Daily Archives

March 11, 2024

ଏମଆଇଆରଭି ଟେକନଲୋଜୀ କଣ ? ଏହାକୁ କାହିଁକି ଭାରତୀୟ ବୈଜ୍ଞାନିକଙ୍କ ବଡ଼ ସଫଳତା ବୋଲି କୁହାଯାଉଛି ?

ନୂଆଦିଲ୍ଲୀ: ଆଜି ଓଡ଼ିଶାର ବାଲେଶ୍ବରରୁ ଭାରତର ଅନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ଏ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ଘୋଷଣା କରିଛନ୍ତି । ତେବେ ପୂର୍ବରୁ ଅଗ୍ନି-୫ର ପରୀକ୍ଷଣ ହୋଇଥିଲେ ବି ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାର ଗୁରୁତ୍ବ…
ଅଧିକ ଖବର ଦେଖନ୍ତୁ...

ଜେଲରୁ ବ୍ରାଉନ୍‌ସୁଗାର କାରବାର ମାମଲା: ମହିଳା ସମେତ ୭ ଗିରଫ, ୯ ମୋବାଇଲ୍‌ ଜବତ

ଭୁବନେଶ୍ବର: ଖୋର୍ଦ୍ଧା ଜେଲରୁ ବ୍ରାଉନ୍‌ସୁଗାର କାରବାର ମାମଲାରେ ପୁଲିସ ଜଣେ ମହିଳାଙ୍କ ସମେତ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳୁଚରଣ ଭୂୟା (୨୯), ପ୍ରମୋଦ କୁମାର ପଣ୍ଡା (୧୯), ସୁମନ ସେଠୀ (୧୯), ଦେବାଶିଷ ପଟ୍ଟନାୟକ (୨୧), ପୁଷ୍ପା ନାଏକ (୩୫), ଏସ୍‌କେ…
ଅଧିକ ଖବର ଦେଖନ୍ତୁ...

ସିଏଏ ଅନଲାଇନ ପୋର୍ଟାଲ: ଭାରତୀୟ ନାଗରିକତା ପାଇଁ ପୋର୍ଟାଲରେ କରିବାକୁ ହେବ ପଞ୍ଜିକରଣ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ(ସିଏଏ) ପାଇଁ କେନ୍ଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ସରକାର ସିଏଏ ପଞ୍ଜିକରଣ ପାଇଁ ଏକ ଅଲଗା ୱେ ପୋର୍ଟାଲ ତିଆରି କରିଛନ୍ତି। ସିଏଏ ଅନଲାଇନ ପୋର୍ଟାଲରେ ନାଗରିକତା ପଞ୍ଜିକରଣ କରାଯିବ। ତେବେ ଏହି…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ଲାଗିଥିବା ଜାମ ହେତୁ ନବଜାତକୁ ହରାଇଲେ ମା’

ନୂଆଦିଲ୍ଲୀ: ଉତ୍ତରପ୍ର‌ଦେଶର ହମିରପୁର ଜିଲ୍ଲା କାନପୁର-ସାଗର ଜାତୀୟ ରାଜପଥରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଭିଡ଼ ହେତୁ ଅସୁସ୍ଥ ନବାଜତ ଶିଶୁକୁ ଚିକିତ୍ସା ପାଇଁ ଦମ୍ପତି ନେଇ ନପାରିବାରୁ ସେମାନେଙ୍କ ସନ୍ତାନ ସବୁଦିନ ପାଇଁ ଆଖିବୁଜି ଦେଇଛି। ସୂଚନାଯୋଗ୍ୟ, ମୁସାନଗରରେ ରହୁଥିବା ଦମ୍ପତି…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହରେ ବୃଦ୍ଧାଙ୍କୁ ହାଣି ପୋତିଥିଲେ; ମାଟି ତଳୁ ମୃତଦେହ ଉଦ୍ଧାର, ୪ଅଟକ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ସଚେତନତା ଅଭାବ ଯୋଗୁଁ ଏବେ ମଧ୍ୟ ଅନ୍ଧ ବିଶ୍ୱାସ ରହିଛି। ସଚେତନତା ଅଭାବ ଯୋଗୁଁ ଗୁଣି ଗାରେଡି କରୁଥିବା ନେଇ ଜଣେ ବୃଦ୍ଧାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଂଚାୟତ…
ଅଧିକ ଖବର ଦେଖନ୍ତୁ...

ଚିକେନ ଲଲିପପ୍ ନେଇଗଲା ୨କନଷ୍ଟେବଳଙ୍କ ଚାକିରି

ପାଟନା: ବିହାରର ରାଜଧାନୀ ପାଟନାରେ ଦୁଇ ପୁଲିସ କର୍ମଚାରୀଙ୍କ ପାଇଁ ଚିକେନ୍ ଲଲିପପ୍ ଖାଇବା ମହଙ୍ଗା ପଡିଛି। ଏସପି ଉଭୟଙ୍କୁ ନିଲମ୍ବିତ କରିଥିବା ସାମ୍ନାକୁ ଆସିଥିବା ବେଳେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହି ଘଟଣାଟି ପାଟଣାର କୋତୱାଲି ପୁଲିସ ଷ୍ଟେସନରେ ମୁତୟନ ଥିବା କନଷ୍ଟେବଳଙ୍କ…
ଅଧିକ ଖବର ଦେଖନ୍ତୁ...

କ୍ଷମତାକୁ ଆସିଲେ ଯୁବ ସମାଜକୁ ଆଗ୍ରାଧିକାର ଦିଆଯିବ: କଂଗ୍ରେସ୍‌

ରାୟଗଡ଼ା: ସ୍ଥାନୀୟ କଂଗ୍ରେସ ଭବନରେ ଯୁବ କଂଗ୍ରେସ ସରକାରଙ୍କ ଉପରେ ଗର୍ଜିଲା। ସରକାର ଗତ ୨୪ ବର୍ଷରେ ଯୁବ ସମାଜ ପାଇଁ କଣ କଲା ବୋଲି ପ୍ରଶ୍ନ କରିଛି। ଜିଲ୍ଲା ଯୁବ ସଭାପତି ମୋହନ ନାୟକଙ୍କ ନେତୃତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଆସିଲେ କଣ କରିବ ସେନେଇ ବିସ୍ତୃତ ବିବରଣୀ…
ଅଧିକ ଖବର ଦେଖନ୍ତୁ...

ଅଧିବେଶନ ସାରି ଫେରୁଥିବା ବେଳେ ପୁରୁଣା ମହିଳାସାଙ୍ଗଙ୍କୁ ଭେଟି ଭାବବିହ୍ବଳ ହେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ଭେଟିବା ପୂର୍ବ ଅପେକ୍ଷା କମ ହୋଇଗଲାଣି। ସମୟସମୟରେ ହଠାତ କେଉଁଠି ଯଦି ପୁରୁଣା ବନ୍ଧୁବାନ୍ଧକ କି ସାଙ୍ଗସାଥୀ ଦେଖା ହୋଇଯାଇଥାଆନ୍ତି ମନ ଖୁସି ହୋଇଯାଇଥାଏ। ଏହି କ୍ରମରେ ଦେଖିବାକୁ ଗଲେ ନିକଟରେ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଆସିବ ଡାଇରେକ୍ଟ ଟୁ ମୋବାଇଲ ! ଡିଟିଏଚ-କେବୁଲ ଟିଭି ଯୁଗ ହେବ ଶେଷ: ମୋଦୀ ସରକାରଙ୍କ ନୂଆ ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ୟୁଜର୍ସଙ୍କ ସୁବିଧା ପାଇଁ ଡାଇରେକ୍ଟ ଟୁ ମୋବାଇଲ ଜ୍ଞାନକୌଶଳ ଆଣିବାକୁ ଯାଉଛନ୍ତି। ଏହା ଦ୍ବାରା ସିଧା ସଳଖ ୟୁଜର୍ସଙ୍କ ମୋବାଇଲରେ ଚ୍ୟାନେଲ ଚାଲିବ। ଏଥିପାଇଁ ଡିଟିଏଚ ଅବା କେବୁଲ ଟିଭି ଲଗାଇବାର ଆବଶ୍ୟକତା ନାହିଁ। ଏହି ଜ୍ଞାନକୌଶଳ…
ଅଧିକ ଖବର ଦେଖନ୍ତୁ...

ନାଗରିକତା ସଂଶୋଧନ ଆଇନ (ସିଏଏ) ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ୨୦୧୯ର ନିୟମ ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।  ଲୋକସଭା ନିର୍ବାଚନ ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପ ବୋଲି ବିଚାର କରାଯାଉଛି । ସରକାର ୩ ବର୍ଷ ତଳେ ଏହି ନିୟମକୁ ଲାଗୁ କରିଥିଲେ ବି ପ୍ରବଳ ବିରୋଧ ଯୋଗୁଁ…
ଅଧିକ ଖବର ଦେଖନ୍ତୁ...