ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

୮୩ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

କାଶୀନଗର: କାଶୀନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ହାଡୁଭାଙ୍ଗି ପଞ୍ଚାୟତର ୪୦ ଓ ସିଦ୍ଧାମଡ଼ଙ୍ଗ ପଞ୍ଚାୟତର ୪୩ ଏଭଳି ସମୁଦାୟ ୮୩ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। କାଶୀନଗର ବ୍ଲକ ସାମାଜିକ ସହାୟକ ଅଧିକାରୀ ଆନନ୍ଦ ରାଓ ଗାଣ୍ଟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ଗୁମ୍ମାରେ ୧୦୦ ହିତାଧିକାରୀଙ୍କୁ ଗ୍ୟାସ୍‌ କନେକ୍ସନ

ଏଚ.ପି ଗ୍ୟାସ ବିତରକ ଗଜପତି ଏଣ୍ଟେର ପ୍ରାଇଜେସ ଦ୍ୱାରା ଉଜ୍ଜ୍ୱଳା ପ୍ଲସ ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ପ୍ଲାଣ୍ଟ ଅଧିକାରୀ ଅନିଲ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଗୁମ୍ମା ବ୍ଲକର ମୁନୁ ସିଂ ଗ୍ରାମରେ ୧୦୦ ଜଣ ପରିବାର ସଦସ୍ୟଙ୍କୁ ଉଜ୍ୱଳା ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଥିଲା । ଏହି…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ମା’ ଓ ୨ ପୁଅ ମୃତ

ପାରଳାଖେମୁଣ୍ଡି  : ଗତ ସନ୍ଧ୍ୟାରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧା ଗ୍ରାମର ଏକ ବନ୍ଧକୁ ଗାଧୋଇବାକୁ ଯାଇଥିବା ମା’ ଓ ଦୁଇ ପୁଅ ବୁଡ଼ି ଯିବା ଫଳରେ ପ୍ରାଣ ହରାଇଛନ୍ତି । ସେମାନେ ହେଲେ ଯୋଗେଶ କୁମାର ସାହୁକାରଙ୍କ ପତ୍ନୀ ବାଣୀଶ୍ରୀ ସାହୁକାର(୪୦), ପୁଅ ଶୁଭମ୍‌ ସାହୁକାର(୧୪) ଓ ଚନ୍ଦନ…
ଅଧିକ ଖବର ଦେଖନ୍ତୁ...

ଗଙ୍ଗାବାଡ଼ରେ ଆନ୍ଧ୍ରର ଅନୁପ୍ରବେଶ ପ୍ରସଙ୍ଗ : ସୀମାରେ ହେବ ମାପଚୁପ

ପାରଳାଖେମୁଣ୍ଡି : ଦୁର୍ଗମ ଗଙ୍ଗାବାଡ଼ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ଘଟଣାରେ ଗଜପତି ଜିଲ୍ଲା ପ୍ରଶାସନର ଚେତା ପଶିଛି। ସୀମାରେ ମାପଚୁପ ହେବ ବୋଲି ଜିଲ୍ଲାପାଳ ଅନୁପମ ସାହା ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସାହା କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

ଗଜପତିରେ ନକଲି ନୋଟ୍‌ ର‍୍ୟାକେଟ୍‌ : କମ୍ପ୍ୟୁଟର, ପ୍ରିଣ୍ଟର, ହାର୍ଡଡିସ୍କ୍‌ ଜବତ

ଗୁମ୍ମା : ଗଜପତି ଜିଲ୍ଲାରେ ସକ୍ରିୟ ହୋଇ ଉଠିଛି ନକଲି ନୋଟ୍‌ ଛପା ଓ କାରବାରର ର‍୍ୟାକେଟ୍‌। ଆଉ ଏହି ର‍୍ୟାକେଟ୍‌ର ଚେର ରାୟଗଡ଼ା ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି। ଗୁମ୍ମା ବ୍ଲକର କେସିପୁର ଗ୍ରାମ ଠାରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ପୁଲିସ ଆଜି ପହଞ୍ଚି ଜାଲ୍‌ ନୋଟ୍‌ ଛପାଯାଉଥିବା…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀ ବଜ୍ରପାତର ପ୍ରଥମ ଶିକାର ହେଲେ ଆଦିବାସୀ ମହିଳା

ମୋହନା(ଗଜପତି): ରାଜ୍ୟରେ କାଳବୈଶାଖୀ ବଜ୍ରପାତର ପ୍ରଥମ ଶିକାର ହୋଇଛନ୍ତି ଜଣେ ଆଦିବାସୀ ମହିଳା। ‘ଗୁଡ଼ ଫ୍ରାଇଡେ’ ପ୍ରାର୍ଥନା ସାରି ସାଥୀ ମହିଳାଙ୍କ ସହିତ ଯୋଡ଼ାଦେଇ ପାହାଡ଼ ଆଡ଼କୁ ବୁଲି ଯାଇଥିବା ନିଦ୍ରାବତୀ ମଲିକ(୨୮) ବଜ୍ରପାତର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗଜପତି…
ଅଧିକ ଖବର ଦେଖନ୍ତୁ...

ପାରଳା ସହରରେ ବଢୁଛି ଟ୍ରାଫିକ ସମସ୍ୟା:ପାର୍କିଂ ଜାଗା ଖାଲି, ରାସ୍ତାରେ ଗାଡ଼ି ଓ ଠେଲା

ପାରଳାଖେମୁଣ୍ଡି: ପାରଳା ସହରକୁ ଛାଡ଼ୁନି ଟ୍ରାଫିକ ସମସ୍ୟା । ମୁଖ୍ୟତଃ ବଡ଼ଦାଣ୍ଡ, କଲେଜ ରୋଡ଼, ମାର୍କେଟ ଛକ, କରଣ ସାହି ଛକ, ଫାୟର ଷ୍ଟେସନ ଛକ, ବସଷ୍ଟାଣ୍ଡ୍‌ ରୋଡରେ ଦିନ ବେଳା ଭରପୁର ଟ୍ରାଫିକ ଜାମ୍‌ ହେଉଛି । ଏହାର ସମାଧାନ କରିବା ପାଇଁ ପୌରଳିକାରେ ବାରମ୍ବାର ବୈଠକ ପରେ ସମାଧାନର ରାସ୍ତା…
ଅଧିକ ଖବର ଦେଖନ୍ତୁ...

କେ.ସୀତାପୁର ଗୁଳିକାଣ୍ଡ : ୩ ଲକ୍ଷର ସୁପାରି, ୬ ଗିରଫ

କାଶୀନଗର : ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କେ.ସୀତାପୁର ବଜାରରେ ଗତ ୪ ତାରିଖ ରାତିରେ ଘଟିଥିବା ରାଧାକୃଷ୍ଣ କଳିଙ୍ଗଙ୍କୁ ଗୁଳି ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିଛି ପୁଲିସ। ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୩ ବନ୍ଧୁକ, ୭୦ ହଜାର ଟଙ୍କା, ୨ଟି…
ଅଧିକ ଖବର ଦେଖନ୍ତୁ...

ଗଜପତି: ବାଇକ ଦୁର୍ଘଟଣାରେ ୩ ଯୁବକ ମୃତ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ତିବ୍ଦତୀୟ କୋଲନୀ ନିକଟସ୍ଥ ଛିଟିଙ୍ଗ୍‌ ଘାଟିରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିବାରୁ ୩ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଯୁବକମାନେ ପାରଲାଖେମୁଣ୍ଡି ଯାଉଥିବା ଅନୁମାନ କରାଯାଉଛି। ଗତକାଲି…
ଅଧିକ ଖବର ଦେଖନ୍ତୁ...

କାଶୀନଗରରେ ଗୁଳିମାଡ଼, ଜଣେ ମୃତ

ପାରଳାଖେମୁଣ୍ଡି : ଆଜି ରାତିରେ ଗଜପତି ଜିଲ୍ଲା କାଶୀନଗର ଥାନା ଅଧୀନ ଆନ୍ଧ୍ର ସୀମାବର୍ତୀ ଖୁରିଗାଁ ସୀକାପୁର ଗ୍ରାମ ବଜାର ଉପରେ ଜଣେ ଅଜ୍ଞାତ ଆତତାୟୀ ଏକ ଦୋକାନ ଭିତରକୁ ଆଖିବୁଜା ଗୁଳି ଚଳାଇଥିଲା। ଏହି ଗୁଳିକାଣ୍ଡରେ ଜଣେ ଗ୍ରାହକ ରାଧାକୃଷ୍ଣ କଳିଙ୍ଗ(୫୦) ମୃତ୍ୟୁ ଘଟିଛି। ତାଙ୍କ ପେଟରେ ୩…
ଅଧିକ ଖବର ଦେଖନ୍ତୁ...