ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ସୋର : ମେଲୋଡି ଦେଖି ଫେରୁଥିବା ଯୁବକଙ୍କୁ ହତ୍ୟା !

ସୋର: ଗତକାଲି ବିଳମ୍ବିତ ରାତିରେ ଖଇରା ଥାନା ଅନ୍ତର୍ଗତ ଓଝାପୋଖରି ନିକଟରେ କାଳୀପୂଜା ପାଇଁ ହେଉଥିବା ମେଲୋଡି ଦେଖି ଘରକୁ ଫେରୁଥିବା ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ପୁଲିସ ଏହାକୁ ଲଏକ ଦୁର୍ଘଟଣାଜନିତ ମୃତ୍ୟୁ କହୁଥିବା ବେଳେ ପରିବାର ଲୋକେ ଏହା ଏକ ସୁପରିତକଳ୍ପିତ ହତ୍ୟାକାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଦିନକୁ ହେଉଛି ଅଧମିଟର କାମ

ବାଲେଶ୍ୱର, (ଅବିନାଶ ମହାପାତ୍ର): ବାଲେଶ୍ୱର ସହରରର ପ୍ରବେଶ ପଥ ତାମୁଳିଆ ଫ୍ଲାଇଓଭର କାମ କଚ୍ଛପ ଗତିରେ ଚାଲିଛି। ୪ ବର୍ଷରେ ଯେତିକି କାମ ହୋଇଛି, ସେଥିରୁ ହାରାହାରି ଦିନକୁ ପଡ଼ୁଛି ଅଧାମିଟର। ଫଳରେ ପ୍ରଥମ ଧାର୍ଯ୍ୟ ସମୟ ତ ସରିଛି, ସଂଶୋଧିତ ତାରିଖ ସୁଦ୍ଧା ଯେ କାମ ସରିବ କି ନାହିଁ, ସେନେଇ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଆରୋହୀଙ୍କ ପାଖରୁ ରିଭଲ୍‌ଭର ଜବତ

ସୋର : ସୋର ଷ୍ଟେସନ ନିକଟରେ ଏକ ବାଇକ୍‌ରେ ଯାଉଥିବା ଦୁଇଜଣ ଯୁବକଙ୍କ ପକେଟରୁ ଖସିପଡ଼ିଥିବା ଏକ ରିଭଲ୍‌ଭରକୁ ସୋର ପୁଲିସ୍‌ ଜବତ କରିଛି। ଏହି ଘଟଣା ପରେ ଯୁବକ ଦୁହେଁ ଖସି ପଳାଇଛନ୍ତି। ଆଜି ଅପରାହ୍‌ଣରେ ଷ୍ଟେସନ ବାଇକ୍‌ ଷ୍ଟାଣ୍ଡ ନିକଟରେ ଏହି ଘଟଣା ଘଟିଛି। ଏକ ବାଇକ୍‌ରେ ଦୁଇଜଣ ଅଚିହ୍ନା…
ଅଧିକ ଖବର ଦେଖନ୍ତୁ...

କ୍ଷତିପୂରଣ ଦାବିରେ ଶବ ରଖି ଟାୟାରଜାଳି ରାସ୍ତା ଅବରୋଧ

ଖଇରା : ସୋର-କୁପାରୀ ରାସ୍ତାର ଧୋବାଗଡିଆ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରକ୍‌ ଧକ୍କାରେ ଧୋବାଗଡିଆ ଗ୍ରାମର ମୁରଲୀ ଦାସ(୩୪) ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ଶବରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଶନିବାର ସକାଳଠାରୁ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢ଼ଉ, ୫ ଗିରଫ

ଜଳେଶ୍ୱର : ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଜଳେଶ୍ୱର ଓ କମର୍ଦ୍ଦା ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇ ୫ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କମର୍ଦ୍ଦା ଥାନା ଦାରୁହା ଗ୍ରାମର ରବି ସିଂ(୩୫), ଭୋଗରାଇ ଥାନା ସରସ୍ୱତୀପୁର ଗ୍ରାମର ଶମ୍ଭୁ ବେହେରା(୪୮),…
ଅଧିକ ଖବର ଦେଖନ୍ତୁ...

୩ ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍‌

ଜଳେଶ୍ୱର : କମର୍ଦ୍ଦା ଥାନା ଅଧୀନ ବାସୁଳିପାଟ ଗ୍ରାମରେ ଜନୈକ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ଓ ତାଙ୍କ ସମ୍ପର୍କୀୟ ମହିଳାଙ୍କୁ ଅସଦାଚରଣ ଉଦ୍ୟମ ମାମଲାର ରାୟ ପ୍ରକାଶ ପାଇଛି। ଜଳେଶ୍ୱର ସହକାରୀ ଦୌରା ଜଜ୍‌ ବିନୋଦ ବିହାରୀ ସାହୁ ମାମଲାର ବିଚାର କରି ୩ ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ…
ଅଧିକ ଖବର ଦେଖନ୍ତୁ...

ଡାଇରିଆରେ ୨ ମୃତ, ୧୦ରୁ ଉର୍ଦ୍ଧ୍ୱ ସଂକ୍ରମିତ

ବାଲେଶ୍ୱର : ରେମୁଣା ବ୍ଲକ୍‌ କରଞ୍ଜିଆ ପଞ୍ଚାୟତ କାସିମାବାଦ ଗାଁର ଡାଇରିଆରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଗାଁର ୧୦ରୁଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସପ୍ତାହେ ହେଲା ଗାଁରେ ଡାଇରିଆ ବ୍ୟାପିଛି। ୨୨ ତାରିଖ ଦିନ ରାମହରି ସିଂଙ୍କ ପତ୍ନୀ ବାସନ୍ତି (୫୨)ଙ୍କୁ…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରଙ୍କୁ କନ୍‌ଷ୍ଟେବଳଙ୍କ ବସ୍‌ଉଠ୍‌ କରାଇବା ଘଟଣା : ଆଇଆଇସିଙ୍କୁ ରିପୋର୍ଟ ମାଗିଲେ ଏସ୍‌ପି

ବାଲିଆପାଳ : ବାଲିଆପାଳ ଥାନା ଜାମକୁଣ୍ଡା ଫାଣ୍ଡିର କନ୍‌ଷ୍ଟେବଳ ଦୀପକ ପ୍ରଧାନ ୫ ଜଣ କଲେଜ ଛାତ୍ରଙ୍କୁ ରାସ୍ତାରେ ବସ୍‌ଉଠ୍‌ କରାଇବା ଘଟଣାରେ ଆଜି ବାଲେଶ୍ୱର ଏସ୍‌ପି ନୀତିଶେଖର ମୁଣ୍ଡ ପୂରାଇଛନ୍ତି। ଏସ୍‌ପି ବାଲିଆପାଳ ଆଇଆଇସି କ୍ଷମାସାଗର ପଣ୍ଡାଙ୍କୁ ଘଟଣା ବିଷୟରେ ସବିଶେଷ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଥମୁନି ଡେଙ୍ଗୁ, ବାଲେଶ୍ୱରରେ ପୁଣି ୮ ଆକ୍ରାନ୍ତ

ବାଲେଶ୍ୱର : ସମଗ୍ର ରାଜ୍ୟରେ ଚଳିତବର୍ଷ ବାଲେଶ୍ୱର ଜିଲ୍ଲାର ଡେଙ୍ଗୁ ରୋଗୀ ସଂଖ୍ୟା ସର୍ବାଗ୍ରେ ରହିଛି। ଏଇ କିଛିଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଏକାଧିକ ରୋଗୀ ଡେଙ୍ଗୁ ପରୀକ୍ଷା ଓ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସୁଛନ୍ତି। ଏହାର ନିୟନ୍ତ୍ରଣ ପାଇଁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର: ଆଜି ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ରଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୬ଟି ଟିମ୍‌ ଏକକାଳୀନ ଶ୍ରୀ ପାତ୍ରଙ୍କ ବାଲେଶ୍ୱରସ୍ଥିତ ଅଫିସ, ବାସଗୃହ, ଭୁବନେଶ୍ୱର ମଧୁସୁଦନନଗରସ୍ଥିତ ଘର,…
ଅଧିକ ଖବର ଦେଖନ୍ତୁ...