Daily Archives

March 7, 2024

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର । ମୋଦୀ ସରକାରଙ୍କ ତରଫରୁ ମହଙ୍ଗାଭତ୍ତାରେ ୪ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ମିଳିଛି । ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୨୪ ଜାନୁଆରି ପହିଲାରୁ ପିଛିଲା ଭାବେ ଏହି ଡିଏ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ୫ ଗ୍ୟାରେଣ୍ଟି: ୩୦ ଲକ୍ଷ ସରକାରୀ ନିଯୁକ୍ତି, ସ୍ନାତକଙ୍କ ପାଇଁ ବର୍ଷେ ଆପ୍ରେଣ୍ଟିସସିପ୍ ସୁଯୋଗ

ବାଂସୱାଡା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିନ ଭାରତ ଯୋଡୋ ନ୍ୟାୟ ଯାତ୍ରା ରେ ରାଜସ୍ଥାନରେ ବାଂସୱାଡାରେ ଏକ ରାଲିରେ ଯୁବବର୍ଗଙ୍କୁ ପ୍ରଥମ ଚାକିରି ତଥା ସାମାଜିକ ସୁରକ୍ଷା ନିଶ୍ଚିତ କରିବାକୁ ପ୍ରତିଶ୍ରୁତିର ୫ ଗ୍ୟାରେଣ୍ଟି ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆସନ୍ତା ଲୋକସଭା…
ଅଧିକ ଖବର ଦେଖନ୍ତୁ...

ପୋଲସରାରେ ଚାଞ୍ଚଲ୍ୟ: ଘର ଭିତରୁ ମା’ ଓ ୨ ବର୍ଷୀୟ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିମିନା ପଞ୍ଚାୟତ ସାନ ବରଗାଁ ଗ୍ରାମ ବାଲିହତାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ଘରର ଗୋଟିଏ କୋଠରିରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ମାଆ ମାଣିକ ଗୌଡ଼(୩୦) ଓ…
ଅଧିକ ଖବର ଦେଖନ୍ତୁ...

ଆଇଲାଇନର ଓ ଇୟର ପିକ ପାଖରେ ଥିବାରୁ ଜୀବନ ବଞ୍ଚିଗଲା: ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ଗୋଟିଏ କ‌ଠୋରିରେ ଆମେ ଯଦି ଅଧିକ ସମୟ ରହିଯାଉ ମନ ବ୍ୟସ୍ତବିବ୍ରତ ହୋଇଯାଇଥାଏ। ତେବେ ଥରେ ଚିନ୍ତା କରି ଦେଖନ୍ତୁ ତ ଯଦି ଜଣେ ଗାଧୁଆଘରେ ୭ଘଣ୍ଟା ବନ୍ଦ ହୋଇଯିବ କ୍’ଣ ହେବ। ଏମିତି ଏକ ଘଟଣା ନିକଟରେ ଜଣେ ଶିକ୍ଷୟିତ୍ରୀଙ୍କ ସହ ଘଟିଛି। ଯିଏକି ଏହି ଘଟଣାକୁ ସୋସିଆଲ ମିଡିଆ…
ଅଧିକ ଖବର ଦେଖନ୍ତୁ...

ନୂଆଦିଲ୍ଲୀ ଗଲେ କାର୍ତ୍ତିକ ପାଣ୍ଡିଆନ, ବବି ଦାସ!‌ ମେଣ୍ଟ ନେଇ କରିପାରନ୍ତି ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ନେଇ ଗତକାଲି ଠାରୁ ଉଭୟ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି)ର ଘନଘନ ବୈଠକ ବସିଛି। ଏହି ଦୁଇ ରାଜନୈତିକ ଦଳର ବୈଠକକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି। ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ମନରେ ବହୁତ ସକାରାତ୍ମକ ଭାବନା ଆସିବ। ବିଶେଷ କାମରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟର୍ଥ କଥାଠୁ ଦୂରରେ ରହନ୍ତୁ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ବୃଷ:-ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଉପଲବ୍ଧି ପ୍ରାପ୍ତ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ଉଜ୍ଜଳା ଯୋଜନାରେ  ସିଲିଣ୍ଡର ପିଛା ୩୦୦ ଟଙ୍କାର ସବସିଡି ଜାରି ରହିବ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୋଦୀ ସରକାର ଉଜ୍ଜ୍ୱଳା ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଉଜ୍ଜଳା ଯୋଜନାରେ ଦିଆଯାଉଥିବା ୩୦୦ ଟଙ୍କାର ସବସିଡି ଆସନ୍ତା ୧ ବର୍ଷ ପାଇଁ ଜାରି ରହିବ । ଏବେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉଜ୍ଜ୍ୱଳା ଯୋଜନାରେ ମହିଳାମାନେ ସବସିଡିର ଲାଭ…
ଅଧିକ ଖବର ଦେଖନ୍ତୁ...

ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଭିତରେ ଉଠିଲା ପ୍ରଶ୍ନ: କାହାକୁ ମିଳିବ ଅଧିକ ଲାଭ?

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଜୋରଧରିଛି। କଂଗ୍ରେସକୁ ନେଇ ମଧ୍ୟ କିଛି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ମେଣ୍ଟ ଚର୍ଚ୍ଚାକୁ ନେଇ ରାଜ୍ୟର କଂଗ୍ରେସ ଶିବିର ପୁରା ଉତ୍ସାହିତ ଅଛି। କଂଗ୍ରେସ ଭବନକୁ ନେତାଙ୍କ ସୁଅ ଛୁଟୁଛି।…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ପ୍ରସଙ୍ଗରେ ପଛକୁ ହଟିଲା ଆମେରିକା: ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି ହେବାକୁ ମନାକଲା

ୱାଶିଂଟନ: ଆମେରିକା କଶ୍ମୀର ପ୍ରସଙ୍ଗରେ ପଛକୁ ହଟିଛି। ଏହା ଦ୍ବାରା ପାକିସ୍ତାନକୁ ବଡ଼ ଝଟକା ମିଳିଛି। ଆମେରିକା କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି ହେବାକୁ ମନା କରିଛି। ଆମେରିକା ବିଦେଶ ବିଭାଗ ପ୍ରବକ୍ତା ମ୍ୟାଥ୍ୟୁ ମିଲର କହିଛନ୍ତି ଭାରତ ପାକିସ୍ତାନ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନାକୁ…
ଅଧିକ ଖବର ଦେଖନ୍ତୁ...

ଅନନ୍ତଙ୍କ ପ୍ରଶଂସା କରି ବାସ୍ତବ ଜୀବନ ସାଥୀର ଅର୍ଥ ବୁଝାଇଲେ ରାଧିକା

ନୂଆଦିଲ୍ଲୀ: ଚଳିତବର୍ଷର ସବୁଠୁ ଭବ୍ୟ ଓ ବଡ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବାହାଘର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ରହିଛି। ଯାହାକି ଜୁଲାଇ ୧୨ ତାରିଖରେ ହେବ । ୩ମାସ ପୂର୍ବରୁ ଗୁଜରାଟ ଜାମନଗରରେ ଅନନ୍ତ ଅମ୍ବାନୀ ଓ ରାଧିକା…
ଅଧିକ ଖବର ଦେଖନ୍ତୁ...