Daily Archives

March 15, 2024

ନିର୍ବାଚନ ବଣ୍ଡକୁ ନେଇ ମୋଦୀ ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନିର୍ବାଚନୀ ବଣ୍ଡ୍‌ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ନିର୍ବାଚନ କମିସନ ତାଙ୍କ ୱେବସାଇଟ୍‌ରେ ସାର୍ବଜନୀନ କରିଥିଲେ । ଦୁଇଟି ଫାଇଲ୍‌ରେ ଏହି ତଥ୍ୟକୁ କମିସନ ତାଙ୍କ ୱେବସାଇଟ୍‌ରେ ରଖିଛନ୍ତି। ଏକ ଲକ୍ଷ, ୧୦…
ଅଧିକ ଖବର ଦେଖନ୍ତୁ...

ପୁଲିସ ଷ୍ଟେସନରେ ଥିବା ଅଭିଯୁକ୍ତମାନଙ୍କ ପ୍ରମାଣ ନଷ୍ଟ କରି ଦେଉଛନ୍ତି ମୂଷାଦଳ

ନୂଆଦିଲ୍ଲୀ: ସମୟସମୟରେ ଏମିତି ଘଟଣାମାନ ସାମ୍ନାକୁ ଆସିଥାଏ ଯାହାକି ଆଶ୍ଚର୍ଯ୍ୟ କରିଥାଏ। ନିକଟରେ ଆମେରିକାର ଲୁସିୟାନାର ନ୍ୟୁ ଆରଲିୟନ୍ସରେ ଚକିତ କରିଲା ଭଳି ଘଟଣା ଘଟିଛି। ପୁଲିସ ଇନ୍ସପେକ୍ଟର ଏନି କିର୍କପ୍ୟାଟ୍ରିକ ସିଟି କାଉନସିଲ ଅପରାଧିକ ନ୍ୟାୟ ସମିତିଙ୍କୁ କହିଛନ୍ତି କି, ଥାନାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଧୁରା କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ। ବାପା ମାଆଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ। ସମାଜରେ ଉଚିତ ଆଦର ସମ୍ମାନ ପାଇବେ। ବୃଷ: ବ୍ୟବସାୟିକ ଯାତ୍ରା ଫଳପ୍ରଦ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଚାକିରି ପାଇଁ ଡ଼ାକରା…
ଅଧିକ ଖବର ଦେଖନ୍ତୁ...

ଗିରଫ ହେଲେ ଜଳେଶ୍ବର ଥାନାର ପୂର୍ବତନ ଆଇଆଇସି ଧନେଶ୍ବର ସାହୁ

ବାଲେଶ୍ବର: ଦୀର୍ଘଦିନ ପରେ କ୍ରାଇମବ୍ରାଞ୍ଚ୍‌ ପୁଲିସ ହାତରେ ଧରାପଡ଼ିଛନ୍ତି ଜଳେଶ୍ବରର ଜଣେ ଥାନାବାବୁ। ସେ ହେଉଛନ୍ତି ପୂର୍ବତନ ଆଇଆଇସି ଧନେଶ୍ବର ସାହୁ। ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍‌ ସଦଳବଳେ କଟକ ନରସିଂହପୁର ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁଶାସନ, ବିଜେପିର ନୀତି ଆଦର୍ଶ ଅନୁପ୍ରାଣିତ କରିଛି : ଅରିନ୍ଦମ ରାୟ

ଭୁବନେଶ୍ୱର: ଓଡିଶାବାସୀଙ୍କ ସ୍ୱାର୍ଥକୁ ବିଜେଡି କ୍ରମାଗତ ଉପେକ୍ଷା କରୁଛି। ବିଜୁ ଜନତା ଦଳରେ ନେତା ଓ କର୍ମୀଙ୍କୁ ଅବହେଳା କରାଯାଉଛି। ବିଜେଡିରେ ନେତାଙ୍କୁ ସମ୍ମାନ ଓ ଇଜ୍ଜତ ମିଳୁ ନାହିଁ। ଯେଉଁଠି ନେତା ହୋଇ ରାଜ୍ୟ ମୁଖିଆଙ୍କୁ ଭେଟିବାରେ ଅସମର୍ଥ ହେଉଛି, ସେଠି ଓଡ଼ିଶାବାସୀଙ୍କ ସମସ୍ୟାକୁ…
ଅଧିକ ଖବର ଦେଖନ୍ତୁ...

କେ କବିତାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ହାଇଦ୍ରାବାଦ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏମ୍‌ଏଲ୍‌ସି କେ କବିତାଙ୍କୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥାର ଏକ ଟିମ୍‌ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ାଉ କରିବାର କିଛି ଘଣ୍ଟା ପରେ…
ଅଧିକ ଖବର ଦେଖନ୍ତୁ...

ଟିଏମସିକୁ ଝଟକା: ଦଳ ଛାଡି ବିଜେପିରେ ମିଶିଲେ ଦୁଇ ସାଂସଦ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ଡବଲ ଝଟକା ଲାଗିଛି | ଆଜି ପଶ୍ଚିମବଙ୍ଗର ବାରକପୁର ସାଂସଦ ତଥା ବିଦ୍ରୋହୀ ନେତା ଅର୍ଜୁନ ସିଂଙ୍କ ସହ ଅନ୍ୟ ଜଣେ ସାଂସଦ ଦିବେନ୍ଦୁ ଅଧିକାରୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଏହି ଦୁଇ ନେତା ଦିଲ୍ଲୀର…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟାର ଓ ଲେଡି ଡନଙ୍କ ବିବାହ ପରେ ଉଠୁଥିବା ଗୁଜବକୁ ନେଇ ପୁଲିସ ଦେଲା ପ୍ରତିକ୍ରିୟା

ନୂଆଦିଲ୍ଳୀ:  ଦିଲ୍ଲୀରେ ଗ୍ୟାଙ୍ଗଷ୍ଟାରଙ୍କ ବିବାହକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଦିଲ୍ଲୀର ଦ୍ୱାରକାସ୍ଥିତ ସନ୍ତୋଷ ଗାର୍ଡେନରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଓରଫ କାଲା ଜଥେଡି ଏବଂ ଲେଡି ଡନ୍ ଅନୁରାଧା ଚୌଧୁରୀ ଓରଫ୍ ମ୍ୟାଡାମ୍ ମିଂଜ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସୀମା ନିକଟରେ ପ୍ରଥମ ‘ଆପାଚି ଆଟାକ୍‌’ ହେଲିକପ୍ଟର ସ୍କ୍ଵାଡ୍ରନ୍‌ ଗଠନ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ଶୁକ୍ରବାର ପାକିସ୍ତାନ ଫ୍ରଣ୍ଟ ନିକଟ ଯୋଧପୁରର ମରୁଭୂମି ସେକ୍ଟରରେ ନିଜର ପ୍ରଥମ ‘ଆପାଚି ଆଟାକ୍‌’ ହେଲିକପ୍ଟର ସ୍କ୍ଵାର୍ଡନକୁ ଗଠନ ସହ ମୁତୟନ କରିଛି। ଭାରତୀୟ ବାୟୁସେନା ମହାନିର୍ଦ୍ଦେଶକ ଲେଫ୍‌ଟନାଣ୍ଟ ଜେନେରାଲ ଅଜୟ ସୁରି ଏବଂ ହେଲିକପ୍ଟରର ମୂଳ ନିର୍ମାତା…
ଅଧିକ ଖବର ଦେଖନ୍ତୁ...

ବରଗଡ ଚିନିକଳ ଜମି ଇଡକୋକୁ ହସ୍ତାନ୍ତର ହେବ, ଆଗାମୀ ଦିନରେ ନୂତନ ଶିଳ୍ପ ପ୍ରତିଷ୍ଠା କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍‌ ପାଇଁ…
ଅଧିକ ଖବର ଦେଖନ୍ତୁ...