Daily Archives

March 20, 2024

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

‌ମେଷ: ଆପଣଙ୍କୁ କିଛି କାମରେ ସଫଳତା ମିଳିପାରେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। କୌଣସି ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରନ୍ତି। ବନ୍ଧୁ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ। ବୃଷ: ନକାରାତ୍ମକ ଚିନ୍ତା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ। ବ୍ୟବସାୟ କାମରେ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଡମପଡ଼ା କାଜୁ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଡମପଡା କାଜୁ ଜଙ୍ଗଲରୁ ବୁଧବାର ଦିନ ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ବାଙ୍କୀ ଅଗ୍ନିଶମ ବିଭାଗ ପଛପଟେ ରହିଥିବା କାଜୁ ଜଙ୍ଗଲରେ ଆଜି କିଛି ବ୍ୟକ୍ତି ଉକ୍ତ ନର କଙ୍କାଳକୁ ଠାବ କରିବା ପରେ ବାଙ୍କୀ ପୁଲିସକୁ ସୂଚନା ପ୍ରଦାନ କରିଥିଲେ। ବାଙ୍କୀ…
ଅଧିକ ଖବର ଦେଖନ୍ତୁ...

ପୁଣି ତାଣ୍ଡବ ରଚିଲା ଗୋଠଛଡ଼ା ଦନ୍ତା: ଘର ଭାଙ୍ଗି ମହିଳାଙ୍କ ଗୋଡ଼ ଭାଙ୍ଗିଲା, ଧାନ-ଚାଉଳ ଖାଇଲା

ବେତନଟୀ ସଦର: ମଙ୍ଗଳବାର ରାତି ସାରା ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ଗଡଦେଉଳିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୋଠ ଛଡା ଦନ୍ତାର ଉତ୍ପାତ କରିଛି। କୋଉଠି ଘର ଭାଙ୍ଗିଲା ତ କୋଉଠି ଗ୍ରାମବାସୀଙ୍କୁ ଆକ୍ରମଣ କଲା ଓ ଖାଇଗଲା ଗରିବର ବର୍ଷକର ସଞ୍ଚିତ ଧାନଚାଉଳ। ସେହିପରି ହାତୀ ଆକ୍ରମଣରେ…
ଅଧିକ ଖବର ଦେଖନ୍ତୁ...

ପୁଟିନଙ୍କ ପରେ ଜେଲେନସ୍କିଙ୍କ ସହ କଥାହେଲେ ମୋଦୀ, ଯୁଦ୍ଧ ସମାପ୍ତି ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ଶାନ୍ତିର ସମସ୍ତ ଉଦ୍ୟମ ଏବଂ ରୁଷିଆ-ୟୁକ୍ରେନ ବିବାଦର ଶୀଘ୍ର ଅନ୍ତ ପାଇଁ ଭାରତର ନିରନ୍ତର ସମର୍ଥନ ଥିବା ଜଣାଇଛନ୍ତି। ୟୁକ୍ରେନକୁ ଭାରତ ମାନବିକ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ମଠକୁ ଯାଆନ୍ତୁ ଯୋଗୀ: କଂଗ୍ରେସର କଡ଼ା ସମାଲୋଚନା

ଲକ୍ଷ୍ନୌ: ବଦାୟୁଁରେ ଘଟିଥିବା ଦୁଇ ହତ୍ୟାକାଣ୍ଡ ନେଇ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅଜୟ କହିଛନ୍ତି ରାଜ୍ୟରେ ଏବେ ଜଙ୍ଗଲରାଜ୍ ଚାଲିଛି। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଚାଷୀଙ୍କ ଉପରେ କାର୍ ଚଢ଼ାଇ…
ଅଧିକ ଖବର ଦେଖନ୍ତୁ...

କିଛି କାମ କରାଯାଇନାହିଁ, କେମିତି ଭୋଟ ମିଳିବ: ନିର୍ବାଚନ ଲଢ଼ିବାକୁ ମନା କଲେ ପ୍ରତିଭା

ନୂଆଦିଲ୍ଲୀ: ସାରା ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ସମସ୍ତ ଦଳ ମଧ୍ୟ ପ୍ରାର୍ଥୀ ଘୋଷଣା କରୁଛନ୍ତି। ଅନେକ ପ୍ରାର୍ଥୀଙ୍କୁ ଟିକେଟ୍ ମିଳିଛି ଓ କେତେକଙ୍କ ଟିକେଟ ମଧ୍ୟ କଟାଯାଇଛି। ତେବେ କିଛି ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଟିକେଟ ପାଇବା ପରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ପହଞ୍ଚି ଝିଅ ଓ ସ୍ବାମୀ ସହିତ ଭଗବାନ ରାମଲଲ୍ଲାଙ୍କ ଦର୍ଶନ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଅନେକ ଦିନପରେ ଭାରତ ଫେରି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ଝିଅ ମାଳତୀ ମେରୀ ଚୋପ୍ରାଙ୍କ ସହିତ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ କରିଥିଲେ। ପରିବାର ସହିତ ପ୍ରିୟଙ୍କା ରାମଲଲ୍ଲାଙ୍କ ଦର୍ଶନ କରିବା ସମୟର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ…
ଅଧିକ ଖବର ଦେଖନ୍ତୁ...

ଏଡିଆର୍‌ ରିପୋର୍ଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ୬୩ କୋଟି

ଭୁବନେଶ୍ବର: ଆସୋସିଏସନ୍‌ ଫର ଡେମୋକ୍ରେଟିକ୍ସ ରିଫର୍ମସ (ଏଡିଆର) ରିପୋର୍ଟ ପ୍ରକାଶିତ ହୋଇଛି। ଏଥିରେ ଧନୀ ବିଧାୟକଙ୍କ ତାଲିକା ପ୍ରକାଶ ପାଇଛି। ରିପୋର୍ଟରେ କେଉଁ ବିଧାୟକଙ୍କ କେତେ ସମ୍ପତ୍ତି ରହିଛି ସେନେଇ ତାଲିକା ପ୍ରକାଶିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ୬୩…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲ୍‌ରେ ସହକାରୀ ଯନ୍ତ୍ରୀ: ଅଫିସ୍‌ ଆଲମିରାରୁ ଏକ ଲକ୍ଷ ୭୪ହଜାର ଟଙ୍କା ଜବତ

ଖୋର୍ଦ୍ଧା: ୫୦ହଜାର ଟଙ୍କା ଲାଞ୍ଚ ନେଇ ଖୋର୍ଦ୍ଧା ବ୍ଲକ୍‌ର ମହିଳା ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଆଜି ଭିଜିଲାନ୍‌ସ ହାବୁଡ଼ରେ ଧରାପଡ଼ିଛନ୍ତି। ତା’ ସହିତ ତାଙ୍କ ଅଫିସ୍‌ କାର୍ଯ୍ୟାଳୟର ବି ତଲାସି ନିଆଯାଇଛି। ଅଫିସ୍‌ ଆଲମିରାରୁ ଭିଜିଲାନ୍‌ସ ଟିମ୍‌ ଏକ ଲକ୍ଷ ୭୪ହଜାର ଟଙ୍କା ଜବତ…
ଅଧିକ ଖବର ଦେଖନ୍ତୁ...

ପୁଣି ବଦଳିଲା ନିଟ୍-ପିଜି ପରୀକ୍ଷା ତାରିଖ, ଏବେ ଏହି ତାରିଖରେ ହେବ ପରୀକ୍ଷା

ନୂଆଦିଲ୍ଲୀ : ନିଟ୍ ପିଜି ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ପୁଣି ଥରେ ନ୍ୟାସନାଲ ଏଲିଜିବିଲିଟି-ଏଣ୍ଟ୍ରାନ୍ସ ଟେଷ୍ଟ- ପୋଷ୍ଟ ଗ୍ରାଜୁଏଟ୍ (ନିଟ୍ ପିଜି)ରେ ପରିବର୍ତ୍ତନ କରିଛି। ଏ ନେଇ ଅଫିସିଆଲ୍ ୱେବସାଇଟରେ…
ଅଧିକ ଖବର ଦେଖନ୍ତୁ...