ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ଗୋପୀନାଥ ଗଜପତି ପୁଣି ଆଇସିୟୁରେ

ପାରଳାଖେମୁଣ୍ଡି : ପାରଳା ରାଜପ୍ରାସାଦର ମୁଖ୍ୟ ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି। ଏଣୁ, ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ର ସାଧାରଣ ଓ୍ଵାର୍ଡ଼ରୁ ତାଙ୍କୁ ଆଜି ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଗତ ଦୁଇଦିନ ହେଲା ରାଜ କୁମାରୀ…
ଅଧିକ ଖବର ଦେଖନ୍ତୁ...

୨୫ କିଲୋର ଟିଫିନ୍‌ ବୋମା ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅଡ଼ବା ଥାନା ଅନ୍ତର୍ଗତ ବାଲିଗଣ୍ଡା ଜଙ୍ଗଲରେ ପୋତା ହୋଇଥିବା ୨୫ କିଲୋ ଓଜନର ଏକ ଟିଫିନ୍‌ ବୋମା ଆଜି ଉଦ୍ଧାର କରାଯାଇଛି। କଟାମା ପଂଚାୟତର ବାଲିଗଣ୍ଡା ଗ୍ରାମ ନିକଟ ପାହାଡ଼ିଆ ଜଙ୍ଗଲରୁ ଟିଫିନ ବୋମା ଓ ଏହା ସହ ସଂଯୋଗ ୫୦ ମିଟର ତାର ବୋମା ନିଷ୍କ୍ରିୟକାରୀ…
ଅଧିକ ଖବର ଦେଖନ୍ତୁ...

୪୪ ଚାଷୀଙ୍କଠାରୁ ୩ କୋଟି ଠକେଇ : ଧରାପଡ଼ିଲେ ସୋମନାଥ

ପାରଳାଖେମୁଣ୍ଡି : ରିହାତିରେ କୃଷି ଯନ୍ତ୍ରପାତି, ଟ୍ର୍ରାକ୍ଟର, ଧାନକଟା ମେସିନ୍‌ ଖରିଦ କରିଦେବା ଆଳରେ ଗଜପତି ଜିଲ୍ଲାର ୪୪ ଜଣ ଚାଷୀଙ୍କ ଠାରୁ ପ୍ରାୟ ୩ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ କାର୍ପଟଦାର ଗଜପତି ଜିଲ୍ଲା କୃଷି ବିଭାଗ କିରାଣି ସୋମନାଥ ମହାନ୍ତିଙ୍କୁ ଶେଷରେ ଗଜପତି ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷା ସତ୍ତ୍ୱେ ଧାରଣାରୁ ହଟିଲେନି ଅଙ୍ଗନଓ୍ଵାଡ଼ି କର୍ମୀ

ମୋହନା: ମୋହନା ବ୍ଳକରେ କାର୍ଯ୍ୟରତ ହଜାରେରୁ ଊର୍ଧ୍ୱ ଅଙ୍ଗନଓ୍ଵାଡ଼ି କର୍ମଚାରୀ ବିଭିନ୍ନ ଦାବି ନେଇ ଦୀର୍ଘ ୩୦ ଦିନ ହେଲା ଧାରଣା ଚଳାଇ ଆସୁଛନ୍ତି। ତଥାପି କେହି ତାଙ୍କ ଦାବି ପ୍ରତି ଧ୍ୟାନ ଦେିନାହାନ୍ତି । ନା ବିଭାଗୀୟ ଅଧିକାରୀ ନା ଜନ ପ୍ରତିନିଧି କେହି ତାଙ୍କ କଥା ଶୁଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...