ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଜବରଦଖଲ ଉଚ୍ଛେଦ ଦାବି କଲେ ଗ୍ରାମବାସୀ

ଯାଜପୁର: କୋରେଇ ବ୍ଲକ୍‌ ଅନ୍ତର୍ଗତ ସାଦକପୁର ପଞ୍ଚାୟତ ଫାଜଲପୁର ଗ୍ରାମରେ କିଛିଲୋକ ସରକାରୀ ରାସ୍ତା ଅବରୋଧ କରିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଖାତା ନମ୍ବର ୭୦୫ ପ୍ଲଟ୍‌ ନମ୍ବର ୧୫୩୩ରେ ଥିବା ସରକାରୀ ଜମିକୁ ଜବରଦଖଲ କରି କିଛିଲୋକ ଘରବାରଣ୍ଡା ନିର୍ମାଣ କରିବା ସହ ଘର…
ଅଧିକ ଖବର ଦେଖନ୍ତୁ...

ଯାଜପୁର ରାଜନୀତି: ବିଜେଡି-ବିଜେପି ଟକ୍କର, କଂଗ୍ରେସ ନିରବ

ଯାଜପୁର, (ସଂଗ୍ରାମ କେଶୋରୀ ସିଂହ): ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଯାଜପୁର ଜିଲ୍ଲାରେ ବିଜେଡି ଓ ବିଜେପି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ନିକଟତର ହେବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ଶିବିର ନିରବ ରହିଛି। କୋରେଇ ଓ ବଡ଼ଚଣା ବ୍ୟତୀତ ଅନ୍ୟ ୫ଟି ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ବାଲ୍ୟ ବିବାହ ଆଇନକୁ ମାନୁନାହାନ୍ତି: ୧୨ ଡେଇଁଲେ ବାହାଘର

କାଳିଆପାଣି : ଏଠି କନ୍ୟା​ ସନ୍ତାନକୁ ପରିବାର ଉପରେ ବୋଝ ବୋଲି ମନେ କରାଯାଉଛି। ​ସଚେତନତା କାର୍ଯ୍ୟକ୍ରମର କାଣିଚାଏ ବି ପ୍ରଭାବ ପଡୁନି। ବାଲ୍ୟ ବିବାହ ଆଇନ୍‌କୁ ଫୁ କରି ଉଡ଼ାଇ ଦିଆଯାଉଛି। ଝିଅର ବୟସ ବାର ବର୍ଷ ଡେଇଁଲେ ହେଉଛି ବାହାଘର। ଜଞ୍ଜାଳ ମୁକ୍ତ ହେବା ପାଇଁ ପରିବାର ମୁଖ୍ୟ ଏଭଳି…
ଅଧିକ ଖବର ଦେଖନ୍ତୁ...

ଜନ୍ମେଜୟଙ୍କ ପତିଆରା ବଢ଼ାଇବାକୁ ଜାଲିଆତି

ଯାଜପୁର : ସାଧାରଣ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲାର ରାଜନୀତି ବେଶ ସରଗରମ ହୋଇଛି। ବଡ଼ଚଣା ନିର୍ବାଚନମଣ୍ଡଳୀରେ ଜନ୍ମେଜୟ ଲେଙ୍କାଙ୍କ ପତିଆରା ବଢ଼ାଇବା ପାଇଁ କିଛି ନେତା ଜାଲିଆତି କରି ଧରାପଡ଼ିବା ଘଟଣା ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟସ୍ରୋତରେ ଥିବା ବି‌ଜେଡି…
ଅଧିକ ଖବର ଦେଖନ୍ତୁ...

ବନବାସୀଙ୍କ ଭୋକ ପାଇଁ ଜଳୁଛି ଜଙ୍ଗଲ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦୀ ବ୍ଲକ୍‌ର ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଜୁଆଙ୍ଗ ଓ ବିରହୋଡ଼(ମାଙ୍କିଡିଆ) ସହିତ ଅନ୍ୟ ସଂପ୍ରଦାୟର ଜୀବିକା ବିପନ୍ନ। ତୁମୁଣି, ଗୁହିଆଶାଳ ସମେତ ଚର୍ଚ୍ଚିତ ନଗଡ଼ାର ଜୁଆଙ୍ଗ ସଂପ୍ରଦାୟ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ଜୀବିକା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟ ଫାଟକଳେ ତାଲା ପକାଇଲେ ଗ୍ରାମବାସୀ

ପାଣିକୋଇଲି: କୋରେଇ ବ୍ଲକ୍‌ ଅନ୍ତର୍ଗତ ଅମୃତିଆ ପଞ୍ଚାୟତ ରଙ୍ଗରଙ୍ଗା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ବିରୋଧରେ ଗ୍ରାମବାସୀ ଆଜି ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଶ୍ରେଣୀଗୃହ, ଶୌଚାଳୟ, ପାଚେରି, ରାସ୍ତା ନିର୍ମାଣ ଇତ୍ୟାଦି ଦାବିରେ ଅଭିଭାବକମାନେ…
ଅଧିକ ଖବର ଦେଖନ୍ତୁ...

ନିମ୍ନମାନର ନଦୀବନ୍ଧ କାର୍ଯ୍ୟକୁ ବିରୋଧ

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ରାଇଛନ୍ଦା ପଞ୍ଚାୟତ ବ୍ରାହ୍ମଣୀ ନଦୀବନ୍ଧର ବ୍ରାହ୍ମଣୀ ସେତୁ ଠାରୁ ବାଲିକୁଦିଆ ପର୍ଯ୍ୟନ୍ତ ୩ କି.ମି. ରାସ୍ତାର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ପୂର୍ତ୍ତ ବିଭାଗ ପକ୍ଷରୁ ସାଇକ୍ରିଷ୍ଣା କନ୍‌ଷ୍ଟ୍ରକ୍ସନକୁ ଦାୟିତ୍ବ ଅର୍ପଣ କରାଯାଇଛି। ବିଳମ୍ବ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ବଦଳି ପ୍ରତିବାଦରେ ଧାରଣା

ଚଣ୍ଡିଖୋଲ : ଦୁଇଜଣ ଶିକ୍ଷକଙ୍କ ବଦଳି ଆଦେଶ ପ୍ରତିବାଦରେ ବଡ଼ଚଣା ବ୍ଲକ୍‌ ସୁଙ୍ଗୁଡ଼ା ପଞ୍ଚାୟତ ନିଶିମଳା ନୋଡାଲ ଉପ୍ରା ବିଦ୍ୟାଳୟରେ ଆଜି ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ସୂଚନା ମୁତାବକ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଏଠାରେ…
ଅଧିକ ଖବର ଦେଖନ୍ତୁ...

ଠିକ୍‌ ସମୟରେ ଖୋଲାହେଲାନି ସ୍କୁଲ ଫାଟକ, ଖରାରେ ସିଝିଲେ ପିଲା

ବାଲିକୁଦା: ବଡ଼ଚଣା ବ୍ଲକ୍‌ ରଇପୁର ସାଧନକେନ୍ଦ୍ର ଅନ୍ତର୍ଗତ ରଇପୁର ସରକାରୀ ଉଚ୍ଚବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟ ଫାଟକ ତାଲା ନ ଖୋଲିବାରୁ ବାହାରେ ୪୫ ମିନିଟ ଧରି ଖରାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅପେକ୍ଷା କରିଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଫୋନ ଝାମ୍ପିନେ​ଲା ଲୁଟେରା

ଯାଜପୁର: କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ଛକ ନିକଟରୁ ଆଜି ଦୁଇଜଣ ଲୁଟେରା କୋରେଇ ବ୍ଲକ୍‌ର ପ୍ରାକ୍ତନ ଅଧ୍ୟକ୍ଷ ଧରଣୀଧର ଘଡ଼ାଇଙ୍କ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇଛନ୍ତି। ଆଜି ଅପରାହ୍ଣରେ ଶ୍ରୀ ଘଡ଼ାଇ ଯାଜପୁରରୋଡ ଯାଉଥିବା ବ‌େଳେ ଏକ କଳା ପଲସର୍‌ ବାଇକ୍‌ରେ…
ଅଧିକ ଖବର ଦେଖନ୍ତୁ...