ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ଘରେ ପହଞ୍ଚି ପାରିଲେନି ଦାଦନ ଶ୍ରମିକ, ଟ୍ରେନ୍‌ରେ ଚାଲିଗଲା ଜୀବନ

ନୂଆଗଡ଼ : କେତେବେଳେ ଦାଦନ ଶ୍ରମିକ ଯନ୍ତ୍ରଣା ଭୋଗୁଛନ୍ତି ତ ଆଉ କେତେବେଳେ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇ ପ୍ରାଣ ହରାଉଛନ୍ତି। ଏହି ତାଲିକାର ମଧ୍ୟ ଶେଷ ନାହିଁ। ଏହି କ୍ରମରେ ଜଣେ ଦାଦନ ଶ୍ରମିକ ବି ଘରେ ପହଞ୍ଚି ପାରିନାହାନ୍ତି। ଟ୍ରେନ୍‌ରେ ଆସୁଥିବା ‌ବେଳେ ତାଙ୍କର ଜୀବନ…
ଅଧିକ ଖବର ଦେଖନ୍ତୁ...

କାଶୀନଗରରେ ଅଜଣା ଜନ୍ତୁ ଆତଙ୍କ: ୬୩ଟି ଛେଳି ମୃତ, ୨୮ଗୁରୁତର

କାଶୀନଗର: ଗଜପତି ଜିଲ୍ଲାର କାଶୀନଗର ବ୍ଲକର କିଡିଙ୍ଗା ଗ୍ରାମରେ କୌଣସି ଅଜଣା ଜନ୍ତୁର ଶିକାର ହୋଇ ୬୩ଟି ଛେଳି ମୃତୁବରଣ କରିଥିବା ବେଳେ ୨୮ଟି ଛେଳି ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା କିପରି ଘଟିଲା ଏତେ ସଂଖ୍ୟକ ଛେଳି ମରିବା ନେଇ ଅଂଚଳରେ ଉଦବେଗ ପ୍ରକାଶ ପାଇଛି। ଖବର ପାଇ ଗଜପତି…
ଅଧିକ ଖବର ଦେଖନ୍ତୁ...

ପାରଳା ଓକିଲ ସ˚ଘ ସଭାପତି ରାମନାଥ ମିଶ୍ରଙ୍କ ଦେହାନ୍ତ

ପାରଳାଖେମୁଣ୍ତି : ପାରଳା ସହର ତଥା ଗଜପତି ଜିଲ୍ଲାର ଜଣାଶୁଣା ଆଇନଜୀବୀ, ପାରଳା ଓକିଲ ସଂଘର କ୍ରମାଗତ ୨୫ରୁ ଅଧିକ ଥର ସଭାପତି ରହି ଆସିଥିବା ତଥା ବିଜେଡି ନେତା ରାମନାଥ ମିଶ୍ର(୭୬)ଙ୍କ ଆଜି ପୂର୍ବାହ୍ନରେ ନିଜ ପାରଳାଖେମୁଣ୍ଡି ବାସଭବନରେ ଦେହାନ୍ତ ହୋଇଯାଇଛି। ଗତ ଦୁଇଦିନ ତଳେ ସେ ଅସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ କରି ଫେରୁଥିଲେ ଷ୍ଟାଫନର୍ସ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ରା.ଉଦୟଗିରି : ଚାକିରି ସ୍ଥାୟୀତ୍ବ ଓ ବକେୟା ଦରମା ପ୍ରଦାନ ଦାବିରେ ସିଡ଼ିଏମ୍ଓଙ୍କୁ ଦାବିପତ୍ର ଦେଇ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣେ ଷ୍ଟାଫନର୍ସଙ୍କ ଜୀବନ। ଏହା ସହ ଅନାଥ ହେଇଯାଇଛନ୍ତି ତିନି ତିନିଟି ସନ୍ତାନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୋହନା ବ୍ଲକ୍ ଅଞ୍ଚଳରେ। ମୃତ…
ଅଧିକ ଖବର ଦେଖନ୍ତୁ...

ଗଜପତିରେ ଚନ୍ଦନ ତସ୍କର ସକ୍ରିୟ: ୭୭ କିଲୋ ଚନ୍ଦନ କାଠ ଜବତ, ୨ ଗିରଫ

କାଶୀନଗର : ଗଜପତି ଜିଲ୍ଲାରେ ଚନ୍ଦ ତସ୍କରଙ୍କ ପ୍ରାଦୁର୍ଭାବ ଏବେ ବି ଜାରି ରହିଛି। କାଶୀନଗର ପୁଲିସ ଏକ ସିମେଣ୍ଟ୍‌ ଗୋଦାମରୁ ବେଆଇନ ଗଚ୍ଛିତ ଥିବା ମୂଲ୍ୟବାନ ୭୭ କିଲୋଗ୍ରାମ ଚନ୍ଦନ କାଠ ଜବତ କରିବା ସହ ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କ କୁମାରୀ ମାତୃତ୍ବ: ୪ ସନ୍ତାନର ବାପା ନାଁରେ ମାମଲା ରୁଜୁ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଇଲାକାରେ ଜଣେ ନାବାଳିକା (୧୭)ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ଓ ଗର୍ଭବତୀ କରାଇବା ଏବଂ ପରେ ପ୍ରତାରଣା ଦେବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଥିରେ ସଂପୃକ୍ତ କର୍ଣ୍ଣିଏଲ୍ ଦଳବେହେରା ନାମକ ଜଣେ ଯୁବକ ନାମରେ…
ଅଧିକ ଖବର ଦେଖନ୍ତୁ...

ମୃତ କୋଭିଡ୍ ଯୋଦ୍ଧା ଶିକ୍ଷକଙ୍କୁ ଏମିତି ସମ୍ମାନ: ଦେଢ଼ବର୍ଷ ପରେ ବି ମିଳିନି ସରକାରୀ ସହାୟତା ରାଶି

ରା.ଉଦୟଗିରି : କୋଭିଡ୍ ମହାମାରୀର ପ୍ରାଦୁର୍ଭାବ ସମଗ୍ର ବିଶ୍ବକୁ ଦୋହଲାଇଦେଇଥିଲା। ଲକ୍ଷାଧିକ ଲୋକଙ୍କ ଜୀବନଜୀବିକା ଉଜୁଡ଼ିଗଲା। ପ୍ରବାସୀମାନେ ଭିଟାମାଟି ମୁହାଁ ହୋଇଥିବା ବେଳେ ସମସ୍ତଙ୍କୁ ପ୍ରଶାସନ ଥଇଥାନ୍ କରିଥିଲା। ଆଉ କୋଭିଡ୍ ମୁକାବିଲାରେ ଶିକ୍ଷକ ଓ ପୁଲିସଠୁ ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

ଗୁଞ୍ଜିବାଡ଼ି-ବାଲିଗାଡ଼ା ରାସ୍ତା ଅବସ୍ଥା ଶୋଚନୀୟ

ଘୁ.ଉଦୟଗିରି: ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ବାଲିଗାଡ଼ା ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। କ.ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଗୁଞ୍ଜିବାଡ଼ି ଠାରୁ ବାଲିଗାଡ଼ା ଗାଁ’କୁ କିଛିବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ପକ୍କା ସଡ଼କ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ଦାଦନ ଦୁଃଖ: ପାରିଶ୍ରମିକ ମାଗିବାରୁ ଦଲାଲଙ୍କ ଜଘନ୍ୟ କାଣ୍ଡ; ଶ୍ରମିକଙ୍କ ପାଦ, ପାପୁଲି କାଟିଦେଲେ

ମୋହନା/ଅଡ଼ବା : ଉତ୍ତରପ୍ରଦେଶରେ କାମ କରୁଥିବା ଗଜପତି ଜିଲ୍ଲାର ଜଣେ ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ପାଦ କାଟି ଦେଇଛନ୍ତି ଦଲାଲ। ମଦ ପିଆଇ ଅଚେତ କରିବାପରେ ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି। ଏହାପରେ ଗାଁରେ ଆଣି ଛାଡ଼ି ଦେଇଛନ୍ତି। ନିଜର ପାରିଶ୍ରମିକ ମାଗିବାରୁ ସମ୍ପୃକ୍ତ ଦାଦନ…
ଅଧିକ ଖବର ଦେଖନ୍ତୁ...

ଦାଦନ ଦୁଃଖ: ଦଲାଲ କାଟିଦେଲା ପାଦ ଓ ପାପୁଲି

ମୋହନା: ଟଙ୍କା ମାଗିବାରୁ ଦଲାଲ କାଟିଦେଲା ପାଦ ଓ ପାପୁଲି | ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଦାମଦୁଆ ପଞ୍ଚାୟତ ନିକଟସ୍ଥ କୋଲବା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଏହି ଗ୍ରାମର ସାଙ୍କ ମୁର୍ମୁ(୪୫) ଗତ ସେପ୍ଟେମ୍ବର ୧୩ ତାରିଖରେ ହରଭାଙ୍ଗି ଅଂଚଳର…
ଅଧିକ ଖବର ଦେଖନ୍ତୁ...