ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

୫-ଟି ସଚିବଙ୍କ ଜଳେଶ୍ବର ଗସ୍ତକୁ ବିରୋଧ କରିବ କଂଗ୍ରେସ

ଜଳେଶ୍ୱର : ଆସନ୍ତା ୨୨ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ଜଳେଶ୍ୱର ଗସ୍ତରେ ଆସୁଥିବା ବେଳେ ବୁଧବାର ଦିନ କଂଗ୍ରେସ ପକ୍ଷରୁ ଖୁସି ପ୍ଲାଜା ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିସିସି ମୁଖପାତ୍ର ତଥା ଏଆଇସିସି ସଭ୍ୟ ସୁଦର୍ଶନ ଦାସ ଯୋଗଦେଇ କହିଥିଲେ,…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ଡାକ୍ତର ମହେଶ ବିଶ୍ବାଳ ଆଉ ନାହାନ୍ତି

ବାଲେଶ୍ବର: ରାଜ୍ୟର ବରିଷ୍ଠ ନିଦାନ ରୋଗ ବିଶେଷଜ୍ଞ ଡାକ୍ତର ମହେଶ କୁମାର ବିଶ୍ବାଳଙ୍କର ବୁଧବାର ଭୋର୍‌ ସମୟରେ ବାଲେଶ୍ବର ସହର କେନ୍ଦ୍ରୀୟ ବିଦ୍ୟାଳୟ ଛକ ନିକଟ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ରାଜ୍ୟରେ ରକ୍ତଦାନ ଅଭିଯାନକୁ ଆଗକୁ ନେବା ତଥା ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଖେଳିବା ସମୟରେ ପୋଖରୀ‌କୁ ଚାଲିଗଲା, ପାଣିରେ ବୁଡ଼ିଲା ଦେଢ଼ବର୍ଷର ଶିଶୁପୁତ୍ର

ଜଳେଶ୍ୱର: ଜଣେ ଶିଶୁପୁତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ବ‌ାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ସୁଗୋ ପଞ୍ଚାୟତ ଧାନସିମୁଳିଆ ଗ୍ରାମରେ। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଗ୍ରାମର ସତ୍ୟରଞ୍ଜନ ଦାସଙ୍କ ଦେଢ଼ବର୍ଷର ପୁଅ ବିଷ୍ଣୁପଦ ଘର ଅଗଣାରେ…
ଅଧିକ ଖବର ଦେଖନ୍ତୁ...

ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ଚାନ୍ଦିପୁର ସମୁଦ୍ର ବେଳାଭୂମିରେ ସଫେଇ

ବାଲେଶ୍ବର: ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଟିପିଏନ୍‌ଓଡିଏଲ୍‌ ତରଫରୁ ବିଶ୍ବ ପରିବେଶ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଟିପିଏନ୍‌ଓଡିଏଲ୍‌ ଅଧିନସ୍ଥ ସମସ୍ତ ଜିଲ୍ଲାରେ କରାଯାଇଥିଲା। କାର୍ଯ୍ୟକ୍ରମରେ ଟିପିଏନ୍‌ଓଡିଏଲ୍‌ର…
ଅଧିକ ଖବର ଦେଖନ୍ତୁ...

କ୍ୟାନ୍‌ସର ପୀଡ଼ିତଙ୍କ ପାଇଁ ସମୂହ କେଶ ଦାନ

ଖଇରା: କ୍ୟାନ୍‌ସର ପୀଡ଼ିତଙ୍କ ପାଇଁ ଖଇରା ନାଟାପଡ଼ା ଛକରେ ସମୂହ କେଶ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ର ଅଗ୍ରଣୀ ସାମଜିକ ସଂଗଠନ ଜନହିତ ଯୁବକ ସଂଘ ଏବଂ ଭୁବନେଶ୍ୱର ଶୋଭା ଟ୍ରଷ୍ଟ ସହଯୋଗରେ ଅନୁଷ୍ଠିତ ଶିବିରରେ ଅତିଥି ଭାବେ ପ୍ରଫେସର ଉମେଶ ଚନ୍ଦ୍ର ନାୟକ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ରସିଦ ଦେଇ ଋଣ କିସ୍ତି ଟଙ୍କା ହଡ଼ପ!

ଗାନ୍ଧିଛକ: ରୂପ୍‌ସା ଥାନା ଅନ୍ତର୍ଗତ ରୂପ୍‌ସା ସାମିଲ ହାସନପୁର ଗ୍ରାମର ତୁଳସୀ ସ୍ୱୟଂସହାୟକ ଗୋଷ୍ଠୀ ସମ୍ପାଦକ ଅର୍ଚ୍ଚିତା ବିଶ୍ୱାଳ ଏବଂ ତାଙ୍କର ସ୍ୱାମୀ ବଂଶୀଧର ବିଶ୍ୱାଳ ପ୍ରତ୍ୟେକ ମାସ ମହିଳା ସଦସ୍ୟଙ୍କଠାରୁ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପୈଠ କରନ୍ତି।…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଶୋକାକୁଳ ପରିବେଶରେ ସରିଲା ଗଣଶୁଦ୍ଧିକ୍ରିୟା

ସୋର/ବାହାନଗା: କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଉଦ୍ଦେଶ୍ୟରେ ବାହାନଗା ଗ୍ରାମବାସୀ ଓ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଦୁର୍ଘଟଣାସ୍ଥଳରେ ୩ ଦିନ ଧରି ଆୟୋଜିତ ହେଉଥିବା ଗଣଶୁଦ୍ଧିକ୍ରିୟାର ଆଜି ଶେଷ ହୋଇଛି। ରବିବାର ଦଶାହରେ…
ଅଧିକ ଖବର ଦେଖନ୍ତୁ...

 ସୁବର୍ଣ୍ଣ ସମ୍ପର୍କ ପରିବାର ପକ୍ଷରୁ ଛବିବାଳା ମେଧା ସମ୍ମାନ ପ୍ରଦାନ ଉତ୍ସବ

ବାଲିଆପାଳ: ସଫଳତା ହାସଲ କରିବାକୁ ହେଲେ ଶିକ୍ଷା ସହ ଲକ୍ଷ୍ୟ, ଆଭିମୁଖ୍ୟ ଓ ନିଷ୍ଠାପର ସାଧନା ଆବଶ୍ୟକ। ଆରାମକୁ ପରିତ୍ୟାଗ କରି ପରିଶ୍ରମ କଲେ ମଣିଷ ଶୀର୍ଷସ୍ଥାନ ଅଧିକାର କରିପାରିବ ବୋଲି ବାଲିଆପାଳ ବ୍ଲକ୍‌ ଛକସ୍ଥିତ ଶୁଭମ ଅତିଥି ଭବନ ପରିସରରେ ବ୍ଲକ୍‌ର କୃତୀ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶକ୍ତିମନ୍ତ୍ରୀଙ୍କ ସଭାରେ ବିଜୁଳି କଟିବା ଘଟଣା ସରକାରଙ୍କ ଅପାରଗତା

ସୋର/ବାହାନଗା: ରାଜ୍ୟରେ ବିଜୁଳି କାଟ୍‌ ହେଉନି। ଉପଭୋକ୍ତା ଅଧିକ ବିଜୁଳି ବ୍ୟବହାର କରୁଥିବାରୁ ଟ୍ରିପ୍ କରୁଛି ବୋଲି ୪ ଦିନ ତଳେ କହିଥିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ। ହେଲେ ବାହାନଗା ଶ୍ରଦ୍ଧାଞ୍ଜଳି ସଭାରେ କ’ଣ ହେଲା ତାହା ଓଡ଼ିଶାବାସୀ ଦେଖିଲେ? ସେ ସମୟରେ ବର୍ଷାପବନ କିମ୍ବା…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜଣେ ପୀଡ଼ିତଙ୍କ ଜୀବନ

କଟକ: ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ  ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ ବିଜୟ ପାଶଓ୍ବାନ। ତାଙ୍କ ଘର ବିହାରରେ ବୋଲି ଜଣାଯାଇଛି।ଦୁର୍ଘଟଣା ଦିନ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି…
ଅଧିକ ଖବର ଦେଖନ୍ତୁ...