ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ବ୍ଲକ, ଏନ୍‌ଏସି କର୍ମଚାରୀଙ୍କୁ ପିଟିଲେ, ଭାଙ୍ଗିଲେ

ଛତ୍ରପୁର : ଛତ୍ରପୁର ବିଧାୟକଙ୍କ ପ୍ରିୟାଂଶୁ ପ୍ରଧାନଙ୍କ ପ୍ରତିନିଧି ଏନ୍‌.ଓ୍ଵର୍ଦ୍ଧରାଜୁଲୁ ରେଡ୍ଡୀ ଆଜି ଛତ୍ରପୁର ବ୍ଲକ ଓ ଏନ୍‌ଏସି କାର୍ଯ୍ୟାଳୟ ଭିତରେ ଧସେଇ ପଶି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଓ୍ଵର୍ଦ୍ଧରାଜୁଲୁ ଓ ତାଙ୍କର ସହଯୋଗୀ ଉଭୟ କାର୍ଯ୍ୟାଳୟ ଭିତରେ ପଶି କର୍ମଚାରୀଙ୍କୁ ନିସ୍ତୁକ…
ଅଧିକ ଖବର ଦେଖନ୍ତୁ...

ତାଗିଦ୍‌ କରିବାରୁ କୁପରିଣାମ:ବୃଦ୍ଧଙ୍କୁ ଟାଙ୍ଗିଆରେ ହତ୍ୟା

ଜଗନ୍ନାଥପ୍ରସାଦ: ତାସ୍‌ ଖେଳରୁ ପାଟିତୁଣ୍ଡ ଏବଂ ତାଗିଦ୍‌ କରିବାରୁ ଗଂଜାମ ଜିଲ୍ଳା ଜଗନ୍ନାଥପ୍ରସାଦ ଥାନା ଅଲାଡ଼ି ପଞ୍ଚାୟତ ଥୋଲଣ୍ଡା ଗ୍ରାମ ଖଦାଳ ସାହିରେ ଦେବ ନାଇକ (୬୦) ନାମକ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମିଥୁନ୍‌ ନାଇକ ନାମକ ଜଣେ ଯୁବକ ଦେବଙ୍କୁ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର: ଓଲଡିଂ ଦୋକାନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଗାନ୍ଧିନଗରରେ ଥିବା ଏକ ଓଲଡିଂ ଦୋକାନରେ ମଙ୍ଗଳବାର ଆକସ୍ମିକ ଭାବେ ଗ୍ୟାସ ବିସ୍ଫୋରଣ ଘଟିଛି। ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଗାନ୍ଧିନଗରରେ ଥିବା ସୁଦାମ ମହାପାତ୍ରଙ୍କ ଓଲଡିଂ ଦୋକାନରେ ଗ୍ୟାସ ବିସ୍ଫୋରଣ ଘଟିଛି। ଏହି ଗ୍ୟାସ ବିସ୍ଫୋରଣ ଓଲଡିଂ ସିଲିଣ୍ଡର…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ହୋଇଥିଲା ୫ ଲକ୍ଷର ଡିଲ୍‌

ଆସିକା : ଗତ ୬ ତାରିଖରେ ଗଞ୍ଜାମ ଜିଲ୍ଲା ଆସିକା ଥାନା କରଞ୍ଜେଇ ଛକ ନିକଟରେ ଚଳନ୍ତା ବସ୍‌ରେ ଯୁବ ବିଜେଡି ନେତା ପ୍ରତାପ ଚନ୍ଦ୍ର ପୋଲାଇଙ୍କୁ ଗୁଳି କରି ହତ୍ୟା ଘଟଣାର ରହସ୍ୟ ଖୋଲିଛି ପୁଲିସ। ମଦ ବେପାରକୁ କେନ୍ଦ୍ର କରି ପ୍ରତାପଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ଜଣା ପଡ଼ିଛି ବୋଲି ପୁଲିସ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ଯାଇ ବ୍ରହ୍ମପୁରରେ ସେକ୍ସ ର‍୍ୟାକେଟ୍‌ : ରାଣୀ ମହୁମାଛି ସମେତ ୪ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବ୍ରଜନଗର ତୃତୀୟ ଲାଇନ୍‌ ସ୍ଥିତ ଏକ ଭଡ଼ା ଘରୁ ସେକ୍ସ ର‍୍ୟାକେଟ ଠାବ ଘଟଣାରେ ପୁଲିସ ଜଣେ ମହିଳା ଦଲାଲ୍‌ ଓ ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଏହା ସହିତ ୪ ଜଣ ଦେହଜୀବୀଙ୍କୁ ପୁଲିସ ଉଦ୍ଧାର କରିଛି। ଗିରଫ ମହିଳା ଦଲାଲ୍‌ଙ୍କ ନାମ ସୁମିତ୍ରା…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ଯନ୍ତ୍ରୀ ମୃତ

ଗଂଜାମ : ଗଂଜାମ ଥାନା ଅଧୀନ ଋଷିକୁଲ୍ୟା ବ୍ରିଜ୍‌ରେ ଆଜି ରାତି ପ୍ରାୟ ସାଢେ ୮ଟାରେ ଟ୍ରକ୍‌ ଧକ୍କାରେ ଆଦିତ୍ୟ ବିରଳା କଂପାନି ଯନ୍ତ୍ରୀ ଚିରଞ୍ଜିବୀ ସାମଲଙ୍କ ମୃତ୍ୟୁ ହୋଇଛି। କର୍ମଚାରୀ ଜିତୁ ପଟ୍ଟନାୟକ ଗୁରୁତର ହୋଇଛନ୍ତି। ଚିରଞ୍ଜିବୀ ଓ ଜିତୁ ଆଜି ରବିବାର ଥିବାରୁ ଏକ ବାଇକ୍‌ରେ…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ମିଲିଟାରି ଷ୍ଟେସନରେ ସେନା ମୁଖ୍ୟ

ଗୋପାଳପୁର : ଶନିବାର ସଂଧ୍ୟାରେ ଗୋପାଳପୁର ମିଲିଟାରି ଷ୍ଟେସନ ଓ ଗୋଳାବନ୍ଧ ଆର୍ମି ଏୟାର୍‌ ଡିଫେନସ୍‌ କଲେଜ(ଏଡି କଲେଜ) ପରିଦର୍ଶନରେ ଆସିଥିଲେ ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ। ଆଜି ଅପରାହ୍ନରେ ଜେନେରାଲ୍‌ ରାଓ୍ଵତ ତାଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଶେଷ କରି…
ଅଧିକ ଖବର ଦେଖନ୍ତୁ...

ଗାଁ ମୁହଁରେ ଦନ୍ତା

ବୁଗୁଡ଼ା : ଆଜି ଅପରାହ୍ନରେ ହଠାତ୍‌ ଗାଁ ମୁଣ୍ଡରେ ଠିଆ ହୋଇଥିଲା ଏକ ଦନ୍ତା ହାତୀ। ପ୍ରାଣ ଭୟରେ ଯିଏ ଯୁଆଡ଼େ ପାରିଲେ ସମସ୍ତେ ଧାଇଁ ପଳାଇଲେ। ବାହାରେ ଖେଳୁଥିବା ପିଲା ମାନେ ଘର ଭିତରକୁ ପଳାଇବା ପରେ ତାଟିକବାଟ ପଡ଼ିଗଲା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ହିରାପଲ୍ଲୀ ଗ୍ରାମରେ ଆଜି ଏଭଳି ଦୃଶ୍ୟ…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତି ସନ୍ଦେହ : ପତ୍ନୀର ଦୁଇ ହାତ କାଟି ସ୍ୱାମୀ ଥାନାରେ

ଖଲ୍ଲିକୋଟ : ସନ୍ଦେହ ଓ ପାରିବାରିକ କଳହର ଏକ ଭୟଙ୍କର ପରିଣତି ଆଜି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ପରକୀୟା ପ୍ରୀତି ସନ୍ଦେହରେ ଜଣେ ସ୍ୱାମୀ ଏକ ଧାରୁଆ କାତିରେ ପତ୍ନୀର ଦୁଇ ହାତ କାଟି ଖଲ୍ଲିକୋଟ ଥାନାରେ ଆତ୍ମସମର୍ପଣ କରିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭାଇଚାରାର ପର୍ବ ‘ପିର୍ଲା’ ଯାତ୍ରା

ଇଚ୍ଛାପୁର : ବ୍ରହ୍ମପୁର ଉପକଣ୍ଠ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ସହରର ପଶ୍ଚିମ ଭାଗରେ ଥିବା ପିର୍ଲା ପର୍ବତରେ ମାଣବସା ଗୁରୁବାର ଅବସରରେ ଆଜି ପିର୍ଲା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ସଂଖ୍ୟାରେ ହିନ୍ଦୁ ଶ୍ରଦ୍ଧାଳୁ ମସ୍‌ଜିଦ୍‌କୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଯାତ୍ରାର…
ଅଧିକ ଖବର ଦେଖନ୍ତୁ...