ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ପରିବା ବିକାଳିଙ୍କ ଝିଅ ଇଶ୍ରିତା ପାଇଲେ ନିଟ୍

ଅଡ଼ବା : ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲା ଅଡ଼ବାର ଝିଅ ଇଶ୍ରିତା ପଣ୍ଡା କୃତିତ୍ବ ହାସଲ କରିଛନ୍ତି। ଦ୍ବିତୀୟ ଥରରେ ସେ ଏହି ସଫଳତା ହାସଲ କରିଥିବା ପ୍ରକାଶ କରିଛନ୍ତି। ଅଡ଼ବା ରାଧାକୃଷ୍ଣ ସାହି ନିବାସୀ ତଥା ପେସାରେ ପରିବା ବିକାଳି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଝିଅ ଇଶ୍ରିତା…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଶାନ୍ତନୁ ଓ ଇଶ୍ରିତା: ଦ୍ୱିତୀୟ ପ୍ରୟାସରେ ନିଟ୍ ପରୀକ୍ଷାରେ ସଫଳ

ଭୁବନେଶ୍ବର: ବହୁ ଗରିବ ଘରର ପିଲା ବାଲ୍ୟକାଳରୁ ଡାକ୍ତର ହେବାର ସ୍ବପ୍ନ ଦେଖନ୍ତି। ହେଲେ ସେମାନଙ୍କ ଭିତରୁ ଖୁବ୍ କମସଂଖ୍ୟକ ପିଲାଙ୍କ ସ୍ବପ୍ନ ପୂରଣ ହୋଇଥାଏ। ଏପବ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ଉଦ୍ଦିଷ୍ଟ ନିଟ୍ ପରୀକ୍ଷାରେ ସଫଳ ହୋଇ ଚର୍ଚ୍ଚାରେ ଅଛନ୍ତି ଦୁଇ ଗରିବ ଘରର…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର ପୁଲିସ ପଞ୍ଝାରେ ର୍ଜାତୀଆନ୍ତୟ ରକ୍ତଚନ୍ଦନ ତସ୍କର: ଦୁଇ କୋଟିର କାଠ ଜବତ, ୧୧ ଗିରଫ

ପାରଳାଖେମୁଣ୍ଡି : ଆନ୍ଧ୍ର ପୁଲିସ୍ ହାତରେ ଧରା ପଡ଼ିଛନ୍ତି ଆନ୍ତର୍ଜ।ତୀୟ ରକ୍ତଚନ୍ଦନ ତସ୍କର ଗ୍ୟାଙ୍ଗ୍‌ର ୧୧ ସଦସ୍ୟ। ସେମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀ ଅଞ୍ଚଳର ମାର୍କଣ୍ଡ ସାବତ, ଅଭିଜିତ ଭୂୟାଁ, ବାରିକି ପ୍ରଧାନ ଅଛନ୍ତି। ଏହି ଗ୍ୟାଙ୍ଗ୍‌ର ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା: ନିମ୍ନ ଅଦାଲତ ଶୁଣାଣି ଉପରେ ଅନ୍ତରୀଣ ରହିତାଦେଶ

କଟକ: ଯୁବ ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ପାରଳାଖେମୁଣ୍ଡ…
ଅଧିକ ଖବର ଦେଖନ୍ତୁ...

‘ପାରଳା ବିଦ୍ରୋହ ହିଁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’: ଗଜପତି ଜିଲ୍ଲା ଅଧ୍ୟାପକ ସମ୍ମିଳନୀରେ ସର୍ବସମ୍ମତ ମତ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି  ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ସ୍ଵାମୀ ବିବେକାନନ୍ଦ ଲୋକସଂସଦ, ଗଜପତି ଜିଲ୍ଲା ଶାଖା ପକ୍ଷରୁ ‘ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଓ ପାରଳାଖେମୁଣ୍ଡି’ ପ୍ରସଙ୍ଗ ଉପରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକାଙ୍କୁ ନେଇ ଦାବି…
ଅଧିକ ଖବର ଦେଖନ୍ତୁ...

ମୋହନାରେ ଡେଙ୍ଗୁ ଆତଙ୍କ: ମାସକରେ ୭ ମୃତ, ୫୦ରୁ ଅଧିକ ଆକ୍ରାନ୍ତ

ମୋହନା : ଗଜପତି ଜିଲ୍ଲା ମୋହନାରେ ଡେଙ୍ଗୁ ଜ୍ବରର ଆତଙ୍କ ଦେଖାଦେଇଛି। ମାସକରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନେ ବ୍ରହ୍ମପୁର ବଡ଼ ‌ଡାକ୍ତରଖାନା ସମେତ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣା: ଅଭିଯୁକ୍ତ ଶିକ୍ଷକ ନିଲମ୍ବିତ

ମୋହନା/ପାରଳାଖେମୁଣ୍ଡି/ଚନ୍ଦ୍ରଗିରି : ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ଶିକ୍ଷକ ଜଗଦୀଶ ବେହେରାଙ୍କୁ ନିଲମ୍ବିତ ହୋଇଥିବାର ଖବର ମିଳିଛି। ତାଙ୍କୁ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ମଦ୍ୟପ ଶିକ୍ଷକଙ୍କ ମାଡରେ ୨୦ ଛାତ୍ରଛାତ୍ରୀ ଲହୁଲୁହାଣ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ପାରଳାଖେମୁଣ୍ଡି/ଚନ୍ଦ୍ରଗିରି  : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗାସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ୨ଟି…
ଅଧିକ ଖବର ଦେଖନ୍ତୁ...

ମଶାଣିକୁ ରାସ୍ତା ନାହିଁ, ପାଣିଭର୍ତ୍ତି ନାଳରେ ବୁହାହେଲା କୋକେଇ

ମୋହନା : ଶ୍ମଶାନଘାଟକୁ ଯିବା ଲାଗି ଭଲ ରାସ୍ତା ନଥିବା ଯୋଗୁଁ ମୃତ ମହିଳାଙ୍କ କୋକେଇକୁ ପାଣି ଭର୍ତ୍ତି ନାଳଦେଇ ପାର କରାଯିବା ପରେ ଅନ୍ତିମ ସଂସ୍କାର କରାଯାଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ୍ କେରାଖାଲ ଗ୍ରାମରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ, ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ମାଓ କାର୍ଯ୍ୟକଳାପ ପାଇଁ ଜଣେ ଗିରଫ

ମୋହନା : ମାଓ କାର୍ଯ୍ୟକଳାପରେ ସ˚ପୃକ୍ତ ଥିବା ଅଭିଯୋଗରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଡୋକାପଙ୍କା ଗ୍ରାମର ପ୍ରଫୁଲ ପରିଚ୍ଛାଙ୍କୁ ପୁଲିସ ଗିରଫ କରିଛି । ୨୦୦୮ରୁ ୨୦୧୦ ମଧ୍ୟରେ ଘଟିଥିବା ମାଓ ହି˚ସା ଘଟଣାରେ ପ୍ରଫୁଲ୍ଲ ସ˚ପୃକ୍ତ ଥିବାହେତୁ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...