ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ପଡ଼ୋଶୀଙ୍କ ବିବାହରେ ନାଚିବା କାଳ ହେଲା: ଶାବଳରେ ପିଟିପିଟି ସ୍ତ୍ରୀକୁ ମାରିଲା ସ୍ବାମୀ

ସୋର: ବାଲେଶ୍ବର ଜିଲ୍ଲା ଔପଦା ଥାନା ପାଇକପଡ଼ା ଗାଁର ସିଂହ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଲୋକ ସ୍ତ୍ରୀକୁ ପିଟିପିଟି ମାରି ଦେଇଛି। ପଡ଼ୋଶୀଙ୍କ ବିବାହ ଭୋଜିରେ ନାଚିବାରୁ ସ୍ତ୍ରୀକୁ ଅଭିଯୁକ୍ତ ସ୍ବାମୀ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ଗାଁର…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍‌ ଯନ୍ତ୍ରଣା: ଦୁର୍ବଳ ରେଳପଥରେ ଦ୍ରୁତଗାମୀ ଟ୍ରେନ୍‌

ବାଲେଶ୍ବର : ବାଲେଶ୍ବର ବାହାନଗାରେ ସଂଘଟିତ ଭୟଙ୍କର ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ଏବେ ଦକ୍ଷିଣ-ପୂର୍ବ ରେଳପଥର ଭିତ୍ତିଭୂମି ବିକାଶ ଉପରେ ରେଳ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠିଛି। ଦକ୍ଷିଣ-ପୂର୍ବ ରେଳପଥ ଜୋନ୍‌ ଅଧୀନରେ ଓଡ଼ିଶାର ବାଲେଶ୍ବର ଜିଲ୍ଲା ଆସୁଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ରେଳ ଦୁର୍ଘଟଣା: ବାହାନଗାରେ ଶ୍ରଦ୍ଧାଞ୍ଜଳି ସଭା ଆଜି

ବାହାନଗା : ବାହାନଗା ରେଳ ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ପ୍ରାପ୍ତି ନିମନ୍ତେ ଆସନ୍ତକାଲି ୧୧ ତାରିଖରେ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଦଶାହ କର୍ମର ଆୟୋଜନ କରାଯାଇଛି। ସୋର, ବାହାନଗା ଓ ବାଲେଶ୍ବରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ…
ଅଧିକ ଖବର ଦେଖନ୍ତୁ...

ବାହାନଗା ବଜାର ଷ୍ଟେସନରେ ଏବେ ରହିବ ନାହିଁ କୌଣସି ଟ୍ରେନ୍

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ୍ ରହିବ ନାହିଁ। ଏନେଇ ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାହାନଗା ବଜାର ଷ୍ଟେସନରେ ମେମୁ, ଏକ୍ସପ୍ରେସ୍ ବା ପାସେଞ୍ଜର୍ ଟ୍ରେନ୍ ରହିବନି। ଏଠାରେ ସିବିଆଇ ଟିମ୍…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଚାଲିଗଲା ମା ଓ ପୁଅଙ୍କ ଜୀବନ

ଖଇରା/ସୋର: ବାଲେଶ୍ବର ଜିଲ୍ଳା ଖଇରା ଥାନା ଅଧୀନ ମହତୀପୁର ପଞ୍ଚାୟତର ନାହୁଲ ଗାଁର ବିଦ୍ୟୁତ ଆଘାତରେ ମାଆ ପୁଅଙ୍କ ମୃତ୍ୟୁ ଘଟିଛି। ନାହୁଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସ୍ତ୍ରୀ ତିଳୋତ୍ତମା ଦାସ(୪୫) ଓ ପୁଅ ରାମଚନ୍ଦ୍ର ଦାସ (୨୭) ଆଜି ସକାଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ, ଆୟତ୍ତ କଲେ ଅଗ୍ନିଶମ ବାହିନୀ ଓ ରେଳବାଇ ପୁଲିସ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା, ଯାଜପୁର ରୋଡରେ ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ, ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ, ସିକନ୍ଦରାବାଦ- ଅଗରତଲା ଏକ୍ସପ୍ରେସରେ ଧୂଆଁ ଆଦି ଘଟଣା ଏବେ ବି ଓଡ଼ିଶାବାସୀଙ୍କ ମନରେ ତାଜା ହୋଇ ରହିଛି। ତେଣେ ଆଜି ଭୋର ସମୟରେ ଦକ୍ଷିଣପୂର୍ବ…
ଅଧିକ ଖବର ଦେଖନ୍ତୁ...

ସୋରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଦୁଇ ଆହତ, ଜଣେ ଗୁରୁତର

ସୋର: ସୋର ଥାନା ଅଞ୍ଜିଠାରେ ଗତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ଫଳରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଂଜି ବଜାରରେ ଗତ ଦୁଇ ଦିନ ଧରି ଦୋକାନୀ ଓ ଗ୍ରାହକ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ…
ଅଧିକ ଖବର ଦେଖନ୍ତୁ...

ଦୂର ହେଲା ଦୁର୍ଗନ୍ଧ ଦ୍ବନ୍ଦ୍ବ: ଶବ ନୁହେଁ, ବାହାନଗା ଟ୍ରେନ୍‌ ଦୁର୍ଘଟଣା ବଗିରୁ ବାହାରିଲା ୬ ଟ୍ରାକ୍ଟର ଭର୍ତ୍ତି ପଚା…

ସୋର/ବାହାନଗା : ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ପଡ଼ିରହିଥିବା ଏକ ବଗିରୁ ଦୁର୍ଗନ୍ଧ ବାହାରିଥିଲା। ଯାହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା। ତେବେ ଆଜି ସେ ଦ୍ବନ୍ଦ୍ବ ଦୂର ହୋଇଛି। ଯାଞ୍ଚ ପରେ ବଗି ଭିତରେ ଟନ୍‌ ଟନ୍‌ ପଚା ଅଣ୍ଡା ଥିବା ଦେଖିବାକୁ ମିଳିଥିଲା। ବାହାନଗା ଟ୍ରେନ୍‌…
ଅଧିକ ଖବର ଦେଖନ୍ତୁ...

ଭଙ୍ଗାହେଲା ବାହାନଗା ହାଇସ୍କୁଲ୍‌

ବାଲେଶ୍ବର : ବାହାନଗା ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲ ତଥା ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲ୍‌କୁ ଭଙ୍ଗା‌ଯାଇ ସମ୍ପୂର୍ଣ୍ଣ ନବୀକରଣ କରାଯିବ। ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଏହି ସ୍କୁଲ୍‌କୁ ଏକ ମଡେଲ ସ୍କୁଲ୍‌…
ଅଧିକ ଖବର ଦେଖନ୍ତୁ...

ବାହାନଗା ହାଇସ୍କୁଲ୍‌ର ଅବ୍ୟବସ୍ଥା ଶୁଣିଲେ ସଚିବ: ୩ ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ ସାଇକେଲ୍‌

ସୋର/ବାହାନଗା : ରେଳ ଦୁର୍ଘଟଣା ସମୟରେ ଚର୍ଚ୍ଚାକୁ ଆସିଛି ବାହାନଗା ହାଇସ୍କୁଲ୍‌। ଆଜି ସ୍କୁଲ୍‌ର ଅବ୍ୟବସ୍ଥା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଶୁଣିବା ସମୟରେ ସାଇକଲ୍‌ ଚୋରି ଆଲୋଚନା ପରିସରକୁ ଆସିଥିଲା। ସଚିବଙ୍କ ନିର୍ଦ୍ଦେଶକ୍ରମେ ଚୋରି ଯୋଗୁ ସାଇକେଲ ହରାଇଥିବା ୩…
ଅଧିକ ଖବର ଦେଖନ୍ତୁ...