ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ପୋଲସରା ବିଧାୟକଙ୍କ ମିଥ୍ୟା ସତ୍ୟପାଠ ମାମଲା

ବୁଗୁଡ଼ା: ତୁଟୁନି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ମିଥ୍ୟା ସତ୍ୟପାଠ ବିବାଦ। ନିର୍ବାଚନ ବେଳେ ତ୍ରୁଟିପୂର୍ଣ ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରିଥିବା ଅଭିଯୋଗକୁ ନେଇ ବିଜେପି ଏବେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛି। ଗତ ସୋମବାର ବିିଧାୟକ ସାମ୍ବାଦିକ ସମ୍ମିଳନୀରେ ସେ ମାଟ୍ରିକ୍‌…
ଅଧିକ ଖବର ଦେଖନ୍ତୁ...

ଧାରଣାରେ ବସିଲେ ଦ୍ୱିତୀୟ ବର୍ଷ ଛାତ୍ର

ବ୍ରହ୍ମପୁର : ର‍୍ୟାଗିଂକୁ ନେଇ ଆଜି ଏମକେସିଜି ମେଡିକାଲ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଛି। ର‍୍ୟାଗିଂ ଅଭିଯୋଗ ଆଣି ଦ୍ୱିତୀୟ ବର୍ଷର ଚାରିଜଣ ଛାତ୍ର ଗତ ରାତିରୁ ହଷ୍ଟେଲ ଛାଡ଼ି ବ୍ୟାଗ୍‌ପତ୍ର ସାଥିରେ ଧରି କଲେଜର ପ୍ରାଶାସନିକ କୋଠା ସମ୍ମୁଖରେ ଧାରଣାରେ ବସିଥିବାରୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ପାଗଳର ଉନ୍ମତ୍ତ କାଣ୍ଡ : ଘର ସହ ଯୁବତୀଙ୍କୁ ଜିଅନ୍ତା ଜାଳିଦେବାକୁ ଉଦ୍ୟମ

ବ୍ରହ୍ମପୁର/ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା କେନ୍ଦୁବାଡ଼ି ଗ୍ରାମରେ ଜଣେ ପ୍ରେମ ପାଗଳ ଯୁବକ ଘଟାଇଛି ଅଭାବନୀୟ କାଣ୍ଡ। ପ୍ରେମରେ ବିଫଳ ହେବା ପରେ ମାଧବ ଗୌଡ଼ ନାମକ ଏହି ଯୁବକ ଜଣେ ଯୁବତୀଙ୍କ ଘରେ ଅତର୍କିତ ଭାବେ ପଶି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଯୁବତୀ ସୁନେଲି…
ଅଧିକ ଖବର ଦେଖନ୍ତୁ...

ପିତୃହତ୍ୟାର ପ୍ରତିଶୋଧରୁ ହତ୍ୟା

ସୋରଡ଼ା : ପୂର୍ବଶତ୍ରୁତା ସହ ବାପାଙ୍କୁ ହତ୍ୟାର ପ୍ରତିଶୋଧ ନେଇଛି ପୁଅ। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ଥାନା ସରାବାଡ଼ି ଗ୍ରାମ ନିକଟ ଯୋଡ଼ାବନ୍ଧ ଛକରେ ରୋହିତ ଗୁରୁ (୩୫) ନାମକ ଜଣେ ଯୁବକଙ୍କୁ ଗୋପାଳ ଗୁରୁ ଓ ତାଙ୍କର ୫ରୁ ୬ଜଣ ସହଯୋଗୀ ସଂଘବଦ୍ଧ ଆକ୍ରମଣ କରି ହତ୍ୟା ଘଟଣା ଚାଞ୍ଚଲ୍ୟ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟ ଅଭିଯୁକ୍ତ ସହ ଫଟୋ ଉଠାଉଥିବା ୫ ଗିରଫ

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ପୀଠ ବୁଢାକେନ୍ଦୁ ପୀଠ ଜଙ୍ଗଲରେ ଗତକାଲି ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଗାଙ୍ଗପୁର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୁଖ୍ୟ ଅଭିଯୁକ୍ତ କ୍ଷତ୍ରିୟବରପୁରର ଶିବ ନାଇକ (୨୩) ସମେତ…
ଅଧିକ ଖବର ଦେଖନ୍ତୁ...

ନିଖୋଜର ୨୪ ଘଣ୍ଟା ପରେ ଜଙ୍ଗଲରୁ ମିିଳିଲା ପ୍ରେମିକାର ଶବ

ଗଂଜାମ : ଗଂଜାମ ଜିଲ୍ଲା ଗଂଜାମ ବ୍ଲକ ରମ୍ଭା ଥାନା ଅଧୀନ ପ୍ରୟାଗି ନିକଟ କାଜୁ ଓ ଝାଉଁ ଜଙ୍ଗଲ ମଧ୍ୟରେ ଜଣେ କଲେଜ ଛାତ୍ରୀଙ୍କ ଶବ ମିଳିବା ଓ ଗୁରୁତର ଅବସ୍ଥାରେ ତାଙ୍କ ପ୍ରେମିକଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ଅପରାହ୍ନ ପ୍ରାୟ ସାଢେ ୨ଟାରେ କୋଇରାଶି ପଞ୍ଚାୟତ ବଡ଼ଚକଡ଼ା…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ପୁଣି ନିର୍ଭୟା କାଣ୍ଡ : ଜଙ୍ଗଲରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ବେଲଗୁଣ୍ଠା : ନିର୍ଭୟା କାଣ୍ଡ ଭଳି ଲଜ୍ଜାଜନକ ଘଟଣାର ପୁନରାବୃତ୍ତି ଘଟିଛି ଗଞ୍ଜାମରେ। ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଛକ ପାର୍ଶ୍ୱ ବୁଢାକେନ୍ଦୁ ଠାକୁରାଣୀ ମନ୍ଦିର ପାଖ ଜଙ୍ଗଲରେ ନିଜ ଭାବି ସ୍ୱାମୀଙ୍କ ସହ ବୁଲିବାକୁ ଯାଇଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ପ୍ରେମବିବାହ ପରେ ପତ୍ନୀ ହତ୍ୟା

ସୋରଡ଼ା : ପ୍ରେମ ବିବାହକୁ ସ୍ୱୀକୃତି ନ ମିଳିବାରୁ ପତ୍ନୀକୁ ହତ୍ୟା। ଗଂଜାମ ଜିଲ୍ଲା ସୋରଡ଼ା ସହରରେ ପ୍ରେମ ବିବାହ କରିଥିବା ପ୍ରଭାକର ବିଷୋୟୀ (୧୮) ପତ୍ନୀ ଭାଗ୍ୟଲତା ବେହେରା(୨୮)ଙ୍କୁ ତଣ୍ଟି ଚିପି ନିର୍ମମ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରଭାକରଙ୍କ ପିତା ଏଥିରେ ସହଯୋଗ କରିଥିବା ବି…
ଅଧିକ ଖବର ଦେଖନ୍ତୁ...

ଦୁଇ ପରିବାର ଗାଁ ଛାଡ଼ିଲେ

ପୁରୁଷୋମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଶାସନପଲ୍ଲୀ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ସାରା ଗାଁ ଏକ୍‌ଜୁଟ ହେଲେ, ଗଲା ମାସରେ ବାହାରୁ ଗୁଣିଆ ଡାକି ଖଟ ବୁଲାଇବା ଯୋଜନା କରିଥିଲେ। ହେଲେ ପୁଲିସ ଜାଣି ତାଗିଦ୍‌ କରିବାରୁ ଗାଁରେ ଗଠିତ କମିଟି ଖଟବୁଲା ସ୍ଥଗିତ ରଖିଥିଲା। ତେବେ ଗତ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରୁ ବିରଳ କୃଷ୍ଣସାର ବଂଶ ବୁଡ଼ିବ!

ଆସିକା : ଗଞ୍ଜାମ ଜିଲ୍ଲା ବାଲିପଦର, ଆସିକା, ଭେଟନଈ ଅଞ୍ଚଳରେ ବହୁ ବର୍ଷ ଧରି ଦେଖିବାକୁ ମିଳୁଥିବା ବିରଳ କୃଷ୍ଣସାର ମୃଗ(ବ୍ଲାକ୍‌ବକ୍‌) ବଂଶ ଏବେ ସଂକଟରେ। ଦୁର୍ଘଟଣାରେ, ହିଂସ୍ର ଜନ୍ତୁ ହାବୁଡ଼ରେ ପଡ଼ି ବା ଶିକାରୀ ହାତରେ ଏମିତି ପ୍ରାୟ ପ୍ରତ୍ୟେକ ଦିନ ଗୋଟିଏ ଦୁଇଟି କୃଷ୍ଣସାର ପ୍ରାଣ…
ଅଧିକ ଖବର ଦେଖନ୍ତୁ...