ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ; ଜାନୁଆରି ୨୬ରେ ଗଜପତି ହେବ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ ଜିଲ୍ଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଶିଶୁସୁରକ୍ଷା କମିଟି, ଜିଲ୍ଲା ଟାସ୍କ ଫୋର୍ସ-ବାଲ୍ୟବିବାହ ନିରୋଧ, ଜିଲ୍ଲା ଟାସ୍କ ଫୋର୍ସ-ଶିଶୁ ଶ୍ରମିକ ନିରାକରଣ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀବାହୀ ଅଟୋ ଓଲଟି ୭ ଗୁରୁତର

ମୋହନା: ଯାତ୍ରୀବାହୀ ଅଟୋ ଓଲଟି ୭ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୪ ମହିଳା ଓ ୩ ପୁରୁଷ ଯାତ୍ରୀ ଅଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଦ ଲେଡବନ୍ଧ ଘାଟିରେ। ସମସ୍ତ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ସାଇବର୍ ଠକେଇ, ଯୁବକଙ୍କ ଆକାଉଣ୍ଟ୍‌ରୁ ୧୫ହଜାର ଗାଏବ୍

ରା.ଉଦୟଗିରି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ମଣ୍ଡଳସାହି ଅଞ୍ଚଳର ଜଣେ ଯୁବକ ସାଇବର୍ ଠକେଇର ଶିକାର ହୋଇ ୧୫ ହଜାର ଟଙ୍କା ହରାଇଛନ୍ତି। ତାଙ୍କ କହିବାନୁଯାୟୀ, ସେ କିଛିଦିନ ତଳେ ଫୋନ୍‌ ପେ’ ଆପ୍‌ ଖୋଲିଥିଲେ। ହେଲେ ସକ୍ରିୟ ନଥିବାରୁ ଆପ୍‌ଟି କାମ କରୁ ନଥିଲା। ଏହାକୁ ସଚଳ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଧରିଥିବା କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

କାଶୀନଗର : ଗତ ଡିସେମ୍ବର ୨୨ ତାରିଖରେ ଭିଜିଲାନ୍‌ସ ହାତରେ ଧରାପଡ଼ିଥିବା ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସିର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପତ୍ରାଙ୍କ ନଂ-୬୪/ ତା.୩/୧/୨୦୨୩…
ଅଧିକ ଖବର ଦେଖନ୍ତୁ...

ପୁରୁଣାପାଣି ପଞ୍ଚାୟତରେ ବିକାଶର ଆଲୋକ; ଜିଲ୍ଲାପାଳଙ୍କ ଶୁଭଦୃଷ୍ଟି ଅପେକ୍ଷାରେ ପଞ୍ଚାୟତବାସୀ

ରା .ଉଦୟଗିରି : ଆସନ୍ତା ୯ ତାରିଖରେ ଗଜପତି ଜିଲ୍ଲାପାଳ ନବଗଠିତ ପୁରୁଣାପାଣି ପଞ୍ଚାୟତରେ ଜନଶୁଣାଣି କରିବେ। ଏଥିରେ କୃଷି, ସ୍ୱାସ୍ଥ୍ୟ, ଜଳସେଚନ, ଶିକ୍ଷା, ପଞ୍ଚାୟତିରାଜ, ମନରେଗା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଲୋକଙ୍କ ଅଭିଯୋଗ ଶୁଣିବେ। ଏଣୁ, ଏଥର ବିକାଶର ଆଲୋକ ଏହି…
ଅଧିକ ଖବର ଦେଖନ୍ତୁ...

ବଡ଼ଦିନ ପାଇଁ ଚଳଚଞ୍ଚଳ ପାରଳା ସହର, ଝଲସୁଛି ପୁରାତନ ବାପ୍‌ଟିଷ୍ଟ ଚର୍ଚ୍ଚ

ପାରଳାଖେମୁଣ୍ତି : ବଡ଼ଦିନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଠାରୁ ସହର। ବିଶେଷ କରି ଗଜପତି ଜିଲ୍ଲାରେ ୩୦ ପ୍ରତିଶତରୁ ଅଧିକ ଖ୍ରୀଷ୍ଟଧର୍ମର ଲୋକେ ବସବାସ କରୁଥିବା ବେଳେ ଏହା ଜିଲ୍ଲାର ଅନ୍ୟତମ ବଡ଼ପର୍ବ ଭାବେ ପାଳିତ ହେଉଛି। ବଡ଼ଦିନ ନିମନ୍ତେ ଗାଁ ଗହଳରେ ଥିବା ସମସ୍ତ ଚର୍ଚ୍ଚଗୁଡିକୁ…
ଅଧିକ ଖବର ଦେଖନ୍ତୁ...

ଠିକାଦାରଙ୍କ ବିଲ୍‌ ପାସ୍‌ ପାଇଁ ୩୦ ହଜାର ଲାଞ୍ଚ: କାଶୀନଗର ଏନ୍‌ଏସି ଜେଇଙ୍କୁ ଭିଜିଲାନସ୍‌ ଧରିଲା

ବ୍ରହ୍ମପୁର : ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସିର କନିଷ୍ଠ ଯନ୍ତ୍ରୀ(ଜେଇ) ନରେନ୍ଦ୍ର କୁମାର ସାହୁ। ଜଣେ ଠିକାଦାରଙ୍କ ବିଲ୍‌ ପାସ୍‌ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। ଭିଜିଲାନ୍ସ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ

ଭୁବନେଶ୍ବର/ ପାଟପୁର : ବୁଧବାର ସକାଳେ ଗଜପତି ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ମୋହନା, ଆର୍. ଉଦୟଗିରିର ବିଭିନ୍ନ ଅଞ୍ଚଳରେ ବୁଧବାର ସକାଳ ୯ଟା ୪୬ ମନିଟରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଭୂପୃଷ୍ଠଠୁ ୫ କିମି ଗଭୀରତା…
ଅଧିକ ଖବର ଦେଖନ୍ତୁ...

ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜାଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

କାଶୀନଗର: ବିଲ୍ କରାଇ ଦେବା ପାଇଁ ଜଣେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜାଲାନ୍ସ ହାତରେ ଧରାପଡିଛନ୍ତି କାଶୀନଗର ଏନଏସିର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁ। ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟ।ଳୟ ଏବଂ କାଶୀନଗର ସ୍ଥିତ ଭଡାଘରେ ଚଢ଼ାଉ ଜାରି ରଖିଥିବା…
ଅଧିକ ଖବର ଦେଖନ୍ତୁ...

ସ୍ବାତୀ ଏସ୍‌.କୁମାର ନୂଆ ଗଜପତି ଏସ୍‌.ପି 

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ନୂତନ ଏସ୍‌.ପି ଭାବେ ସ୍ବାତୀ ଏସ୍‌.କୁମାରଙ୍କୁ ବଦଳି ହୋଇଛି। ଗୃହ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ସେ ଅନୁଗୁଳ ଜିଲ୍ଲା ତାଳଚେର ଏସ୍‌ଡିପିଓ ଭାବେ କାର୍ଯ୍ୟରତ ଅଛନ୍ତି।
ଅଧିକ ଖବର ଦେଖନ୍ତୁ...