ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

୩ ଦୋକାନ ଜଳିଗଲା

ବାଲେଶ୍ୱର : ଆଜି ଦ୍ୱିପ୍ରହରରେ ବାଲେଶ୍ୱର ସହରର ତେଲେଙ୍ଗାସାହିସ୍ଥିତ ବିଦ୍ୟୁତ୍‌ମାର୍ଗ ରାସ୍ତା ପାର୍ଶ୍ୱରେ ଥିବା ୩ଟି ଦୋକାନ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ଛାରଖାର ହୋଇଯାଇଛି। ପ୍ରାୟ ଦେଢ଼ଟା ବେଳେ ଏହି ନିଆଁ ଲାଗିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ଭାଷା ଆୟୋଗ ଗଠନ ଦାବି : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଇନ୍‌ ଅମାନ୍ୟ ଆନ୍ଦୋଳନ

ବାଲେଶ୍ୱର : ଓଡ଼ିଆ ଭାଷା ଆୟୋଗ ଗଠନ ଓ ଆଇନ ଅମାନ୍ୟକାରୀଙ୍କୁ ଦଣ୍ଡବିଧାନ ପାଇଁ ଦାବି ଜୋର୍‌ ଧରିଛି। ଏନେଇ ବାଲେଶ୍ୱର ଜିଲ୍ଲା ଭାଷା ସୁରକ୍ଷା ସମ୍ମିଳନୀ ଆହ୍ଵାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନଅମାନ୍ୟ ଆନ୍ଦୋଳନ ହୋଇଥିଲା। ଏଥିରେ ପ୍ରାୟ ୨୫୦ ଜଣ କର୍ମୀ ଗିରଫ ହୋଇଥିଲେ। ଆଜି…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ବାଳିକା ମୃତ, ୪ ବର୍ତିଗଲେ

ଔପଦା : କାଳ ସାଜିଲା ପାଣି। ଆଜି ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କ ଜୀବନ ଯାଇଥିବା ବେଳେ ଆଉ ୪ ଜଣ ଅଳ୍ପକେ ବର୍ତିଯାଇଛନ୍ତି। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ ଅଘିରାପଦା ଗ୍ରାମ ଦେଉରିସାହିରେ। ସାହିର ୫ ଜଣ ଆଦିବାସୀ ବାଳକ ଓ ବାଳିକା ନିକଟସ୍ଥ ପୋଖରୀରେ ସବୁଦିନ ପରି…
ଅଧିକ ଖବର ଦେଖନ୍ତୁ...

ବ୍ରାଉନ୍‌ସୁଗାର ଜବତ : ୨ ଯୁବକଙ୍କ ସହ ଦମ୍ପତି ଗିରଫ

ଜଳେଶ୍ୱର/ବାହାର୍ଦ : ଆଜି ବାଲେଶ୍ୱର ଜିଲ୍ଲାର ପୃଥକ୍‌ ସ୍ଥାନରୁ ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର ସହ ଜଳେଶ୍ୱରରୁ ଦୁଇଜଣ ଯୁବକ ଗିରଫ ହୋଇଥିବା ବେଳେ ବସ୍ତାରୁ ଏକ ଦମ୍ପତି ଗିରଫ ହୋଇଥିବା ଜଣାପଡ଼ିଛି। ଜଳେଶ୍ୱର ଅବକାରୀ ବିଭାଗ ଓ ସଦର ଅବକାରୀ ରେଞ୍ଜ ଇନ୍‌ସପେକ୍ଟରଙ୍କ ମିଳିତ…
ଅଧିକ ଖବର ଦେଖନ୍ତୁ...

ପୁଲିସ ହାତରୁ ଚମ୍ପଟ ଅଭିଯୁକ୍ତ ଗିରଫ

ଜଳେଶ୍ୱର : ପୁଲିସ ହାତରୁ ଚମ୍ପଟ ମାରି ଲୁଚିଥିବା ଜଣେ ଅଭିଯୁକ୍ତକୁ ଆଜି ଜଳେଶ୍ୱର ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଉଛି ସୁଗୋ ଗ୍ରାମର ଅମୂଲ୍ୟ ଘଡ଼େଇଙ୍କ ପୁଅ ବଳରାମ(୨୧)। ବଳରାମକୁ ଏକ ନାବାଳିକା ଛାତ୍ରୀ ଅପହରଣ ମାମଲାରେ ପୁଲିସ ଗିରଫ କରିଥିଲା। ୧୧ ତାରିଖ ଦିନ ତାକୁ ବାଲେଶ୍ୱର…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ଯୁବକଙ୍କ ତଣ୍ଟିକାଟି ହତ୍ୟା

ନୀଳଗିରି: ଗତକାଲି ରାତିରେ ନୀଳଗିରି ଥାନା ଅନ୍ତର୍ଗତ ରାଧାକିଶୋରପୁର ଗ୍ରମେର ନରେନ୍ଦ୍ର ସିଂହ(୪୨)ଙ୍କୁ ସେହିଗ୍ରାମର ପିଙ୍କୁଆ ଜେନା(୨୪ ବର୍ଷ) ତଣ୍ଟିକାଟି ହତ୍ୟା କରିଛି। ହତାକାଣ୍ଡ ପରେ ବିଳମ୍ବିତ ରାତିରେ ପିଙ୍କୁଆ ଯାଇ ଅଯୋଦ୍ଧା ଫାଣ୍ଡିରେ ଆତ୍ମସମର୍ପଣ କରିଛି। ଅନୈତିକ ସମ୍ପର୍କକୁ ନେଇ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଦୁର୍ଘଟଣାରେ ଯୁବକ ମୃତ

ବାଲେଶ୍ୱର: ଆଜି ଅପରାହ୍‌ଣରେ ସଦର ଥାନା ଅନ୍ତର୍ଗତ ମଡର୍ଣ୍ଣ ଇଞ୍ଜିନିୟରିଂ କଲେଜ ନିକଟରେ ଏକ ଟ୍ରକ୍‌ ଧକ୍‌କାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଉଛନ୍ତି ଚାନ୍ଦିପୁର ଥାନା ଅନ୍ତର୍ଗତ ମୁଲ୍ଲାନଗର ଗ୍ରାମର ରତ୍ନାକର ବେହେରାଙ୍କ ପୁଅ ଅକ୍ଷୟ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ପରେ ଆଖିବୁଜିଲେ ସ୍ତ୍ରୀ

ବଡ଼ସାହି: ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣେ ମହିଳା ଶ୍ରମିକଙ୍କର ଗତକାଲି ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଊର୍ମିଳା ମହାଳିକ। ଗତ ଅଗଷ୍ଟ ୧୩ରେ ସେ ପିକ୍‌ଅପ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ସେଦିନ ଦୁର୍ଘଟଣାରେ ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ଜଡ଼ିଦା ଗ୍ରାମର ୫…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍‌ ଅନ୍ତର୍ଗତ ଦହିମାଳ ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଇ ଅବକାରୀ ବିଭାଗକୁ ହଟହଟା ହେବାକୁ ପଡ଼ିଛି। ଅବକାରୀ ବିଭାଗ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିଥିବା ବେଳେ ଗାଁ ଲୋକେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଗାଁରେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନୀଳଗିରି : ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ନୀଳଗିରି ଥାନାରେ ପହଞ୍ଚିଛି। ଏମିତି କାଣ୍ଡ ଭିଆଇଥିବା ଶ୍ରୀପତିପୁର ଗାଁର ଜଣେ ଯୁବକ ବିରୋଧରେ ଅଭିଯୋଗ କରି ନାବାଳିକାଙ୍କ ପରିବାର ନ୍ୟାୟ ପ୍ରାର୍ଥନା କରିଛନ୍ତି। ଘଟଣା ନେଇ ପୁଲିସ ତଦନ୍ତ ଜାରି ରହିଛି…
ଅଧିକ ଖବର ଦେଖନ୍ତୁ...