ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଖାଦ୍ୟ ଅଭାବରୁ ମାଙ୍କିଡ଼ିଆ ଜନଜାତି ବ୍ୟକ୍ତିଙ୍କ ଜୀବନ ଗଲା !

କାଳିଆପାଣି  : ବାଟ ହୁଡ଼ିଛି ବିର‌‌ହୋଡ଼ ଜୁଆଙ୍ଗ ଉନ୍ନୟନ ଯୋଜନା(ବିଜେଡିଏ)। ଆଦିମ ଜନଜାତିଙ୍କ କଲ୍ୟାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଖାଦ୍ୟ ଓ ଚିକିତ୍ସା ଅଭାବରୁ ଜଣେ ମାଙ୍କିଡ଼ିଆ ଜନଜାତି ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ଲକ୍ଷ୍ମଣ ମାଙ୍କିଡ଼ିଆ(୬୪)। ସେ ଭିକ…
ଅଧିକ ଖବର ଦେଖନ୍ତୁ...

୭ ବର୍ଷ ପରେ ନଗଡ଼ା…: କୋଟିକୋଟି ଖର୍ଚ୍ଚ, ବଦଳୁ ନାହାନ୍ତି ଲୋକ

କାଳିଆପାଣି : ୨୦୧୬ ନଭେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆପାଣି ଗସ୍ତରେ ଆସି ନଗଡ଼ାକୁ ଆଦର୍ଶ ଗାଁ କରାଯିବ ବୋଲି ଘୋଷଣା କରିଥିଲେ। ଏହାପରଠୁ ନଗଡ଼ା ଜୁଆଙ୍ଗମାନଙ୍କ ସାମାଜିକ ସଚେତନତା ପାଇଁ ୟୁନିସେଫ୍‌ ଏବଂ ବହୁ ସ୍ବେଚ୍ଛାସେବୀ ସଂଗଠନ (ଏନ୍‌ଜିଓ) ନିୟୋଜିତ…
ଅଧିକ ଖବର ଦେଖନ୍ତୁ...

ଜାମୁ ଗଛରୁ ପଡି ବାଳକ ମୃତ

ଦଶରଥପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନସ୍ଥ ବିରିପଟା ଗ୍ରାମର ଗୌତମ ମଲ୍ଲିକଙ୍କ ପୁଅ ସୁମନ୍ତ ମଲ୍ଲିକ(୧୨)ଙ୍କ ଅକାଳ ବିୟୋଗ ହୋଇଯାଇଛି। ସେ ଗୁରୁବାର ନିଜ ଘର ନିକଟରେ ଥିବା ଜାମୁ ଗଛରୁ କୋଳି ତୋଳିବା ନିମନ୍ତେ ଗଛକୁ ଚଢି ଥିବାବେଳେ ଅସାବଧାନତାବଶତଃ ଗଛରୁ ଖସି ପଡିଥିଲେ। ତଳେ ଖସି…
ଅଧିକ ଖବର ଦେଖନ୍ତୁ...

କନ୍ଦାଉଛି ପରିବା ଦର, ଖାଉଟି ଛଟପଟ

ଯାଜପୁର: ଗ୍ରାମାଞ୍ଚଳରେ ଶୀତଳଭଣ୍ଡାର ସୁବିଧା ନଥିବାରୁ ଚାଷୀ ସେମାନଙ୍କ ଦ୍ବାରା ଉତ୍ପାଦିତ ପନିପରିବା ଅଧିକ ଦିନ ରଖିବାର ସୁଯୋଗ ନାହିଁ। ଅଧିକ ଅମଳ ସମୟରେ ଅଭାବୀ ବିକ୍ରି ତ ପୁଣି ତିରୋଟ ସମୟରେ ଦର ଅଧିକ ​ଏକ ନିୟମିତ ଧାରା​ରେ ପରିଣତ ହୋଇଛି। ମାତ୍ର ଏହି ସମସ୍ୟାର ସମାଧାନ ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାମୁଗଛରୁ ପଡ଼ି ନାବାଳକ ମୃତ

ଦଶରଥପୁର: ଜାମୁଗଛରୁ ପଡ଼ିଯିବାରୁ ମଙ୍ଗଳପୁର ଥାନା ଅଧୀନ ବିରିପଟା ଗ୍ରାମର ଗୌତମ ମଲ୍ଲିକଙ୍କ ପୁଅ ସୁମନ୍ତ ମଲ୍ଲିକ(୧୨)ଙ୍କ ମୃତ୍ୟୁ ହୋଇଛି। ସେ ଆଜି ନିଜ ଘର ନିକଟରେ ଥିବା ଜାମୁ କୋଳି ତୋଳିବା ନିମନ୍ତେ ଗଛକୁ ଚଢ଼ିଥିବାବେଳେ ଖସିପଡ଼ିଥିଲେ। ତାଙ୍କ ମୁଣ୍ଡ ମାଡ଼ ହେବା ସହ ଶରୀରରେ ଗଭୀର କ୍ଷତ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

କବାଟବନ୍ଧ: ଜନୈକା ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ଅଭିଯୋଗରେ ଜେନାପୁର ପୁଲିସ ଆଜି ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ କୁଆଖିଆ ଥାନା ସୁଆଁସାହି ଗ୍ରାମର ଆଶିଷ କୁମାର ମଲିକ ଓରଫ ସିତୁ (୨୪)। ସଂପୃକ୍ତ ଯୁବତୀ ଏ ସଂପର୍କରେ ଜେନାପୁର ଥାନାରେ ଲିଖିତ…
ଅଧିକ ଖବର ଦେଖନ୍ତୁ...

ଭାଲୁଖାଇ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ

ଧର୍ମଶାଳା: ଧର୍ମଶାଳା ବ୍ଲକ୍ ଭାଲୁଖାଇ ଗ୍ରାମସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ମନ୍ଦିର ପରିସରରେ ରଥାରୂଢ଼ ତିନି ଠାକୁରଙ୍କ ନୀତିକାନ୍ତି ପରେ ସଂଧ୍ୟାରେ ସୁନାବେଶ କରାଯାଇଥିଲା। ସୁନାବେଶ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଗହଳି…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶ୍ରମିକ ଅଶାନ୍ତି; ଦୁଇ କାରଖାନା ଆଗରେ ଧାରଣା

ଯଖପୁରା : କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦିନକୁ ଦିନ ଶ୍ରମିକ ଅଶାନ୍ତି ବଢ଼ିବାରେ ଲାଗିଛି। ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବୁଧବାର ସକାଳୁ ମୈଥାନ ଇସ୍ପାତ ଓ ନ୍ୟୁ ଭିସ୍ତା ସିମେଣ୍ଟ କାରଖାନା ସମ୍ମୁଖରେ ଶତାଧିକ ଶ୍ରମିକ ଧାରଣା ଦେଇଛନ୍ତି। ମୈଥାନରେ ଦରମା ବୃଦ୍ଧି ପାଇଁ ଅନେକ ଆଲୋଚନା ପରେ ଷାଠିଏ…
ଅଧିକ ଖବର ଦେଖନ୍ତୁ...

ସୁକିନ୍ଦାରେ ବାହୁଡ଼ାଯାତ୍ରା

ସୁକିନ୍ଦା : ସୁକିନ୍ଦାରେ ବୁଧବାର ଦିନ ବାହୁଡ଼ାଯାତ୍ରା ପାଇଁ ଶ୍ରୀଜିଉମାନଙ୍କୁ ପହଣ୍ଡି କରାଯାଇଛି। ନଅଦିନ ପରେ ମହାପ୍ରଭୁ ଶ୍ରୀ ମନ୍ଦିର ଫେରିବେ। ତଦନୁଯାୟୀ ସକାଳ ଧୂପ, ମଙ୍ଗଳା ଆଳତି ହୋଇଥିଲା। ବର୍ଷା ଛାଡ଼ିବା ପରେ ଅପରାହ୍‌ଣରେ ସୁକିନ୍ଦାଗଡ଼ର ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ…
ଅଧିକ ଖବର ଦେଖନ୍ତୁ...

ନଗଡ଼ାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା: ଜନସ୍ବାର୍ଥ ମାମଲା ରୁଜୁ, ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବାକୁ ହାଇକୋର୍ଟଙ୍କ…

କଟକ: ଯାଜପୁର ଜିଲ୍ଲା ନଗଡ଼ା ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ପୁଣି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି ଯାଜପୁର ଜିଲ୍ଲାପାଳଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ହାଇକୋର୍ଟ ରାଜ୍ୟ ସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...