Daily Archives

March 7, 2024

ସିଏଏ-ଏନଆରସି ଲାଗୁ ହେବାକୁ ଦେବି ନାହିଁ: ଶାହାଙ୍କୁ ସମାଲୋଚନା କଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗୁରୁବାର କହିଛନ୍ତି ରାଜ୍ୟରେ ମୁଁ ସିଏଏ ଏବଂ ଏନଆରସି ଲାଗୁ କରିବାକୁ ଦେବି ନାହିଁ। ମଣିପୁର ହିଂସା ନେଇ ସେ କହିଛନ୍ତି ବିଜେପି ସରକାର ୪୦୦ରୁ ଅଧିକ ଟିମ୍ ପଶ୍ଚିମବଙ୍ଗକୁ ପଠାଇଛନ୍ତି। କିନ୍ତୁ ମଣିପୁର ହିଂସାରେ ବିଜେପି ସରକାର ସମ୍ପୂର୍ଣ୍ଣ ନୀରବତା…
ଅଧିକ ଖବର ଦେଖନ୍ତୁ...

ଫାଟିଲା ପାଇପ୍‌, ଭାସିଲା ବିର୍ସା ମୁଣ୍ଡା ଛକ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପରିସରସ୍ଥ ଏନ୍‌ଏସ୍‌ପିସିଏଲ୍‌ ପାଣି ପାଇପ୍‌ ଫାଟିଯିବାରୁ ବିର୍ସା ମୁଣ୍ଡା ଛକ ଭାସିଥିଲା। ପ୍ରାୟ ୩ ଘଣ୍ଟା ଧରି ବିର୍ସା ମୁଣ୍ଡା ଛକ ଚତୁଃପାର୍ଶ୍ବରେ କାରଖାନାରୁ ଆସୁଥିବା ଗୋଳିଆ ପାଣି ଜମି ରହିଥିଲା। ପଥଚାରୀଙ୍କୁ ଯାତାୟତରେ ନାହିଁ…
ଅଧିକ ଖବର ଦେଖନ୍ତୁ...

ଅମିତାଭଙ୍କ ନାତି ସିନେମାରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ନାତୁଣୀ ସମ୍ଭାଳୁଛନ୍ତି ବାପାଙ୍କ ବ୍ୟବସାୟ

ନୂଆଦିଲ୍ଲୀ: ବଲିଉଡର ଅଧିକାଂଶ କଳାକାରଙ୍କ ପିଲାମାନେ ସିନେମା ଦୁନିଆରେ ନିଜର କ୍ୟାରିୟର ଗଢ଼ିଥାଆନ୍ତି। ଏହି କ୍ରମରେ ଦେଖିବ‌ାକୁ ଗଲେ ସୁପରଷ୍ଟାର ଅମିତ‌ାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା ତାଙ୍କ କ୍ୟାରିୟର ବାଛିବାରେ ସମ୍ପୂର୍ଣ୍ଣ ଭିନ୍ନ ରହିଛନ୍ତି। ନଭ୍ୟା ନିଜର ଗ୍ଲାମରସ…
ଅଧିକ ଖବର ଦେଖନ୍ତୁ...

ମହିଳାମାନେ ବହୁତ ଆଗକୁ ଗଲେଣି, ମହାକାଶ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ହେଲେଣି: ତନୟା ପଟ୍ଟନାୟକ

ଭୁବନେଶ୍ବର: ବର୍ତ୍ତମାନ ମହିଳାମାନେ ବହୁତ ଆଗକୁ ଗଲେଣି। ଏମିତିକି ବିମାନ ଉଡ଼ାଇବା ଠାରୁ ଆରମ୍ଭ କରି ରେଳ ଚଳାଇଲେଣି। ସେହିପରି ମହାକାଶ କ୍ଷେତ୍ରରେ ମଧ୍ୟ ମହିଳାମାନେ ଅଗ୍ରଣୀ ହେଲେଣି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପିପିଏଲ୍‌ ଓଡ଼ିଆ ପକ୍ଷରୁ ସ୍ଥାନୀୟ ଏକ ହୋଟେଲ୍‌ରେ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ଶାମି ଛାଡିବେ କ୍ରିକେଟ ପଡ଼ିଆ: ନିର୍ବାଚନ ମଇଦାନକୁ ଆସିବେ, ପଶ୍ଚିମବଙ୍ଗର ଏହି ଆସନରୁ ଟିକେଟ ଦେବ ଭାଜପା !

ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ଶାମିଙ୍କୁ ବିଜେପି ଏବେ ନିର୍ବାଚନ ମଇଦାନକୁ ଆଣିବାର ଯୋଜନା କରୁଛି। ଶାମି ପଶ୍ଚିମବଙ୍ଗ ରଣଜୀଟ୍ରଫି ଖେଳି ପେସ୍ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ। ସେ ଏବେ ପଶ୍ଚିମବଙ୍ଗରେ ଘରୋଇ କ୍ରିକେଟ ଖେଳୁଛନ୍ତି। କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ : ଟ୍ରଷ୍ଟ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପରିସର ନିର୍ମାଣ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ଟ୍ରଷ୍ଟ ଗୁରୁବାର କୁହାଯାଇଛି। ତିନି ମହଲା ବିଶିଷ୍ଟ ମନ୍ଦିର କୋଠାର ଅବଶିଷ୍ଟ ଦୁଇ ମହଲା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ରାଲିକୁ ଲୋକଙ୍କୁ ଜବରଦସ୍ତ ଅଣାଯାଇଛି: ମେହବୁବା-ଉମରଙ୍କ ଅଭିଯୋଗ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଗସ୍ତ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଉମର ଅବଦୁଲ୍ଲା ଏକ ବଡ଼ ଅଭିଯୋଗ କରିଛନ୍ତି। ଧାରା ୩୭୦ ରଦ୍ଦ ପରେ ଏହା ମୋଦୀଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ। ମୋଦୀଙ୍କ ରାଲିରେ ଯୋଗଦେବାକୁ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଖୁସିଖବର ଦେଲେ ଅନୁପମ; କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ତାଙ୍କ ଜନ୍ମଦିନରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ପ୍ରଶଂସଙ୍କୁ ଖୁସି ଖବର ଦେଇଛନ୍ତି। ଅଭିନେତା ସେୟାର କରିଥିବା ଭିଡିଓରେ  ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବାକୁ ଘୋଷଣା କରିଛନ୍ତି। ଭିଡିଓରେ ଅନୁପମ ତାଙ୍କ ମା’ଙ୍କ ସହିତ ପୂଜା…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସର୍ବାଧିକ ଅଂଶଧନ କାହା ନାମରେ? ମୁକେଶ, ନୀତା ଅବା ପିଲାମାନେ ନୁହନ୍ତି, ତେବେ ସେ କିଏ?

ନୂଆଦିଲ୍ଲୀ: ଗୁଜୁରାଟର ଜାମନଗରରେ ଭାରତ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱିଣ୍ଡିଂ ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାରତ ତଥା ବିଦେଶର ସେଲିବ୍ରିଟିଙ୍କ ସହ ବଡ଼ ବଡ଼ ବ୍ୟବସାୟୀମାନେ ପହଞ୍ଚିଥିଲେ। ମୁକେଶ…
ଅଧିକ ଖବର ଦେଖନ୍ତୁ...