ଅନୁସନ୍ଧାନ କରୁଥିବା ବର୍ଗ

କଟକ

ବଡ଼ମ୍ବା ଲଢ଼େଇ: ୭ମ ଥର ଭାଗ୍ୟପରୀକ୍ଷା କରିବେ ଦେବୀ

କଟକ: ବଡ଼ମ୍ବାରୁ ଲଗାତାର ୬ଥର ଜିତି ବିଧାୟକ ହୋଇଥିବା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏଥର ୭ମଥର ପାଇଁ ବିଜେଡି ଟିକେଟରେ ଭାଗ୍ୟପରୀକ୍ଷା କରିବାକୁ ଯାଉଛନ୍ତି। ଅନ୍ୟ‌ପଟେ ପ୍ରତି ନିର୍ବାଚନରେ ଏଠାରୁ ବିଜେପି ଓ କଂଗ୍ରେସ, ପ୍ରାର୍ଥୀ ବଦଳାଉଛନ୍ତି। ସ୍ବେଚ୍ଛାକୃତଭାବେ ଚାକିରିରୁ ଅବସର ନେଇ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ମିଶ୍ରଣ ସପକ୍ଷରେ ସରକାରଙ୍କ ଯୁକ୍ତି: ଜନହିତ, ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ‌ଉଦ୍ଦିଷ୍ଟ

କଟକ: ସ୍କୁଲ ମିଶ୍ରଣ ସମ୍ପର୍କିତ ମାମଲାର ଆଜି ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହୋଇଛି। ସ୍କୁଲ୍‌ ମିଶ୍ରଣ ସମ୍ପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ରଦ୍ଦ କରି ଜଣିକିଆ ବିଚାରପତି ୨୦୨୧ ମେ’ ୪ରେ ପ୍ରଦାନ କରିଥିବା ରାୟ ବିରୋଧରେ ରାଜ୍ୟ ସରକାର ଦାୟର…
ଅଧିକ ଖବର ଦେଖନ୍ତୁ...

ଗାଈ ପାଇଁ ହାଇକୋର୍ଟରେ ମାଲିକ

ବାରିପଦା: ଗୋଚାଲାଣ ଅଭିଯୋଗରେ ଗୋଟିଏ ଗୋରୁ ଗାଡ଼ିକୁ ଧରି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପୁଲିସ ଝାଡ଼ଖଣ୍ଡର ଏକ ଗୋଶାଳାକୁ ପଠାଇଥିଲା। ଗୋପାଳନ ଉଦ୍ଦେଶ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସେ ଗାଈ କିଣିଛନ୍ତି ବୋଲି ମାଲିକ ନୟାଗଡ଼ର ପ୍ରଦୀପ କୁମାର ମହାକୁଡ଼ କାଗଜପତ୍ର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ପ୍ରଥମ ମହିଳା ଥାନା: ୩୦ବର୍ଷ ପରେ ବି ହାଜତ ନାହିଁ

କଟକ: ଓଡ଼ିଶାରେ ପ୍ରଥମ ମହିଳା ଥାନା କଟକ ବକ୍ସିବଜାର ପୁଲିସ ମୁଖ୍ୟାଳୟ ସାମ୍‌ନାରେ ଖୋଲିଥିଲା। ଏହି ମହିଳା ଥାନାକୁ ଠିକ୍ ୩୦ ବର୍ଷ ପୂରିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ମହିଳା ଥାନାରେ ଗୋଟିଏ ହାଜତ ତିଆରି ହୋଇପାରିଲାନାହିଁ। ପୁଲିସ ମୁଖ୍ୟାଳୟ ସାମ୍‌ନାରେ ଯଦି ଗୋଟିଏ ଥାନାର…
ଅଧିକ ଖବର ଦେଖନ୍ତୁ...

ନବୀନ ନିବାସରେ ପୁଅ ଓ ୧୫ କର୍ପୋରେଟରଙ୍କ ସହ ଆଶୀର୍ବାଦ ବେହେରା

କଟକ: ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଆଶୀର୍ବାଦ ବେହେରା ଓ ସଞ୍ଜୟ ବେହେରାଙ୍କ ସହ ୧୫ କର୍ପୋରେଟର। ଏମାନଙ୍କ ସହ ଏକାଧିକ ସମର୍ଥକ ମଧ୍ୟ ନବୀନ ନିବାସ ଆସିଛନ୍ତି। କଟକ-ବାରବାଟୀ ପାଇଁ ଦାବିଦାର ଥିଲେ ସଂଜୟ ବେହେରା । କଟକ-ବାରବାଟୀ ପାଇଁ ଦଳ ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି।…
ଅଧିକ ଖବର ଦେଖନ୍ତୁ...

କ୍ରେନ୍ ଚାପି ଦେବାରୁ ଶ୍ରମିକଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ କମ୍ପାନି ଗେଟ୍ ସମ୍ମୁଖରେ ଧାରଣା

ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ସ୍ଥିତ ଆରତୀ ଷ୍ଟିଲ ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ରୋଲିଂ ମେସିନରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସନାତନ ପାଢ଼ୀ(୪୮)। ତାଙ୍କ ଘର ଆଠଗଡ଼ ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

କଟକରେ ବିଜେପିର ଦୁଇ ଗୋଷ୍ଠୀ ପିଟାପିଟି: ଘଟଣାସ୍ଥଳରେ ଉତ୍ତେଜନା, ଥାନାରେ ମାମଲା

କଟକ-ମହାନଦୀବିହାର: ବିଜେପିର ମିଶ୍ରଣପର୍ବରେ ଆଜି ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କର୍ମୀ ଏହି ଘଟଣାରେ ରକ୍ତାକ୍ତ ହୋଇଛନ୍ତି। ଏସଂପର୍କରେ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି। ଆଜି କଟକର କଲେଜ ଛକ ନେତାଜୀ ପ୍ରତିମୂର୍ତ୍ତି ନିକଟରେ ବିଜେପିର ଏକ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରୁ ଆସୁଛି ବ୍ରାଉନସୁଗାର: ସମନ୍ବୟ ବୈଠକରେ ପୁଲିସ ଡିଜିଙ୍କ ଉଦ୍‌ବେଗ

କଟକ: ସାଧାରଣ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରୁ ଆସୁଥିବା ବ୍ରାଉନସୁଗାର ଚିନ୍ତାର କାରଣ ହୋଇଛି। ବ୍ରାଉନସୁଗାର ପଶ୍ଚିମବଙ୍ଗର ଲାଲଗୋଲା, ମୁର୍ସିଦାବାଦ ଓ ବର୍ଦ୍ଧମାନ ଭଳି ସ୍ଥାନରୁ ଆସୁଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ଡିଜିପି ଅରୁଣ ଷଡଙ୍ଗୀ ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ପୁଲିସ ସମନ୍ବୟ…
ଅଧିକ ଖବର ଦେଖନ୍ତୁ...

ରିପୋର୍ଟ ମାଗିଲେ ହାଇକୋର୍ଟ: ଜାମିନ ସତ୍ତ୍ବେ ଜେଲ୍‌ରେ ୪୪୪ ବନ୍ଦୀ

କଟକ: ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲେ ବି ବେଲ-ବଣ୍ଡ୍ ଓ ଅନ୍ୟ ସର୍ତ୍ତାବଳୀ ପୂରଣ କରି ନ ପାରି ଜେଲରୁ ମୁକୁଳି ପାରୁ ନାହାନ୍ତି। ଏଭଳି ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଏ ସଂପର୍କରେ ଜବାବ ତଲବ କରିଛନ୍ତି। ସମସ୍ତ ଜିଲ୍ଲା ଆଇନସେବା ପ୍ରାଧିକରଣର…
ଅଧିକ ଖବର ଦେଖନ୍ତୁ...

ପୁଲିସ ନିଷ୍କ୍ରିୟତା ବିରୋଧରେ ସଂଯୁକ୍ତା ମହଲାଙ୍କ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ, ହସ୍ତକ୍ଷେପ ପାଇଁ ମନା କଲେ…

କଟକ: ପୁଲିସ ନିଷ୍କ୍ରିୟତା ବିରୋଧରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଦାୟର କରିଥିବା ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମହିଳା ଥାନାରେ ରୁଜୁ ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ କରାଯାଉ ନାହିଁ…
ଅଧିକ ଖବର ଦେଖନ୍ତୁ...