Daily Archives

March 13, 2024

ରାଇରଙ୍ଗପୁରରୁ ରାଉରକେଲା- ଅମ୍ବିକାପୁରକୁ ଉଡ଼ିବ ବିମାନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଶିଳ୍ପ ନଗରୀ ରାଉରକେଲା ଦେଇ ଛତିଶଗଡ଼ର ଅମ୍ବିକାପୁରକୁ ଉଡିବ ଯାତ୍ରୀବାହୀ ବିମାନ। ଉଡେ ଦେଶ୍ କୀ ଆମ୍ ନାଗରିକ୍(ଉଡାନ୍) ଯୋଜନାରେ ରାଇରଙ୍ଗପୁର ସହର ଉପକଣ୍ଠ ଦାଣ୍ଡବୋଷ ଏୟାରଷ୍ଟ୍ରିପକୁ ସାମିଲ କରାଯାଇଛି। କେନ୍ଦ୍ର ସରକାରଙ୍କ ବେସାମରିକ…
ଅଧିକ ଖବର ଦେଖନ୍ତୁ...

ହାଇପରସୋନିକ୍ ଅସ୍ତ୍ରଶସ୍ତ୍ରର ବିକାଶରେ ଚୀନ୍ ଆଗୁଆ: ମାନିଲା ଆମେରିକା

ୱାଶିଂଟନ୍: ଆମେରିକାର ବରିଷ୍ଠ ପ୍ରତିରକ୍ଷା ଗୁପ୍ତଚର ବିଶ୍ଳେଷକ କହିଛନ୍ତି ଯେ ହାଇପରସୋନିକ୍ ଅସ୍ତ୍ରଶସ୍ତ୍ରର ବିକାଶ, ପରୀକ୍ଷଣ ଏବଂ ନିୟୋଜନରେ ଚୀନ୍ ଆଗରେ ରହିଛି। ରୁଷିଆ ଏବଂ ଆମେରିକା ଅପେକ୍ଷା ଚୀନ୍ ଯଥେଷ୍ଟ ଅଗ୍ରଗତି କରିଛି। ଆମେରିକା ବର୍ତ୍ତମାନ ଧ୍ୱନି ବେଗଠାରୁ ୫ ଗୁଣା ଅଧିକ ବେଗ…
ଅଧିକ ଖବର ଦେଖନ୍ତୁ...

ପୁଣି ନଦୀ ପାର ହୋଇ ଶବ ସଂସ୍କାର: ବାରମ୍ବାର କହିବା ସତ୍ତ୍ୱେ ହୋଇପାରୁନି ସେତୁ

ଲକ୍ଷ୍ମୀପୁର: ଭରା ନଦୀରେ ପାର ହୋଇ ପୁଣି ଶବ ସଂସ୍କାର ଭଳି ଦୃଶ୍ୟ ଦେଖିବାକୁ ମିଳିଛି | କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ କୁସୁମଗୁଡା ଗ୍ରାମ ପଞ୍ଚାୟତର କେଲାର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଗାଁର ଧନିଆଁ ଖୋସଲାଙ୍କ ଦେହାନ୍ତ ହୋଇଥିଲା। ଧନିଆଁଙ୍କ ଅନ୍ତିମ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀପୁରର ଏକ ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଦୋକାନ ଘର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ସଦର ମହକୁମାର ନୂଆ ବସଷ୍ଟାଣ୍ଡ ରେ ଥିବା ଏକ ଜଳଖିଆ ଦୋକାନରେ ଦୋଶା ପ୍ରସ୍ତୁତ କରୁଥିବା ସମୟରେ ହଠାତ୍ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ସେଠାରେ ଜଳଖିଆ ଖାଉଥିବା ଗ୍ରାହକମାନେ ଚିତ୍କାର କରି ଦଉଡ଼ି କି ବାହାରକୁ ଆସିଯାଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁଙ୍କ ସ୍ତ୍ରୀଙ୍କୁ ବିବାହ କରିଥିବା କ୍ରିକେଟର ଏବେ କେଉଁଠି ? ଉଜାଡ଼ି ଦେଇଥିଲେ ବନ୍ଧୁଙ୍କ ସଂସାର

କୋଲକାତା: କ୍ରିକେଟର ନିଜର ବ୍ୟକ୍ତିଗତ ଜୀବନ ନେଇ ପ୍ରାୟତଃ କିଛି ତଥ୍ୟ ପ୍ରଦାନ କରି ନ ଥାନ୍ତି। ସେମାନଙ୍କ ଜୀବନରେ ସବୁକିଛି ଚୁପ୍ ଚାପ୍ ଚାଲିଥାଏ। ବଡ଼ ଘର ବଡ଼ ଗୁମର କଥା ବୋଲି ବାହାରକୁ ସବୁ ଠିକ୍ ଜଣାପଡୁଥିଲେ ମଧ୍ୟ ଭିତରେ କିଛି ବି ଠିକ୍ ନ ଥାଏ। ଦାମ୍ପତ୍ୟ ଜୀବନରେ ଝଡ଼ ବହୁଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଜୟପୁର ସହ ବିଭିନ୍ନ ଜିଲ୍ଲାରେ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୧୧ ଏକର ପରିମିତ ଏହି ଜୟପୁରର…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ଉପରୁ ବର ସମେତ ଗାଡ଼ିକୁ ଥାନାକୁ ଘୋଷାଡ଼ି ନେଲା ପୁଲିସ: ହଟହଟା ହେଲେ ବରଯାତ୍ରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜଫରନଗରରେ ବର ସମେତ ବରଯାତ୍ରୀଙ୍କୁ ରାସ୍ତାରେ ହଟହଟା ହେବାକୁ ପଡ଼ିଥିଲା। କନ୍ୟାଘର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବରଯାତ୍ରୀଙ୍କୁ ପୁଲିସକୁ ଅନେକ କାକୁତିମୀନତି ହେବାକୁ ପଡ଼ିଥିଲା। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଅସ୍ତ୍ରୋପଚାରର ୧୫ଦିନ ପରେ ଏଭଳି ରହିଛି ସାମିଙ୍କ ଅବସ୍ଥା, ଫଟୋ ସେୟାର କରି ଦେଲେ ସୂଚନା

ନୂଆଦିଲ୍ଲୀ: ଗୋଇଠି ସର୍ଜରୀ ହେବା ପରେ ଏବେ ବିଶ୍ରାମ ନେଉଛନ୍ତି ଭାରତର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସାମି। ଗତ ମାସରେ ବ୍ରିଟେନରେ ନିଜର ଅସ୍ତ୍ରୋପଚାର କରାଇଥିଲେ ସାମି। ଏକ୍ସରେ ନିଜର ଏକ ଫଟୋ ପୋଷ୍ଟ କରି ଅସ୍ତ୍ରୋପଚାର ସଫଳ ହୋଇଥିବା ସାମି କହିଥିଲେ। ହେଲେ ସେ କେବେ ପଡ଼ିଆକୁ ଫେରିବେ…
ଅଧିକ ଖବର ଦେଖନ୍ତୁ...

ମତଦାନ ପାଇଁ ସଚେତନତା ଅଭିଯାନ

ଜୟପୁର: କୋରାପୁଟ ଜିଲ୍ଲାରେ ମତଦାନକୁ ୮୦ ପ୍ରତିଶତକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମତଦାନ ଅଧିକାରର ବ୍ୟବହାର ଉପରେ ସଚେତନତା ସୃଷ୍ଟି କରିବା ପାଇଁ ବୁଧବାର ଅନୁଷ୍ଠିତ ବୈଠକରେ ଜିଲ୍ଲା ସ୍ୱିପ୍ ନୋଡାଲ ଅଫିସର ଏ ରାଜଶେଖର ରେଡ୍ଡୀ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉନ୍ନୟନ ଅଧିକାରୀ ବି…
ଅଧିକ ଖବର ଦେଖନ୍ତୁ...

ମମତା ଦିଦିଙ୍କ ମନରୁ ହଜିଲା ମମତା : ନିଜ ଭାଇଙ୍କ ସହ ତୁଟା‌ଇଲେ ସମସ୍ତ ସମ୍ପର୍କ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନରୁ ଏବେ ମମତା ହଜିଯାଇଛି। ସେ ନିଜ ଭାଇ ବୁବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ତୁଟା‌ଇ ଦେଇଛନ୍ତି। ବୁବୁନ ହାୱଡ଼ାରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିବା ପରେ ମମତା ଏଭଳି ଘୋଷଣା କରିଛନ୍ତି। ବୁବୁନ ବିଜେପି…
ଅଧିକ ଖବର ଦେଖନ୍ତୁ...