ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳ: ତଥାପି ରକ୍ତତୀର୍ଥ ‘ଇରମ୍‌’ ଅବହେଳିତ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର ରକ୍ତତୀର୍ଥ ସହିଦ୍‌ ପୀଠ ‘ଇରମ୍‌’ ହେଉଛି ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳ। ମାତ୍ର, ଏବେ ବି ଏହା ଅବହେଳିତ ଅବସ୍ଥାରେ ରହିଛି। ଇତିହାସର ସ୍ବାକ୍ଷର କରୁଥିବା ଏହି ଅଞ୍ଚଳ ପ୍ରତି ସରକାର ଦୃଷ୍ଟି ନପାଇବା ଦୁର୍ଭାଗ୍ୟଜନକ ବିଷୟ ବୋଲି ମତପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଅଟୋରେ ଛାଡ଼ିଯାଇଥିଲେ ମୂଲ୍ୟବାନ ସାମଗ୍ରୀ, ମହିଳା ଯାତ୍ରୀଙ୍କୁ ଫେରାଇ ଦେଲେ ଭଦ୍ରକର ଅଟୋଚାଳକ

ଭଦ୍ରକ: ମାନବିକତା ଦେଖାଇଲେ ଅଟୋ ଚାଳକ। ଗାଡ଼ିରେ ଗ୍ରାହକ ଛାଡିଯାଇଥିବା ମୂଲ୍ୟବାନ ସାମଗ୍ରୀକୁ ଥାନାରେ ଜିମାଦେଇ ସମସ୍ତଙ୍କର ପ୍ରଶଂସାର ପାତ୍ର ସାଜିଲେ। ଆଜିର ଦିନରେ ଲୋକେ ନିଜନିଜ ସ୍ବାର୍ଥରେ ନିଯୋଜିତ ରହୁଥିବା ବେଳେ ଯୁବ ସମାଜକୁ ଏକ ଦିଶା ଦେଖାଇଛନ୍ତି ଜଣେ ଅଟୋ ଚାଳକ। ନିଜ ଗୁଜୁରାଣ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ସମାବେଶରେ ଯୋଗଦେଲେ ଛାତ୍ରଛାତ୍ରୀ

ଭଦ୍ରକ/ରାଣିତାଲ୍: ଭଦ୍ରକ ଜିଲ୍ଲା ରାଣୀତାଲ ଲେବୁଲ୍ କ୍ରସିଁ ପଡ଼ିଆରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ  ସମାବେଶରେ ହଜାର ହଜାର କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର…
ଅଧିକ ଖବର ଦେଖନ୍ତୁ...

ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ପ୍ରତିବାଦ ସଭା

ଭଦ୍ରକ: ଯାଜପୁର ରୋଡ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ଏକ ପ୍ରତିବାଦ ସଭା ଆଇନଜୀବୀ ଦିବ୍ୟସିଂହ ନାୟକଙ୍କ ସଭାପତିତ୍ବରେ  ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ  ରାଧା ଦାସ, ପ୍ରଫୁଲ୍ଲ ପାଢ଼ୀ, ନିରଂଜନ ପାଣି, ବିଷ୍ଣୁ ଦାଶ, ବିନୋଦ ସାହୁ, ନବ ବେହେରା,…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥଙ୍କୁ ହତାଦର ଅଧଃପତନର ଅୟମାରମ୍ଭ: ବିଜେପି

ଭଦ୍ରକ: ଜଗତରନାଥ ପରମପିତା ପ୍ରଭୁ ଶ୍ରୀଜଗନ୍ନାଥ କୋଟି ଜନତାଙ୍କ ଆରାଧ୍ୟ ଦେବତା। ସମଗ୍ର ବିଶ୍ଵପିତା ସେ। ତାଙ୍କୁ ହତାଦର କରି ଫିଙ୍ଗିବା, ଅଧଃପତନର ଅୟମାରମ୍ଭ ବୋଲି ବିଜେପି ଆରୋପ କରିଛି। ଗତ କିଛିଦିନ ତଳେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ନେହେରୁ ଷ୍ଟାଡିୟମରେ ଜିଲ୍ଲା ସାଂସ୍କୃତିକ…
ଅଧିକ ଖବର ଦେଖନ୍ତୁ...

ମହୋତ୍ସବରେ ପ୍ରଭୁ ଜଗନ୍ନାଥଙ୍କୁ ଅବମାନନା ଘଟଣା: ବିଜେପିର ପ୍ରତିବାଦ ସଭା, ପୁରୀ ସିଂହଦ୍ବାର ଥାନାରେ ଏତଲା

ଭଦ୍ରକ: ଓଡ଼ିଶାର ଆରାଧ୍ୟ ଦେବତା, ବଡ଼ ଠାକୁର, ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭଦ୍ରକ ଜିଲ୍ଲା ପ୍ରାଶସନର ଅବମାନନା ଘଟଣାରେ ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ଆଗରେ ଏକ ପ୍ରତିବାଦ ସଭା କରାଯାଇଥିଲା। ସ୍ଥାନୀୟ ନେହେରୁ ଷ୍ଟାଡିୟମ ପଡିଆରେ ଜଗନ୍ନାଥଙ୍କ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ-୧୬ରେ ସିରିଜ ଦୁର୍ଘଟଣା: ପଛକୁ ପଛ ପିଟି ହେଲେ ୩ ଗାଡ଼ି, ବାଇକ ଆରୋହୀ ମୃତ

ଭଦ୍ରକ: ଜାତୀୟ ରାଜପଥ-୧୬ରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଷ୍ଣୁପୁର ଛକରେ ସିରିଜ୍‌ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ଏଠାରେ ଏକ ଟ୍ରକ୍‌କୁ ଟ୍ୟାଙ୍କର ଧକ୍କା ଦେବା ପରେ କାରକୁ ଟ୍ରକ୍‌ ପିଟିଥିଲା। ସୂଚନା ଅନୁଯାୟୀ ଭୁବନେଶ୍ୱର ଅଭିମୁଖେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଆରଏମସି ମାର୍କେଟ୍‌ କମ୍ପ୍ଲେକ୍ସ ରାସ୍ତାକଡ଼ ଅଳିଆ ଗଦାରୁ ବାହାରିଲା ମଣିଷର କଙ୍କାଳ

ଭଦ୍ରକ: ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ଆରଏମସି ମାର୍କେଟ କମ୍ପ୍ଲେକସ୍ ରାସ୍ତାକଡ଼ ଅଳିଆଗଦାରୁ ଏକ ମଣିଷର କଙ୍କାଳ ବାହାରିଛି। ଆଜି ଏଇ  ଜଙ୍ଗଲିଆ ରାସ୍ତାକଡରୁ ଅଳିଆ ସଫା‌ କରାଯାଉଥିବା ବେଳେ ଏବେ ନର କଙ୍କାଳ ଦେଖିବାକୁ ମିଳିଥିଲା। ଏଇ କଙ୍କାଳ ମିଳିବା ପରେ ଲୋକମାନେ ପୁରୁଣାବଜାର…
ଅଧିକ ଖବର ଦେଖନ୍ତୁ...

ଉତ୍ସବ ପରେ ଆରାଧ୍ୟ ଦେବତାଙ୍କୁ ପଡ଼ିଆରେ ଛାଡିଦେଇ ଗଲେ ଆୟୋଜକ

ଭଦ୍ରକ: ଜିଲ୍ଲା ମହୋତ୍ସବ ‘ଭଦ୍ରାୟଣୀ’ ୫ ଦିନ ଧରି ଭଦ୍ରକର ନେହେରୁ ଷ୍ଟାଡିୟମଠାରେ ବେଶ୍‌ ଧୁମ୍‌ଧାମରେ ପାଳନ କରାଗଲା। ନାଚଗୀତ ଓ ସାସ୍କୃତିକ କାର୍ଯ୍ୟକ୍ରମରେ  ଦୁଲୁକିଲା ମଞ୍ଚ। ଭଦ୍ରାୟଣୀ ଉତ୍ସବ ଆରମ୍ଭରେ ମଞ୍ଚରେ ଆମ ଓଡ଼ିଆଙ୍କର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ମୂର୍ତ୍ତିକୁ ରଖା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଚାଞ୍ଚଲ୍ୟ: ଆରଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପାଖରୁ ମିଳିଲା ମଣିଷ କଙ୍କାଳ

ଭଦ୍ରକ: ଆରଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପାଖରୁ ଏକ ମଣିଷ କଙ୍କାଳ ଠାବ ହୋଇଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ଜଙ୍ଗଲିଆ ସ୍ଥାନ ସଫା କରିବା ବେଳେ ମଣିଷ କଙ୍କାଳ ମିଳିଥିଲା। ସେହି କଙ୍କାଳ , ପାଖରେ ଏକ ବ୍ୟାଗ, ଚପଲ ଓ ଦଉଡ଼ି ପଡ଼ି ରହିଥିବାର…
ଅଧିକ ଖବର ଦେଖନ୍ତୁ...