Daily Archives

March 26, 2024

ଜୁନ୍ ୪ରେ ପୁଣି ହୋଲି ପାଳନ କରିବୁ: ଚିରାଗ ପାସୱାନ

ନୂଆଦିଲ୍ଲୀ: ଆସନ୍ତାକାଲି ବିହାରରେ ଲୋକସଭା ନିର୍ବାଚନ ଲାଗି ଏନଡିଏର ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ରାମବିଳାସ ପାଶୱାନ ଗୋଷ୍ଠୀ) ନିଜର ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା କରିବ ବୋଲି ଏହାର ନେତା ଚିରାଗ ପାସୱାନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପୁଣି ଜୁନ୍ ୪ ତାରିଖରେ ସାରା ଦେଶ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ଚେନ୍ନାଇ ବିପକ୍ଷରେ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଗୁଜରାଟ୍‌

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସପ୍ତଦଶ ସଂସ୍କରଣର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଗୁଜରାଟ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ…
ଅଧିକ ଖବର ଦେଖନ୍ତୁ...

ହୋଲି ଖେଳୁଥିବା ବେଳେ ଅଘଟଣ: ତିନିଜଣ ଶିଶୁଙ୍କ ସମେତ ଜଳିଗଲେ ୭ଜଣ

ନୂଆଦିଲ୍ଲୀ: ପୂର୍ବଦିଲ୍ଲୀର ପାଣ୍ଡବ ନଗର ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହୋଲି ଖେଳୁଥିବା ବେଳେ ତିନିଜଣ ଶିଶୁଙ୍କ ସମେତ ୭ଜଣ ଜଳିଯାଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଆଜି ରଙ୍ଗର ପର୍ବ ହୋଲି ହେତୁ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରରେ ଶାନ୍ତି ଶୃଙ୍ଖଳାର ସହ ଦୋଳ ମହୋତ୍ସବ ସମ୍ପନ୍ନ, ହରିହର ଭେଟ ଆୟୋଜନ

ବୀରମହାରାଜପୁର: ପୁରାଣରେ ବର୍ଣ୍ଣିତ ଅଛି ‘ଦୋଳେଚ ଦୋଳ ଗୋବିନ୍ଦ, ଚାପେଚ ମଧୁସୂଦନ୍‌, ରଥେ ତୁ ବାମନ ଦୃଷ୍ଟା, ପୁନଃ ଜନ୍ମ ନ ବିଦ୍ୟତେ।’ ଏହି ଉକ୍ତିକୁ ଆଧାର କରି କେଉଁ ଦିନ ଠାରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଦୋଳଯାତ୍ରା ତଥା ହରିହର ଭେଟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣ ଚୀନ ନାଗରିକଙ୍କର ମୃତ୍ୟୁ

ଲାହୋର: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣ ଚୀନ୍ ନାଗରିକଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ ପୁଲିସର ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ ଉତ୍ତର-ପଶ୍ଚିମ ପାକିସ୍ତାନରେ ଚୀନ ନାଗରିକମାନେ ଯାଉଥିବାବେଳେ ସେମାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା | ଏହି ଆକ୍ରମଣରେ ବୋମା…
ଅଧିକ ଖବର ଦେଖନ୍ତୁ...

ହୋଲି ଖେଳିସାରି ଗାଧୋଉଥିଲେ ଯୁବକ, କେନାଲରେ ବୁଡ଼ିଗଲେ

ସମ୍ବଲପୁର: ହୋଲି ଖେଳିସାରି ଗାଧୋଉଥିବା ବେଳେ କେନାଲରେ ବୁଡ଼ି ମଙ୍ଗଳବାର ଦିନ ଅପରାହ୍‌ଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୃଥ୍ୱୀରାଜ ବେହେରା। ସେ ଚାଉଁରପୁର ମୁଣ୍ଡଘାଟ ନିକଟରେ ଥିବା କେନାଲକୁ ଯାଇଥିଲେ। ଗାଧୋଉଥିବା ବେଳେ କେନାଲର ସୁଅରେ ଭାସିଯାଇଥିଲେ। ସେପଟେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ପୁଣି ଏକ ଝଟକା: ବିଜେପିରେ ଯୋଗ ଦେଲେ ଲୁଧିଆନା ଲୋକସଭା ସାଂସଦ ରବନିତ ସିଂ ବିଟ୍ଟୁ

ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଏକ ଝଟକା। ଦଳର ଲୁଧିଆନା ଲୋକସଭା ସାଂସଦ ରବନିତ ସିଂ ବିଟ୍ଟୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ଦଳରେ ସାମିଲ ହୋଇଛନ୍ତି। ସେ ବିନୋଦ ତାୱଡେ ଏବଂ ବିଶାଲ ସିଂଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ମସ୍ତିଷ୍କ ଅସ୍ତ୍ରୋପଚାର ପରେ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଲେ ସଦଗୁରୁ ଜଗ୍‌ଗୀ ବାସୁଦେବ

ନୂଆଦିଲ୍ଲୀ:  ଆଧ୍ୟାତ୍ମକ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ସଦଗୁରୁ ଜଗ୍ଗି ବାସୁଦେବଙ୍କ ମାର୍ଚ୍ଚ ୧୭ରେ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଅସ୍ତ୍ରୋପଚାର ପ‌ରେ ସଦଗୁରୁ ନି‌ଜେ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ଲୋକଙ୍କୁ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି। ୧୯ ସେକେଣ୍ଡର ଏହି…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ବନ୍ଦର କିଣିବେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଆଦାନୀ ପୋର୍ଟସ୍ ଓଡିଶାର ଗୋପାଳପୁର ବନ୍ଦର କିଣିବାକୁ ପ୍ରସ୍ତୁତ ହୋଇଛି। ଏହି ବନ୍ଦରର ୫୬ ପ୍ରତିଶତ ଅଂଶ ରିଅଲ୍ ଇଷ୍ଟେଟ୍ ଗ୍ରୁପ୍ ଶାପୁରଜୀ ପାଲୋଞ୍ଜୀ ଗ୍ରୁପ୍ ପାଖରେ ଅଛି | ଯାହାକୁ ଆଦାନୀ ବନ୍ଦର କିଣିବାକୁ ଯାଉଛି | ଏହା ବ୍ୟତୀତ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ହୋଲିରେ ମିଳିଲା ଖୁସି ଖବର: ନିଖୋଜ ଓଡ଼ିଆ ଯୁବକ ୧୭ ମାସ ପରେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର

ବାରଙ୍ଗ: ହୋଲିରେ ମିଳିଲା ଖୁସି ଖବର। ନିଖୋଜ ହେବାର ୧୭ ମାସ ପରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ରତାଗଡ ଲେଙ୍କାସାହିର ନିଖୋଜ ସୋମନାଥ ରାଉଳ(୨୯) ତେଲେଙ୍ଗାନାର ବିଜୟୱାଡାରୁ ଉଦ୍ଧାର ହୋଇ ଥିବା ଖବାର ମିଳିଛି। ସେଠାରେ ପୁଲିସ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସୋମନାଥକୁ ଫସି…
ଅଧିକ ଖବର ଦେଖନ୍ତୁ...