ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଡେଙ୍ଗୁରେ ୨ ଜୁଆଙ୍ଗ ଶିଶୁ ଆକ୍ରାନ୍ତ

ଯାଜପୁର/କାଳିଆପାଣି : ମୌସୁମୀ ବର୍ଷା ଆରମ୍ଭ ହେଉଣୁ ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିଥିବାବେଳେ ସୁକିନ୍ଦା ବ୍ଲକ୍‌ ଚିଙ୍ଗୁଡ଼ିପାଳ ପଞ୍ଚାୟତର ୨ ଶିଶୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଛି। ଦୁଇ ଆକ୍ରାନ୍ତଙ୍କୁ ତାଙ୍କ ପରିବାର…
ଅଧିକ ଖବର ଦେଖନ୍ତୁ...

କାନ୍ଥ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ଦାନଗଦୀ/ଟମକା: ଗୁହାଳରୁ ଗାଈ ଖୋଲିବା ସମୟରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଟମକା ଥାନା ଉଚ୍ଚବାଲି ପଞ୍ଚାୟତ କୁମ୍ଭନାଗରା ଗାଁର କାଳନ୍ଦୀଚରଣ ବେହେରା (୭୨)ଙ୍କ ମୃତ୍ୟୁ ହୋଇଛି। ସେ ଗତକାଲି ସକାଳେ ଗୁହାଳକୁ ଗାଈ ଖୋଲିବାକୁ ଯାଇଥିଲେ। ମାଟି ଓ ଇଟା କାନ୍ଥ ଗତ ବର୍ଷାରେ ଓଦା ହୋଇଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

କାରଖାନା ପାଇଁ ଜମି ହରାଇ ଏବେ ରାସ୍ତାରେ: ମେସ୍କୋ କର୍ମଚାରୀ ଏବେ ଚା ବାଲା, ଉଠା ଦୋକାନୀ

ଦାନଗଦୀ,(ପ୍ରଦୀପ ଜେନା): କଳିଙ୍ଗନଗର ଶିଳ୍ପାଞ୍ଚଳରେ କାରଖାନା ପ୍ରତିଷ୍ଠା ପାଇଁ ଦିନେ ବେଘର ହୋଇଥିଲେ। ଆଜି ସେହି କାରଖାନା ସେମାନଙ୍କୁ ବରୋଜଗାର କରି ରାସ୍ତାରେ ବସାଇ ଦେଇଛି। ପରିବାର ଚଳାଇବାକୁ ଶତାଧିକ ବିସ୍ଥାପିତ ପରିବାର ଆଜି ଜୀବିକା ଖୋଜୁଛନ୍ତି। କିଏ ରାସ୍ତାକଡ଼ରେ ପରିବା…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ବଦଳିର ପ୍ରତିବାଦ :ସ୍କୁଲ ଆସିଲେନି ଛାତ୍ରଛାତ୍ରୀ

ଯାଜପୁରସଦର: ଶିକ୍ଷକ ବଦଳିକୁ ନେଇ ଯାଜପୁର‌ ବ୍ଲକ୍‌ ସିମିଳିଆ ପଞ୍ଚାୟତ ମିର୍ଜାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଭିନ୍ନ ପ୍ରତିବାଦ ଦେଖିବାକୁ ମିଳିଛି। ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ କେହି ଛାତ୍ରଛାତ୍ରୀ ଆଜି ବିଦ୍ୟାଳୟକୁ ଆସିନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ତାର ଲାଗି ଗାଡ଼ି ଚାଳକ ମୃତ

ରଗଡ଼ି/ବ୍ୟାସନଗର: କୋରେଇ ଥାନା ଅନ୍ତର୍ଗତ ଅସନଝର ପଞ୍ଚାୟତ ସୋଲବନ୍ଦୀ ଗ୍ରାମରେ ଆଜି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଗାଡ଼ି ଚାଳକଙ୍କର ମୃତ୍ୟୁ ହୋଇଛି। ମୃତ ଗାଡ଼ି ଚାଳକ ନୂଆପଡ଼ା ଜିଲ୍ଲା ଅଞ୍ଚଳର ବାସୁଦେବ ନାୟକଙ୍କ ପୁଅ ଓମ୍‌ ପ୍ରକାଶ ନାୟକ(୩୮)। ଗାଡ଼ିର ଖଲାସୀ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌​ରୁ ପଡ଼ି ଗୋଡ଼ କଟିଗଲା

ଛତିଆ: ବୈରୀ ଥାନା ବନ୍ତଳା ପଞ୍ଚାୟତ ବାରିମୂଳ ଗ୍ରାମର ଶ୍ୟାମସୁନ୍ଦର ମଲ୍ଲିକଙ୍କ ପୁଅ ମାନସ ମଲ୍ଲିକ (୨୯) ଟ୍ରେନ୍‌ରୁ ଖସିପଡ଼ିବାରୁ ତାଙ୍କର ଗୋଟିଏ ଗୋଡ଼ କଟିଯାଇଛି। ସେ ପ୍ରତିଦିନ କାମ କରିବା ପାଇଁ କଟକ ଯାଇ ସନ୍ଧ୍ୟାରେ ଘରକୁ ଫେରିଥାନ୍ତି। ଗତକାଲି ସେ ଟ୍ରେନ ଯୋଗେ ଘରକୁ ଫେରୁଥିଲେ।…
ଅଧିକ ଖବର ଦେଖନ୍ତୁ...

ଶ୍ବଶୁରଘରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଯାଜପୁରସଦର/ହରିପୁର: ଯାଜପୁର ସଦର ଥାନା ଭୂଇଁପୁର ପଞ୍ଚାୟତର କତରାପୁର ଗ୍ରାମରେ ଶ୍ବଶୁରଘରେ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ମୃତକ ହେଲେ କତରାପୁର ଗ୍ରାମର ବିଷ୍ଣୁଚରଣ ଗୁଇଁଙ୍କ ଝିଅ ମଧୁସ୍ମିତା। ୨୦୨୧ ରେ ମଲପଡ଼ା ଗ୍ରାମର ବିଶ୍ୱନାଥ ମିଶ୍ରଙ୍କ ପୁଅ ଆଲୋକ ମିଶ୍ରଙ୍କୁ ସେ ଭଲପାଇ ବିବାହ…
ଅଧିକ ଖବର ଦେଖନ୍ତୁ...

ବ୍ୟାପୁଛି ଚକ୍ଷୁ ସଂକ୍ରମଣ

ଯାଜପୁରସଦର: ଏବେ ସବୁଠି ଚକ୍ଷୁ ସଂକ୍ରମଣ ରୋଗ ଦେଖା ଦେଇଛି। ସତର୍କତା ଅବଲମ୍ବନ କରି ନିୟମିତ ଔଷଧ ଖାଇଲେ ଏହା ୨ ଦିନ ମଧ୍ୟରେ ଭଲ ହେବବୋଲି ବିଷେଷଜ୍ଞମାନେ ମତ ଦେଇଛନ୍ତି। ହେଲେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗରେ ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ଧର୍ମଶାଳା: ଧର୍ମଶାଳା ଥାନା କୋତପୁର ଫାଣ୍ତି ପୁଲିସ୍‌ ଆଜି ସାନରାଏପଡ଼ା ଗ୍ରାମର ବାବୁନା ବେହେରାଙ୍କ ନବ ବିବାହିତା ପତ୍ନୀ ମମତା(୩୧)ଙ୍କ ମୃତଦେହ ଜବତ କରିଛି। ମମତାଙ୍କ ମୁହଁ ଓ ବେକରେ ନଖ ଦାଗ ଥିବାରୁ ଅଧିକ ଯୌତୁକ ଦାବିରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ତାଙ୍କ ଭାଇ…
ଅଧିକ ଖବର ଦେଖନ୍ତୁ...

ଢଳେଇ ରାସ୍ତା କାଦୁଅ ପଚପଚ, ଲୋକେ ହିନସ୍ତା

ବିଂଝାରପୁର : ବିଂଝାରପୁର ପୂର୍ତ୍ତ ବିଭାଗ ଅଧୀନସ୍ଥ ଅରେଇ ଗୁହାଳି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଗ୍ରାମବାସୀ ହିନସ୍ତା ହେଉଛନ୍ତି। ଢଳେଇ ରାସ୍ତା ଉପରେ କାଦୁଅ ଯୋଗୁଁ ପ୍ରତିଦିନ ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...