୍ଟା ଗ୍ରାମର ରାମ ସିଂ, ତା'ର ପୁଅ ବଟ ସିଂ, ଜଟା ସିଂ, ଝିଅ ଟୁରି…
ଅଧିକ ଖବର ଦେଖନ୍ତୁ...

୭ ବର୍ଷ ପରେ ପୁଅ ଓ ଝିଅଙ୍କ ସନ୍ଧାନ ପାଇଲେ ମାଆ; ସୁଧାର ଗୃହରୁ ଉଦ୍ଧାର ହେଲେ ହଜିଯାଇଥିବା ପିଲା

ପାଟ୍‌ନା: ବିହାରରେ ସାତ ବର୍ଷ ହେଲା ଅଲଗା ହୋଇଥିବା ଏକ ପରିବାର ଆଧାରକାର୍ଡ ହେତୁ ପୁଣି ଥରେ ଏକ ‌ହୋଇଛି। ଏହି କାହାଣୀ ଏକ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ମାମଲା ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ପଶ୍ଚିମ ଚମ୍ପାରାନର ଶିକାରପୁର ପୁଲିସ ଷ୍ଟେସନରୁ ଦୁଇ ପିଲା ନିଖୋଜ…
ଅଧିକ ଖବର ଦେଖନ୍ତୁ...

ଚାଉଳ ନଦେବାରୁ ହିତାଧିକାରୀଙ୍କ ପଞ୍ଚାୟତ ଫାଟକରେ ତାଲା ପକାଇ ଧାରଣା

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଅନ୍ତର୍ଗତ ଟିକରପଡା ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ହିତାଧିକାରୀଙ୍କୁ ଚାଉଳ ନଦେବାରୁ ଫାଟକରେ ତାଲା ପକାଇ ସକାଳ ୯ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ବ୍ଲକ ଯୋଗାଣ ନିରୀକ୍ଷକ ବିପିନ ବିହାରୀ…
ଅଧିକ ଖବର ଦେଖନ୍ତୁ...

ତିନିଟି ନାଁରେ ଆଇନ ଛାତ୍ରୀମାନଙ୍କୁ ଚାପ ପକାଉଥିଲେ, ଗିରଫ ହେଲେ ଇଭେଣ୍ଟ ମ୍ୟାନେଜର

ଇନ୍ଦୋର: ମଧ୍ୟ ପ୍ରଦେଶରେ ଇନ୍ଦୋରରେ ଲଭ ଜିହାଦର ଏକ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ସାନା ଖାନ ନାମକ ଜଣେ ଇଭେଣ୍ଟ ମ୍ୟାନେଜରଙ୍କୁ ପୁଲିସ ଗିରଫ କରିଛି। ସେ ରଫିକୁନିଶା ଖାନ, ସାନା ଖାନ ଏବଂ ପାୟଲ ଖାନ ତିନିଟି ନାମରେ ଇସଲାମ୍ ଧର୍ମ ଗ୍ରହଣ କରିବାକୁ ଇନ୍ଦୋରର ଆଇନ ଛାତ୍ରୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭୋଗରାଇରେ ଡେଙ୍ଗୁ ଅଣାୟତ୍ତ; ଦୁଇ ମାସରେ ଗଲାଣି ୭ ଜଣଙ୍କର ପ୍ରାଣ

ଚନ୍ଦନେଶ୍ୱର: ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକରେ ଦିନକୁ ଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲା ବେଳେ ବିଶେଷଭାବେ ଦକ୍ଷିଣ ଭୋଗରାଇର ୧୨ରୁ ଅଧିକ ଗ୍ରାମ ପଞ୍ଚାୟତର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି। ପ୍ରତ୍ୟେକ ଘରେ ଜଣେ ଜ୍ଵରରେ ଆକ୍ରାନ୍ତ ହେବା ପରେ ପରେ ତାଙ୍କ ପରିବାର…
ଅଧିକ ଖବର ଦେଖନ୍ତୁ...

ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି

ରାୟଗଡା: ଭାରତ ସ୍ଵାଧୀନତା ଆନ୍ଦୋଳନର ପ୍ରବୀଣ କାଣ୍ଡାରି, ଶୈକ୍ଷିକ ଜଗତର ଉଜ୍ଜଳ ଜ୍ୟୋତିଷ୍କ, ଜନସେବାର ମୁକ୍ତିମନ୍ତ ପ୍ରତୀକ ଏବଂ ଓଡ଼ିଆ ସାମ୍ବାଦିକତାର ପ୍ରତୀକ ତଥା ଦିଗଦର୍ଶକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଭାରତରତ୍ନ ଦିଆଯିବ ନେଇ ନ୍ୟାସନାଲ ହ୍ୟୁମାନ ୱେଲଫେୟର ବୋର୍ଡ ଟ୍ରଷ୍ଟ ତରଫରୁ…
ଅଧିକ ଖବର ଦେଖନ୍ତୁ...

ମୁଁ ବି ସଂଘର୍ଷ ଦେଖିଛି, ଆଗକୁ ଫିଲ୍ମ ନମିଳିଲେ…: ଆଲିଆ ଭଟ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ରିଲିଜ୍ ହେବା ପରେ ବକ୍ସ ଅଫିସରେ ଏହା ଧମାଲ କରିଥିଲା। ଫିଲ୍ମରେ ଆଲିଆ ଓ ରଣବୀରଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। କ୍ୟାରିୟର ଆରମ୍ଭରୁ ଆଲିଆଙ୍କୁ ତାଙ୍କ ଅଭିନୟ…
ଅଧିକ ଖବର ଦେଖନ୍ତୁ...

ଏମ୍‌ସ ଭୁବନେଶ୍ୱରକୁ ପ୍ରତିବର୍ଷ ଆସୁଛନ୍ତି ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ : କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର: ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବାରେ ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ। ପ୍ରତିବର୍ଷ ଏହି ଜାତୀୟ ଅନୁଷ୍ଠାନକୁ ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବହୁମୁଖୀ ଆଭିମୁଖ୍ୟ ମାଧ୍ୟମରେ ଏମ୍‌ସ…
ଅଧିକ ଖବର ଦେଖନ୍ତୁ...

ବାହାଘର ଦିନ ପରିଣୀତି ଦେଇଥିବା ‘ସର୍‌ପ୍ରାଇଜ୍‌’କୁ ଖୁବ୍‌ ପସନ୍ଦ କଲେ ରାଘବ, ଲେଖିଲେ ଭାବପ୍ରବଣ ପୋଷ୍ଟ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ବିବାହ ଉଦୟପୁରର ‘ଲୀଲା ପ୍ୟାଲେସ’ ହୋଟେଲରେ ରାଜକୀୟ ଶୈଳୀରେ ହୋଇଥିଲା। ଏହି ସମୟର ନବ ବିବାହିତ ଦମ୍ପତିଙ୍କର ଏକ ବିଶେଷ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓକୁ ସୋସିଆଲ୍‌ ମିଡିଆରେ…
ଅଧିକ ଖବର ଦେଖନ୍ତୁ...