ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ କବାଟବନ୍ଧ ନୃସିଂହନାଥ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ବାରିକଙ୍କୁ ବ୍ଲକ୍‌ ଶିକ୍ଷାଧିକାରୀ କାରଣଦର୍ଶାଅ ନୋଟିସ ଜାରି କରିବା ସହ ତାଙ୍କ ଦରମା ବନ୍ଦ କରିଛନ୍ତି। ସୂଚନା ମୁତାବକ, ୧୫ ତାରିଖ ଶନିବାର ଦିନ ପ୍ରଧାନଶିକ୍ଷକ ଶ୍ରୀ ବାରିକ…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ି ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ବିଂଝାରପୁର : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବିଂଝାରପୁର ଥାନା ଫତେପୁର ପଞ୍ଚାୟତ ନାଉପାଳ ଗ୍ରାମର କୃଷ୍ଣଚନ୍ଦ୍ର ମଲିକ (୬୯)ଙ୍କୁ ସେହି ଗ୍ରାମର ୩ ଜଣ ଲୋକ ପିଟିପିଟି ହତ୍ୟା କରିଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଅଭିଯୋଗରୁ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ବରଦାସ୍ଥିତ ନିଗମାନନ୍ଦ-ପ୍ରହଲ୍ଲାଦ ସରକାରୀ ଉଚ୍ଚବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀଗୃହର ସିଲିଂ ଖସିଲା

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ବରଦାସ୍ଥିତ ନିଗମାନନ୍ଦ-ପ୍ରହଲ୍ଲାଦ ସରକାରୀ ଉଚ୍ଚବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀଗୃହର ଅଧା ସିଲିଂ ଖସି ପଡ଼ିଛି। ଆଜି ରବିବାର ଛୁଟିଦିନରେ କେହି ନ ଥିବାରୁ ବଡ଼ଧରଣର ବିପଦ ଟଳିଯାଇଛି। ସ୍କୁଲରେ ରହୁଥିବା ଜଗୁଆଳି ମହେନ୍ଦ୍ର ସାମଲ ଏହା ଦେଖିବା ପରେ ଘଟଣାଟି ପଦାକୁ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ବେହାଲ ମାଙ୍କିଡ଼ିଆ ଜୀବନ: ଓଦା କୁଡ଼ିଆରେ ଆହାର ଚିନ୍ତା

କାଳିଆପାଣି : ଯାଜପୁର ଜିଲ୍ଲାର ସମୃଦ୍ଧ କ୍ରୋମ୍‌ ଉପତ୍ୟକାରେ ଆଜି ଦିନସାରା ତୁହାକୁ ତୁହା ବର୍ଷା କାଚିଛି। ଏହି ଅବିଶ୍ରାନ୍ତ ବର୍ଷାରେ ପଲିଥିନ୍‌ ପଲା ତଳେ ସୁରକ୍ଷା ଖୋଜୁଛନ୍ତି ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ୧୦ ନମ୍ବର ୱାର୍ଡ ମାଙ୍କିଡ଼ିଆ ବସ୍ତିର ଶତାଧିକ ପରିବାର। ପାଣିମାଡ଼…
ଅଧିକ ଖବର ଦେଖନ୍ତୁ...

୫ ବର୍ଷର ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିର ହିସାବ: ଆଦାୟ ୧୨୯୪ କୋଟି, ଖର୍ଚ୍ଚ ୯୬୧ କୋଟି

ଯାଜପୁର : ଯାଜପୁର ଜିଲ୍ଲାର ଖଣି ଓ ଶିଳ୍ପରୁ ଗତ ୫ ବର୍ଷ ମଧ୍ୟରେ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ବାବଦକୁ ଆଦାୟ ହୋଇଛି ୧୨୯୪ କୋଟି ୪୭ଲକ୍ଷ ଟଙ୍କା। ଡିଏମ୍‌ଏଫ୍‌ ଅନୁଦାନରୁ ବିଭିନ୍ନ ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହୋଇଛି ୯୬୧କୋଟି ୨୨ଲକ୍ଷ ଟଙ୍କା। ହେଲେ ଯେଉଁ ଅଞ୍ଚଳରୁ ଏହି ପାଣ୍ଠି ଆଦାୟ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ କାର ଚୂରମାର

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ବଜାର ଡିସିବି ବ୍ୟାଙ୍କ ସମ୍ମୁଖରେ ଆଜି ମଧ୍ୟାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ କାର୍‌ ଚୂରମାର ହୋଇଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ, ଯାଜପୁରରୋଡ ଥାନା…
ଅଧିକ ଖବର ଦେଖନ୍ତୁ...

ପୋତିହେଲାଣି ଡ୍ରେନ୍‌; ବର୍ଷାରେ ବେହାଲ ରାସ୍ତା

ବ୍ୟାସନଗର: ନୂତନ ଡ୍ରେନ ନିର୍ମାଣ ନାହିଁ। ଭାଙ୍ଗି ପଡ଼ିଥିବା ଡ୍ରେନ ମରାମତି ନାହିଁ। ପଙ୍କ ଉଦ୍ଧାର ବି ଠିକ୍‌ ଭାବେ ହେଉନାହିଁ। ସୌନ୍ଦର୍ଯ୍ୟୀକରଣ ନାଁରେ ବିପୁଳ ଅନୁଦାନ ବ୍ୟୟ ଓ ମାସିକ ମୋଟା ଅଙ୍କର ସଫେଇ ଖର୍ଚ୍ଚ ପରେ ବି ବ୍ୟାସନଗର ପୌରାଞ୍ଚଳର ଏଭଳି ହାଲ୍‌ ହୋଇଛି। ଗୋଟିଏ ଦିନର…
ଅଧିକ ଖବର ଦେଖନ୍ତୁ...

ଦିନକରେ ୨୭.୧୫ ମିମି ବର୍ଷିଲା, ଲଗାଣ ବର୍ଷାରେ ସହର ଜଳାର୍ଣ୍ଣବ, ଚାଷୀ ଖୁସ୍‌

ଯାଜପୁରସଦର: ମୌସୁମୀ ବର୍ଷାକୁ ସଭିଏଁ ଅପେକ୍ଷା କରିଥିଲେ। ମାତ୍ର ଏହା ଆସିବା ପରଠାରୁ ଆଷାଢ଼ ସାରା ଲୁଚକାଳି ଜାରି ରହିଥିଲା। ଏବେ ଶ୍ରାବଣ ପହିଲାରୁ ପ୍ରଥମ ଲଗାଣ ବର୍ଷା ଆରମ୍ଭ ହୋଇଛି। ଆଜି ଭୋର ସମୟରୁ ଦିନସାରା ବର୍ଷା ଜାରି ରହିଛି। ଏହାକୁ ନେଇ ଚାଷୀ ମହଲରେ ବେଶ୍‌ ଉତ୍ସାହ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ଭାଙ୍ଗିଲା ସୁରକ୍ଷା କାନ୍ଥ

ଯାଜପୁରସଦର: ଅସରାଏ ବର୍ଷାରେ ପ୍ରାୟ ୩ ଲକ୍ଷ ଟଙ୍କାର ପୋଖରୀ ସୁରକ୍ଷା କାନ୍ଥ ଭୁଶୁଡ଼ି ପଡ଼ିଛି। ଯାହାକୁ ‌‌ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସ‌ନ୍ତୋଷ ସୃଷ୍ଟି ହୋଇଛି। ହେଲେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିଜ ଦୋଷ ଖସାଇ ଦେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆଜି…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ସ୍କୁଲ ଛାତ ଫାଟିଲା, ୧୦ ଫ୍ୟାନ୍‌ ପୋଡ଼ିଲା

କୟାଁଗୋଲା: ଦଶରଥପୁର ବ୍ଲକ୍‌ କୟାଁ ପଞ୍ଚାୟତ ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ଆଜି ବଜ୍ରାଘାତ ହେବାରୁ ଏକ ଶ୍ରେଣୀଗୃହ ଛାତ ଫାଟିଯାଇଛି। ସ୍କୁଲରେ ଲାଗିଥିବା ୧୦ରୁ ଅଧିକ ଫ୍ୟାନ୍‌ ମଧ୍ୟ ପୋଡ଼ିଯାଇଛି। ଛାତ ଫାଟିଯିବାରୁ ପାଣି ଗଳି ଭିତରେ ପଡ଼ୁଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…
ଅଧିକ ଖବର ଦେଖନ୍ତୁ...