ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଲା ଖୋର୍ଦ୍ଧା ପାସେଞ୍ଜର, ୩ ଘଣ୍ଟା ପରେ ଅନ୍ୟ ଇଞ୍ଜିନ ଲାଗି ଆଗକୁ ଗଡ଼ିଲା, ଯାତ୍ରୀ…

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ସୀତାବିଞ୍ଜ ଓ ବସନ୍ତପୁର ଷ୍ଟେସନ ମଝିରେ ଖୋର୍ଦ୍ଧା ପାସେଞ୍ଜର ଟ୍ରେନ୍‌ ଅଟକିଛି। ଇଞ୍ଜିନରେ କୌଣସି ସମସ୍ୟା ଥିବା ହେତୁ ଟ୍ରେନ୍‌ ଅଟକି ରହିଥିବା ଯାତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। ସେପଟେ ଟ୍ରେନ୍‌ ଅଟକି ରହିଥିବା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା…
ଅଧିକ ଖବର ଦେଖନ୍ତୁ...

ତୃଣମୂଳରେ ବିକାଶ ଦିଗହରା, ତୁମୁଣିକୁ ନେଇ ଚିନ୍ତା

ଯାଜପୁର : ଯାଜପୁର ଜିଲ୍ଲାକୁ ବିକାଶର ପ୍ରୟୋଗଶାଳା ବୋଲି କୁହାଯାଉଛି। ଖଣିଜ ସଂପଦ ପାଇଁ ସୁନାର ସୁକିନ୍ଦା ବୋଲି ଚିତ୍ରଣ କରାଯାଉଛି। ହେଲେ ଏହି ବ୍ଲକ୍‌ ଅଞ୍ଚଳରେ ଥିବା ଅପହଞ୍ଚ ଅଞ୍ଚଳ ନଗଡ଼ା ଶିଶୁ ମଡ଼କ ପାଇଁ ଅପଖ୍ୟାତି ଅର୍ଜିଥିଲା। ନଗଡ଼ା ନିକଟରେ ଥିବା ତୁମୁଣି କିନ୍ତୁ ଅପହଞ୍ଚ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ତାତିଲେ ହଷ୍ଟେଲ ଅନ୍ତେବାସୀ

ବ୍ୟାସନଗର : ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଇନ୍ଦ୍ରଧନୁ ଛାତ୍ରାବାସରେ ଶନିବାର ଦିନ ବିଦ୍ୟୁତ୍‌ କାଟ୍‌କୁ ନେଇ ଛାତ୍ର ଅଶାନ୍ତି ପ୍ରକାଶ ପାଇଥିଲା। ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍‌ ଯୋଗୁଁ ଅସନ୍ତୁଷ୍ଟ ଛାତ୍ରମାନେ ବ୍ୟାସନଗର ଚୋରଦା ଠାରେ ଥିବା ବିଦ୍ୟୁତ୍‌…
ଅଧିକ ଖବର ଦେଖନ୍ତୁ...

ନିର୍ମାଣ ପରେ ରାସ୍ତାରେ ଗର୍ତ୍ତ

ବିଂଝାରପୁର : ପୂର୍ତ୍ତ ବିଭାଗ ଅଧୀନ ଯାଜପୁର-ବିଂଝାରପୁର ମୁଖ୍ୟ ରାସ୍ତାରେ ଗର୍ତ୍ତ। ଏହି ରାସ୍ତାଟି ଦୁଇମାସ ହେଲା ନିର୍ମାଣ ଚାଲିଛି। ନିର୍ମାଣ କାର୍ଯ୍ୟ ଶେଷ ନହେଉଣୁ ରାସ୍ତା ଭାଙ୍ଗିବା ଆରମ୍ଭ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାକାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏଭଳି…
ଅଧିକ ଖବର ଦେଖନ୍ତୁ...

୫-ଟି ବିଦ୍ୟାଳୟ ଛାତରୁ ଖସିଲା ସିଲିଂ

ଛତିଆ: ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ମାତ୍ର ୩ ମାସ ତଳେ ରୂପାନ୍ତରୀକରଣ ହୋଇଥିବା ବିଦ୍ୟାଳୟର ଶ୍ରେଣୀଗୃହ ସିଲିଂ ଖସିପଡ଼ିଛି। ବଡ଼ଚଣା ବ୍ଲକ୍‌ କଳକଳା ସରକାରୀ ଉଚ୍ଚବିଦ୍ୟାଳୟ ଶାଳପଡ଼ାରେ ଏହି ଅଘଟଣ ଘଟିଛି। ଆଜି ଶୁକ୍ରବାର ସ୍କୁଲ ଖୋଲିଲା ବେଳକୁ ଇ-ପାଠାଗାର ଛାତ ଉପରୁ ସିଲିଂ ଭୁଶୁଡ଼ି…
ଅଧିକ ଖବର ଦେଖନ୍ତୁ...

କାଠଗାଡ଼ି ଜବତ, ଡ୍ରାଇଭର ଅଟକ

ଯାଜପୁରସଦର: ଯାଜପୁର ସଦର ଥାନା ସାହସପୁର ଅଞ୍ଚଳରୁ ବେଆଇନ କାଠ ଚାଲାଣ ହେଉଥିବା ଏକ ପିକଅପ୍ ଭ୍ୟାନ୍‌କୁ ପୁଲିସ ଜବତ କରିଛି। ଗତକାଲି ରାତିରେ ଯାଜପୁର ସଦର ଥାନା ଏଏସଆଇ  ମନୋରଂଜନ ନାୟକ ରାତ୍ରି ପେଟ୍ରୋଲିଂ ସମୟରେ ଏକ ପିକଅପ୍ ଭ୍ୟାନ (ଓଆର-୦୪-୪୭୯୧)ରେ କିଛି କାଠ ଗଣ୍ଡି ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ବସ୍ତିରେ ବର୍ଷାସାରା ଜଳ ସଙ୍କଟ

କାଳିଆପାଣି: ‌ପାନୀୟ ଜଳ ପାଇଁ ଗାଁ ମୁଣ୍ଡରେ ନଳକୂଅ ଖନନ ହୋଇଛି। ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍‌ଏଫ୍‌) ପାଣ୍ଠି ଅନୁଦାନରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସାଢ଼େ ୬ ଲକ୍ଷ ଟଙ୍କା ବ୍ୟୟରେ ସୌର ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି। ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ…
ଅଧିକ ଖବର ଦେଖନ୍ତୁ...

କ୍ଷେତରେ ଟଳିପଡ଼ିଲେ ଚାଷୀ

କାଳିଆପାଣି : କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ଦେହୁରୀସାହିର ଅବସରପ୍ରାପ୍ତ ଓଏମସି ଖଣି ଶ୍ରମିକ ନିରଞ୍ଜନ ଦେହୁରୀ(୭୧)ଙ୍କର ଆଜି ଦେହାନ୍ତ ହୋଇଯାଇଛି। ଆଜି ସେ ନିଜ କ୍ଷେତରେ ଧାନତଳି ପକାଉଥିଲେ। ହଠାତ୍ ସେଠାରେ ଟଳି ପଡ଼ିଥିଲେ। ପୁଅ ତ୍ରିନାଥ ତାଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ସୁନାଚେନ୍‌ ପାଇ ଫେରାଇଲେ କକନଷ୍ଟେବଳ

ଦଶରଥପୁର: ପ୍ରାୟ ୮୦ ହଜାର ଟଙ୍କାର ଏକ ସୁନାଚେନ୍‌ ପାଇବା ପରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ଜୀବନଜ୍ୟୋତି ବିଶ୍ୱାଳ ଏହାକୁ ଫେରାଇ ଦେଇଛନ୍ତି। ଗତ ୨୯ ତାରିଖ ବାହୁଡ଼ାଯାତ୍ରା ବୁଲିବାକୁ ଆସିଥିଲେ ଭଦ୍ରକ ଚରମ୍ପାସ୍ଥିତ ଭାଟିଆ ଗ୍ରାମର ଭରତ ଚନ୍ଦ୍ର ଓ ତାଙ୍କ ପତ୍ନୀ ସତ୍ୟଶ୍ରୀ। ପ୍ରବଳ ଭିଡ଼…
ଅଧିକ ଖବର ଦେଖନ୍ତୁ...

ଜାଲରେ ପଡ଼ିଲା ୩୦ କେଜିର ମାଛ

କବାଟବନ୍ଧ: ବ୍ରାହ୍ମଣୀ ନଦୀର ଜେନାପୁର ନିକଟରୁ ଆଜି ଧୀବରମାନେ ଏକ ୩୦ କେଜି ଓଜନର କଳାସାରଣ୍ଡ ମାଛ ଧରିଛନ୍ତି। ମାଛଟିକୁ ଧର୍ମଶାଳା ଜୋନ୍‌-୧୨ ବିଜେଡି ସଂଯୋଜକ ପ୍ରହଲ୍ଲାଦ ଲେଙ୍କା ୮ ହଜାର ଟଙ୍କା ଦେଇ କିଣିନେଇଥିଲେ। ଜେନାପୁର ପଞ୍ଚାୟତ ବରମପୁର ଗ୍ରାମର ରୁନୁଆ ଦଳେଇ ଓ ତାଙ୍କ ବାପା…
ଅଧିକ ଖବର ଦେଖନ୍ତୁ...