Daily Archives

March 20, 2024

‘ସ୍ୱକଳ୍ପ ସହଯୋଗ’ କାର୍ଯ୍ୟକ୍ରମ: ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ବିଶେଷ ସହାୟତା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଦେଇ ସଶକ୍ତ କରିବା ପାଇଁ ‘ସ୍ୱକଳ୍ପ ସହଯୋଗ’ ନାଁରେ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଇଥିଲା। ବୁଧବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ…
ଅଧିକ ଖବର ଦେଖନ୍ତୁ...

ଇସ୍ତଫା ଦେଲେ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ବରାଡକର, ବିଶ୍ବର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ଭାବେ ପରିଚିତ ଥିଲେ

ଡବଲିନ : ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ବରାଡକର ହଠାତ୍ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ବୁଧବାର ଇସ୍ତଫା ଘୋଷଣା କରିବା ବେଳେ ବରାଡକର ତାଙ୍କ ନିଷ୍ପତ୍ତି ପଛରେ ବ୍ୟକ୍ତିଗତ ଓ ରାଜନୈତିକ କାରଣ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦ ସହିତ…
ଅଧିକ ଖବର ଦେଖନ୍ତୁ...

ଗାଜା ଭୋକିଲାଙ୍କ ଭୋକକୁ ଯୁଦ୍ଧ ଅସ୍ତ୍ର ଭାବେ ବ୍ୟବହାର କରୁଛି ଇସ୍ରାଏଲ୍: ଜାତିସଂଘ ପ୍ରକଟ କଲା ଚିନ୍ତା

ଜେନେଭା: ଗାଜାରେ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଜାରି ରହିଛି। ଗାଜାରେ ଭୋକିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ। ଆମେରିକା ଏବଂ ଡେନମାର୍କର ବିମାନ ଦ୍ବାରା ଭୋକିଲାଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟ ପ୍ୟାକେଟ ପକାଯାଉଛି।…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ମୋଦୀଙ୍କ ଭୁଟାନ ଗସ୍ତ ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁଟାନ ଗସ୍ତକୁ ସ୍ଥଗିତ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସେଠାରେ ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୁଟାନ ଗସ୍ତକୁ ମାର୍ଚ୍ଚ ୨୧-୨୨ରେ ସ୍ଥଗିତ ରଖାଯାଇଛି, ଖୁବ ଶୀଘ୍ର ଏହି ଗସ୍ତର ନୂତନ ତାରିଖ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ବାପା ହେବା ଖୁସିରେ ବର୍ଷକ ପାଇଁ ଛୁଟି ନେବେ ରଣବୀର!

ନୂଆଦିଲ୍ଲୀ: ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଘରକୁ ଖୁବଅଳ୍ପ ଦିନ ମଧ୍ୟରେ ନୂଆ ଅତିଥିଙ୍କ ଆଗମନ ହେବ। ଅନେକ ବର୍ଷ ଧରି ଡେଟିଂ କରିବା ପରେ ରଣବୀର ଓ ଦୀପିକା ପରସ୍ପରକୁ ୨୦୧୮ ନଭେମ୍ବର ୧୪ ତାରିଖରେ ଇଟାଲୀର କୋମୋ ହ୍ରଦର ଭିଲ୍ଲା ଡେଲ ବାଲବିୟାନେଲୋରେ ବିବାହ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଅଦିନିଆ ବର୍ଷାରେ ବେହାଲ କଳାହାଣ୍ଡି ଚାଷୀ: ୩୦ରୁ ୪୦ ପ୍ରତିଶତ ପିଆଜ ଚାଷ ନଷ୍ଟ ଆଶଙ୍କା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ୨ ଦିନ ଧରି ଅଦିନିଆ ବର୍ଷା ଯୋଗୁଁ କଳାହାଣ୍ଡି ଚାଷୀ ବେହାଲ ହୋଇ ପଡ଼ିଛନ୍ତି। ଡାଲି ଜାତୀୟ ଶସ୍ୟ, ପନିପରିବା ଓ ପିଆଜ ଚାଷୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରାୟ ୩୦ରୁ ୪୦ ପ୍ରତିଶତ ପିଆଜ ଓ ପନିପରିବା ଚାଷ ନଷ୍ଟ ହୋଇଥିବା ଆଶଙ୍କା…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନକୁ ସୈନ୍ୟ ପଠାଇବ ଫ୍ରାନ୍ସ , ଯୁଦ୍ଧର ପରିସର ବଢିବା ଆଶଙ୍କା

ପ୍ୟାରିସ୍: ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଫ୍ରାନ୍ସର ଏକ ପଦକ୍ଷେପ ସ୍ଥିତିକୁ ଆହୁରି ଜଟିଳ କରିବାର ଆଶଙ୍କା ଦେଖାଦେଇଛି । ଏପରିକି ଏହା ଏକ ତୃତୀୟ ବିଶ୍ବଯୁଦ୍ଧର ସୁତ୍ରପାତ କରାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ଫ୍ରାନ୍ସ ସୈନିକମାନେ ୟୁକ୍ରେନ ଯିବାକୁ ପ୍ରସ୍ତୁତ ଅଛନ୍ତି…
ଅଧିକ ଖବର ଦେଖନ୍ତୁ...

ବୋଲେରୋ ଧକ୍କାରେ ଯୁବକ ମୃତ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ବ୍ରାହ୍ମଣୀପାଲି ନିକଟରେ ଏକ ବୋଲେରୋ ଧକ୍କାରେ ଅଇଁଲାଝରଣ ଗାଁର ସୁରେନ୍ଦ୍ର ବିଶ୍ୱାଳ (୩୫) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବୁଧବାର ଦିନ ପ୍ରାୟ ୧୨ଘଣ୍ଟା ସମୟରେ ସୁରେନ୍ଦ୍ର ଏକ ବାଇକ୍ ଯୋଗେ  ଅଇଁଲାଛାଟକୁ ଆସୁଥିଲେ। ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ମତେ କିଙ୍ଗ୍ ଡାକନ୍ତୁ ନାହିଁ, ଲାଗୁଛି ଲାଜ: ଅନୁରୋଧ କଲେ ବିରାଟ

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ପକ୍ଷରୁ କର୍ଣ୍ଣାଟକର ବେଙ୍ଗାଲୁରୁର ଚେନ୍ନାସ୍ବାମୀ ଷ୍ଟାଡିୟମରେ ଦଳର ଅନବକ୍ସ ଇଭେଣ୍ଟ ଅଯୋଜନ କରାଯାଇଥିଲା। ଏହି ଅବସରରେ କେତେକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଟିମ୍ ର ନାମରେ ବାଙ୍ଗାଲୋର ବଦଳରେ ବେଙ୍ଗାଲୁରୁ ଯୋଡ଼ା ଯିବା…
ଅଧିକ ଖବର ଦେଖନ୍ତୁ...

ଆଶ୍ରମର ଅନ୍ତେବାସୀଙ୍କ ସହ ବସି ପଖାଳ ଖାଇଲେ ବିଧାୟକ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ/ଧାମନଗର: ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ଭିନ୍ନ ଢଙ୍ଗରେ ପାଳିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଧାମନଗର ଖଡ଼ିପଦା ପଞ୍ଚାୟତରେ ଥିବା କାଞ୍ଜିଆପାଳ ମହାପୁରୁଷ ଆଶ୍ରମର ଅନ୍ତେବାସୀଙ୍କ ସହ ମିଶି ବିଧାୟକ ସୂରଜ ଆଜି ପଖାଳ ଖାଇବା ଦେଖିବାକୁ ମିଳିଛି।  ବିଧାୟକ…
ଅଧିକ ଖବର ଦେଖନ୍ତୁ...