ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

୯ ଟିକିଆ ହାତୀପଲ ଉପଦ୍ରବ,ଲୋକେ ଘର ଛାଡ଼ି ପାହାଡ଼ ଉପରେ ଆଶ୍ରିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକର କଣ୍ଡା ପାର୍ଶ୍ୱମ୍ବା ଗ୍ରାମ ନିକଟରେ ଏବେ ହାତୀପଲ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ। ୯ ଟିକିଆ ହାତୀ ପଲ ଜନବସିତି ଅଞ୍ଚଳରେ ପଶିବାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ଘର ଛାଡି ପାହାଡ ଉପରେ ଆଶ୍ରୟ ନେବା ସହ ରାତି କଟାଉଛନ୍ତି। ହାତୀପଲ ଏବେ…
ଅଧିକ ଖବର ଦେଖନ୍ତୁ...

ମୋହନା: ଗଛରେ ପିଟିହେଲା ଟ୍ରକ, ୨୦ ଶ୍ରମିକ ଆହତ

ମୋହନା: ଆଜି ଭୋରରୁ ୨୫ରୁ ଉର୍ଧ୍ୱ ଶ୍ରମିକଙ୍କୁ ନେଇ ମୋହନାରୁ ଅଡ଼ଭାକୁ ଯାଉଥିବା ଏକ ମିନିଟ୍ରକ ଭାରସାମ୍ୟ ହରାଇ ମୋହନା ଠାରୁ ୩ କିଲୋମିଟର ଦୂର କେନ୍ଦୁଘାଟି ନିକଟରେ ଏକ ଗଛରେ ବାଡେଇ ହୋଇଯାଇଛି। ଫଳରେ ମିନିଟ୍ରକରେ ଥିବା ୨୫ ଜଣ ଶ୍ରମିକଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ…
ଅଧିକ ଖବର ଦେଖନ୍ତୁ...

ଘାଟିରୁ ଟିପର୍‌ ଓଲଟି ୯ ମୃତ

ପାରଳାଖେମୁଣ୍ଡି/ଗୁମ୍ମା: ଆଜି ସକାଳେ ଗଜପତି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସକାଳ ସାଢ଼େ ନଅଟା ବେଳେ କାଶୀନଗର-ଗୁମ୍ମା ସୀମାନ୍ତରେ ଥିବା ପାର୍ତ୍ତଡ଼ା ଘାଟିର ଲୁହାଝର ନାଳ ନିକଟରେ ଏକ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ପାରଳାଖେମୁଣ୍ଡି: ପ୍ରଥମେ ପ୍ରେମ। ତାପରେ ବିବାହ କରିବାର ପ୍ରତିଶ୍ରୁତି। ଶାରୀରିକ ସମ୍ପର୍କ ସ୍ଥାପନ ପରେ ଧୋକା ଦେଇ ଫେରାର ହେବା ଘଟଣାରେ ଆଜି ପୁଲିସ ରାୟଗଡ଼ ବ୍ଲକ ସୋରଡ଼ା ଗ୍ରାମର ରାଜା ଗୌଡ଼(୨୦)ଙ୍କୁ ହାଇଦ୍ରାବାଦରୁ ଗିରଫ କରି କୋର୍ଟ ଚାଲାଣ କରିଛି। ୨୦୧୫ ମସିହାରେ ରାଜା ନାବାଳିକା ଜଣକୁ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗଙ୍କ ସହ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି : ଜଣେ ୨୬ ବର୍ଷୀୟା ଭିନ୍ନକ୍ଷମ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁର୍ଷ୍କମ କରିବା ଏବଂ ବାହାରେ ପ୍ରକାଶ କଲେ ଜୀବନରେ ମାରି ଦେବାର ଧମକ ଦେଇଥିବା ଗୁମ୍ମା ବ୍ଲକ ନାମନଗଡ ଗ୍ରାମର ଅନନ୍ତ ପାଇକ(୫୦)ଙ୍କୁ ପୁଲିସ ଗିରଫ କରିଛି। ଗତ କିଛିଦିନ ପୂର୍ବେ ସେ ୫ ମାସର ଗର୍ଭବତୀ…
ଅଧିକ ଖବର ଦେଖନ୍ତୁ...

କାଶୀନଗର ଏନ୍‌ଏସି ରାଜନୀତିରେ ଭୂକମ୍ପ:ଅଧ୍ୟକ୍ଷାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି

କାଶୀନଗର: କାଶୀନଗର ଏନ୍‌ଏସି ଅଧ୍ୟକ୍ଷା ଏମ୍‌.ସୁଧାରାଣୀ ଓ ତାଙ୍କ ପୁତ୍ର ତଥା କାଉନ୍‌ସିଲର ଏମ୍‌.ପ୍ରବୀଣ କୁମାର ଦଳ ବିରୋଧୀ କାର୍ଯ୍ୟକଳାପ କରୁଛନ୍ତି ଏବଂ ବିଜେପି ମୁହାଁ ହୋଇଛନ୍ତି। ଏ ସଂପର୍କରେ ଅନୁଧ୍ୟାନ କରି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଶେରଗଡ଼ ବ୍ଲକ ପଞ୍ଚାୟତ ଉପନିର୍ବାଚନ:ବରମୁଣ୍ଡଳି, ବ୍ରାହ୍ମଣଛାଇରେ ପତିଆରା ଲଢ଼େଇ

ଶେରଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଶେରଗଡ଼ ବ୍ଲକ ତିନି ପଞ୍ଚାୟତ ବରମୁଣ୍ଡଳି, ବ୍ରାହ୍ମଣଛାଇ ଓ କୁମାରପାଣିରେ ୧୯ ତାରିଖରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀ ମାନେ…
ଅଧିକ ଖବର ଦେଖନ୍ତୁ...

ଗଜପତି: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ  ଧକ୍କା, ୨ ମୃତ

ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ ଖସଡ଼ାକୁ ବୁଲିବା ପାଇଁ ଯାଉଥିବା ବେଳେ ପଥରଗଡ଼ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଛତ୍ରପୁର ଅଞ୍ଚଳର ସୁବ୍ରତ ଦଳେଇ ଓ ତାଙ୍କ ସାଙ୍ଗ ଏକ ବାଇକରେ ଖସଡ଼ାକୁ ଯାଉଥିବା ବେଳେ  ବିପରିତ ଦିଗରୁ ଆସୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା।…
ଅଧିକ ଖବର ଦେଖନ୍ତୁ...

ପୁଲିସ ଜାଳିଲା ୧୨କୋଟିର ଗଞ୍ଜେଇ ଗଛ

ଅଡ଼ବା: ଅଡବା ଅଞ୍ଚଳରେ ଅପରେସନ ନୀଳ ଜହରକୁ ଜୋରଦାର କରାଯାଇଛି । ଆଜି ଉଭୟ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଗୁଲୁବା ଗ୍ରାମ ପଞ୍ଚାୟତ କାଲିଆମାରେ ୪୬ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୨ କୋଟିରୁ ଅଧିକ ହେବ ବୋଲି କୁହାଯାଇଛି । ଏହି…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ଫଳ ଖାଇ ୧୪ଛାତ୍ର ଅସୁସ୍ଥ

ଗୁଣପୁର : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଲେଙ୍ଗେତାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୪ଜଣ ଛାତ୍ର ବିଷାକ୍ତ ଫଳ ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ରାୟଗଡା ଜିଲ୍ଲାର ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ…
ଅଧିକ ଖବର ଦେଖନ୍ତୁ...