ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ପୁଣି ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨୦ ଯାତ୍ରୀ ଆହତ

ବାଲେଶ୍ବର: ରାଜ୍ୟ ପରିବହନ ବିଭାଗର ଦୁର୍ଘଟଣା ରୋକିବା ଦିଗରେ ଉଦ୍ୟମ ସତ୍ତ୍ବେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳେ ବାଲେଶ୍ବର  ତାମୁଳିଆ ରେଲୱେ ଓଭରବ୍ରିଜ ଉପରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଯାତ୍ରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଭୁଜାଲିରେ ଆକ୍ରମଣ କରି ପରିବା ବ୍ୟବସାୟୀଙ୍କଠାରୁ ଲୁଟ ଉଦ୍ୟମ

ସୋର :  ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟସ୍ଥ ରେଳ ଓଭର ବ୍ରିଜ ନିକଟରୁ ଜଣେ ପରିବା ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ ଉଦ୍ୟମ ହୋଇଥିବା ବେଳେ ବ୍ୟବସାୟୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସୋର ଥାନା ତଳନଗର ପଂଚାୟତ ସୁନାରୀ ଅଙ୍କରଖାର୍ଜୀ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଦୁର୍ଘଟଣାର ଯାଞ୍ଚ ରିପୋର୍ଟ: କାଳ ହେଲା ସିଗ୍‌ନାଲ୍‌ ଓ ଟେଲି କମ୍ୟୁନିକେସନ୍ ବିଭାଗର ତ୍ରୁଟି

ବାଲେଶ୍ବର: ଟ୍ରାକ୍‌ରେ କିଛି ଅସୁବିଧା ନଥିଲା। ସମସ୍ୟାଟି ଥିଲା ସିଗ୍‌ନାଲ୍‌ ଓ ଟେଲି ଯୋଗାଯୋଗ ବିଭାଗରେ। ଷ୍ଟେସନ୍‌ ମ୍ୟାନେଜର, ସିଗନାଲ ଇଞ୍ଜିନିୟର, ଟେକ୍ନିସିଆନ୍ କାହାରି କାହା ସହ ତାଳମେଳ ରହିଲାନି। ସିଗ୍‌ନାଲ ସଙ୍କେତ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ତାର, ଉପକରଣ ମରାମତି କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା: ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ୍‌ ଲଗାଇଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

କଟକ: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ହାଇକୋର୍ଟରୁ ପତ୍ନୀ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ଗିରଫ ପାଇଁ ତଳକୋର୍ଟରେ ଜାରି ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ରୋକ୍‌ ଲଗାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ ବି ନିର୍ଦେଶ…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ସାମ୍ନାକୁ ଆସିଲା ସତ : ସିଗନାଲିଂ ତ୍ରୁଟି ଯୋଗୁ ଘଟିଥିଲା ଦୁର୍ଘଟଣା, ଷ୍ଟେସନ୍…

ବାଲେଶ୍ବର: ସିଗନାଲିଂ ତ୍ରୁଟି ଯୋଗୁ ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣା ଘଟିଛି। ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି ବୋଲି କମିସନର ଅଫ୍ ରେଲଓ୍ବେ ସେଫ୍ଟିଙ୍କ ରିପୋର୍ଟରୁ ଜଣାପଡ଼ିଛି। ଏଥିଲାଗି ମୁଖ୍ୟତଃ ଷ୍ଟେସନ୍ ମାଷ୍ଟର ଏସ୍ ବି ମହାନ୍ତିଙ୍କୁ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୀ ଲେଖିକା ଅଳକା ସରାୱଗୀଙ୍କୁ ଫକୀରମୋହନ ଜାତୀୟ ପୁରସ୍କାର

ବାଲେଶ୍ବର : ସ୍ବନାମଧନ୍ୟା ହିନ୍ଦୀ ଲେଖିକା ଅଳକା ସରାୱଗୀଙ୍କୁ ୨୦୨୩ ପାଇଁ ‘ଫକୀରମୋହନ ଜାତୀୟ ପୁରସ୍କାର’ ନିମନ୍ତେ ମନୋନୀତ କରାଯାଇଛି। ସେହିପରି ବିଶିଷ୍ଟ ଓଡ଼ିଆ ଗାଳ୍ପିକ ଡ.ଗୌରହରି ଦାସ ଓ ବିଶିଷ୍ଟ ଶିକ୍ଷାବିତ ସୁଦର୍ଶନ ନନ୍ଦଙ୍କୁ ଚଳିତବର୍ଷ ‘ବ୍ୟାସଗୌରବ ସମ୍ମାନ’ ପ୍ରଦାନ କରାଯିବ।…
ଅଧିକ ଖବର ଦେଖନ୍ତୁ...

ଜଳକା ବନ୍ୟା ନିୟନ୍ତ୍ରଣ ପାଇଁ ଯୋଜନା କେବେ? ଶତାଧିକ ଗ୍ରାମ୍ୟ ରାସ୍ତା ସପ୍ତାହ ସପ୍ତାହ ଧରି ପାଣିରେ ବୁଡ଼ିରହୁଛି

ଜଳେଶ୍ୱର(ସତ୍ୟବ୍ରତ ପ୍ରଧାନ): ବାଲେଶ୍ଵର ଜିଲ୍ଲା ଦେଇ ପ୍ରବାହିତ ୩ ଟି ନଦୀ ମଧ୍ୟରୁ ଜଳକା ନଦୀ ଅନ୍ୟତମ। ତେବେ ପ୍ରତିବର୍ଷ ଏହି ନଦୀର ବନ୍ୟା ପରିସ୍ଥିତି ଯୋଗୁଁ ବାଲେଶ୍ବର ଜିଲ୍ଲାବାସୀଙ୍କ ପାଇଁ ଜଳକା ନଦୀ ଦୁଃଖ ପାଲଟିଛି। ଜଳକା ନଦୀ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରୁ ବାହାରିଛି।…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତଞ୍ଚକତା! ଅଯୋଗ୍ୟ ହାତେଇଛନ୍ତି ଘର

ନୀଳଗିରି/ଶେରଗଡ଼/ରେମୁଣା: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରେମୁଣା ବ୍ଲକ୍ ନୂଆଗାଁ ପଞ୍ଚାୟତରେ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନା ମୁତାବକ, ପଞ୍ଚାୟତର ୫…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଷ୍ଟେସନ୍‌ରେ ସ୍ଥିତି ପରଖିଲେ ଖଡ଼ଗପୁର ଡିଆର୍‌ଏମ୍‌

ବାହାନଗା: ବାହାନଗା ରେଳ ଦୁର୍ଘଟଣାର କାରଣ ଜାଣିବାକୁ ସିବିଆଇ ତଦନ୍ତ କରୁଛି। ଅଧିକାରୀଙ୍କସ୍ତରରେ ଅଦଳବଦଳ ଚାଲିଛି। ସେହିପରି ସ୍ଥିତି ତଦାରଖ ପାଇଁ ବିଭିନ୍ନ ସମୟରେ ଅଧିକାରୀମାନେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି। ଏପରି ସମୟରେ ଆଜି ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ୍‌ର…
ଅଧିକ ଖବର ଦେଖନ୍ତୁ...

ମୁହାଁମୁହିଁ ଧକ୍କା ଦେଲା କାର୍‌: ୨ ବାଇକ୍‌ ଆରୋହୀ ମୃତ

ବାହାନଗା/ଗୋପାଳପୁର: କାର୍‌ ଧକ୍କାରେ ୨ ଜଣ ବାଇକ୍‌ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ବାହାନଗା ବ୍ଲକ୍‌ ଦୋଳପୁର ଗ୍ରାମର ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ପରେଶ ଆଚାର୍ଯ୍ୟ (୪୭) ଓ ପଣ୍ଡାହରିପୁର ଗ୍ରାମର ବୁଦ୍ଧିରାମ ସାହୁଙ୍କ ପୁଅ ନରହରି ସାହୁ (୫୪)। ଆଜି ଅପରାହ୍ନ ପ୍ରାୟ…
ଅଧିକ ଖବର ଦେଖନ୍ତୁ...