Daily Archives

March 15, 2024

ମାଳଦ୍ୱୀପରୁ ଭାରତ ଫେରିଲେ ଭାରତୀୟ ସୈନିକଙ୍କ ପ୍ରଥମ ଟିମ୍‌: ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ମାଳଦ୍ୱୀପରେ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଉଡ଼ାଉଥିବା ଭାରତୀୟ ସେନା ତା’ର ପ୍ରଥମ ସାମରିକ ଦଳକୁ ଏହି ଦ୍ୱୀପଦେଶରୁ ସ୍ୱଦେଶକୁ ଫେରାଇ ଆଣିଛି ବୋଲି ଶୁକ୍ରବାର ଦିନ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି। ସାମରିକ ଦଳ ବଦଳରେ ବେସାମରିକ ବୈଷୟିକ ବିଶେଷଜ୍ଞଙ୍କୁ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ରଭାରୀ ଜେଲରେ ଥିବାରୁ ଏଥର ଉତ୍ତରପ୍ରଦେଶରେ ନିର୍ବାଚନ ଲଢ଼ିବ ନାହିଁ ଆପ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ) ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ। ଆଉ ଦଳୀୟ କର୍ମୀମାନେ ଏଥର ପ୍ରଚାର କରୁଥିବା ଦେଖାଯିବ ନାହିଁ | ସେମାନେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏସପି ଏବଂ କଂଗ୍ରେସର ପ୍ରାର୍ଥୀଙ୍କୁ ବିଜୟୀ…
ଅଧିକ ଖବର ଦେଖନ୍ତୁ...

ସିନେମା ଦୁନିଆକୁ ନେଇ ଜୟାଙ୍କ ଅଭିଯୋଗ

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ ତାଙ୍କ କ୍ୟାରିୟରରେ ଏକାଧିକ ସଫଳ ସିନେମା ଭେଟି ଦେଇଛନ୍ତି। ଏହା ସତ୍ତ୍ବେ ବି ସେ ସିନେମା ଦୁନିଆକୁ ନେଇ ସନ୍ତୋଷ ନଥିବା କହିଛନ୍ତି। ଜୟା ବଚ୍ଚନଙ୍କ କହିବାନୁସାରେ ସେ ଯେଉଁ ଅନୁପାତରେ କାମ କରିଛନ୍ତି ସେ ଅନୁଯାୟୀ ତାଙ୍କୁ ପରିଚୟ କି…
ଅଧିକ ଖବର ଦେଖନ୍ତୁ...

ସରଣ୍ଡାରେ ନକ୍ସଲବିରୋଧୀ ଅଭିଯାନ: ବିସ୍ଫୋରକସାମଗ୍ରୀ ଉଦ୍ଧାର

ବିଶ୍ରା: ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ସୁରକ୍ଷାବାହିନୀ ପକ୍ଷରୁ ନକ୍ସଲବିରୋଧୀ ଅଭିଯାନ ଜାରିରହିଛି। ସୁରକ୍ଷାବାହିନୀ ନକ୍ସଲଙ୍କ କ୍ୟାମ୍ପରେ ପ୍ରବେଶକରି ବିପୁଳ ବିସ୍ଫୋରକ ପଦାର୍ଥ ଜବତ କରିଛି। ସରଣ୍ଡାର ସରୋଜୋମରୁ ଓ ପ୍ରଭଙ୍ଗହାଟ ମଧ୍ୟରେ ଥିବା ଜଙ୍ଗଲପାହାଡ଼ ଅଞ୍ଚଳରେ ଏଥର…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌-କାର୍‌ ଧକ୍କା, ଦମ୍ପତି ମୃତ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ୩୫୩ ଜାତୀୟ ରାଜପଥର ଚଲାନପଡ଼ା ବଡ଼ପୋଲ ପାଖରେ ଏକ ଟ୍ରକ୍‌ ଓ କାର୍‌ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ କାର୍‌ରେ ଥିବା ବଡ଼ଦୋହେଲ ଗ୍ରାମର ସେନାପତି ବାଗ (୩୬) ଓ ସ୍ତ୍ରୀ ସରିତା ବାଗ (୩୨)ଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ,…
ଅଧିକ ଖବର ଦେଖନ୍ତୁ...

ଗାଧୁଆ ଘରେ ଟ୍ୟାପ୍‌ ବାଜି ଶିଶୁକନ୍ୟା ମୃତ, ନଦୀରେ ବୁଡ଼ିଗଲା ୬ ବର୍ଷୀୟ ଝିଅ

ବଲାଙ୍ଗୀର: ସ୍ଥାନୀୟ ବେହେରାପାଲିଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣନିଧି କୁମ୍ଭାରଙ୍କ ଛ' ବର୍ଷର ଝିଅ ଅଭିପ୍ରିୟା ଗାଧୁଆ ଘରକୁ ଯାଇଥିଲେ। ସେ ଉଠିବା ବେଳେ ପାଣି ଟ୍ୟାପ୍‌ ମୁଣ୍ଡରେ ବାଜିଥିଲା। ତାଙ୍କୁ ଭୀମ ଭୋଇ ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟୋରାଲ ବଣ୍ଡକୁ ନେଇ ଏସଆଇଟି ଗଠନ ପାଇଁ କଂଗ୍ରେସର ଦାବି

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଇଲେକ୍ଟୋରାଲ ବଣ୍ଡ ତଥ୍ୟ ନିର୍ବାଚନ ଆୟୋଗ ପ୍ରକାଶ କରିବାର ଗୋଟିଏ ଦିନ ପରେ ରାଜ୍ୟସଭା ସାଂସଦ କପିଲ ସିବଲ ଶୁକ୍ରବାର କହିଛନ୍ତି ଯେ ଏହି ମାମଲାର ତଦନ୍ତ ପାଇଁ ଅଦାଲତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିବା ଉଚିତ।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଏଭଳି କହିଲେ ଶାହା

ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପି -ବିଜେଡି ମଧ୍ୟରେ ଉଭୟ ଦଳର କର୍ମୀଙ୍କ ସହ ନେତା ଦ୍ବନ୍ଦରେ ଥିବାବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା | ଏକ ଜାତୀୟ ଗଣମାଧ୍ୟମର କନକ୍ଳେଭରେ ସେ କହିଛନ୍ତି ମେଣ୍ଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଜେଲରେ ଥାଇ ହତ୍ୟାକାରୀ ଭିଡିଓ କରି କହୁଛି: ‘ମୁଁ ସ୍ବର୍ଗର ମଜା ନେଉଛି, ବଡ଼ମାନଙ୍କ ଆର୍ଶୀବାଦ ଅଛି’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ ପୁଲିସର ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ଠିକାଦାର ରାଜେଶ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ବନ୍ଦୀଥିବ‌ା ହତ୍ୟାକାରୀର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଥିବା ହତ୍ୟାକାରୀର…
ଅଧିକ ଖବର ଦେଖନ୍ତୁ...

କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍‌ ସୋ’କୁ ଅନୁମତି ଦେଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ଆସନ୍ତା ୧୮ ତାରିଖରେ ତାମିଲନାଡୁର କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ ପାଇଁ ମାଡ୍ରାସ ହାଇକୋର୍ଟ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ସୁରକ୍ଷା ବିପଦ ସମେତ ବିଭିନ୍ନ କାରଣ ଦର୍ଶାଇ ଜିଲ୍ଲା ପୁଲିସ ପ୍ରଶାସନ ରୋଡ୍‌ ସୋ’ ପାଇଁ ଅନୁମତି ଦେବାକୁ ମନା କରି…
ଅଧିକ ଖବର ଦେଖନ୍ତୁ...