ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ସଂପର୍କୀୟ ଦାଦା ସମେତ ୬ ଗିରଫ

କାଲିମେଳା : ମାଲକାନଗରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କ ସଂପର୍କୀୟ ଦାଦା ରହିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଗେଲ ଗ୍ରାମର ଜଣେ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ଯାଜପୁର: କାଳିଆପାଣି ଥାନା ଅନ୍ତର୍ଗତ କୁସୁମୁଡ଼ିଆ ଜଙ୍ଗଳରେ ମଙ୍ଗଳବାର ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୁଲିସ। ଯୁବକ ଜଣକ ହେଲେ ସୁକିନ୍ଦା ବ୍ଲକର ଗିରି ନଙ୍ଘନାଲି ଗ୍ରାମର ବିନୋଦ ଦେହୁରୀ(୩୦)। ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ, ଝୁଲନ୍ତା ଶବକୁ ଦେଖିଥିଲେ। ସେମାନେ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ୬ ଅନ୍ତଃରାଜ୍ୟ ଡକାୟତ ଗିରଫ

ଯାଜପୁର: ଯାଜପୁର ରୋଡ଼ ଥାନା ପକ୍ଷରୁ ୬ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ପକ୍ଷରୁ ଅଚାନକ ଚଢ଼ାଉ କରି ଡକାୟତମାନଙ୍କୁ ଗିରଫ କରାଯାଇଥିଲା ବୋଲି କେନ୍ଦ୍ରାଞ୍ଚଳ ଆଇଜି ଏସ୍‌କେ ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି। ଯାଜପୁର…
ଅଧିକ ଖବର ଦେଖନ୍ତୁ...

ପଞ୍ଚମଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବିଂଝାରପୁର/ଯାଜପୁର ଟାଉନ୍‌: ବିଂଝାରପୁର ବ୍ଲକ ଅନ୍ତର୍ଗତ ପ୍ରୀତିପୁର ପଂଚାୟତ ସ୍ଥିତ ନୂଆଗାଁ ଠାରେ ଥିବା ଆଂଚଳିକ ବଳଦେବ ଜିଉ ସେବାଶ୍ରମରେ ଜଣେ ଅନ୍ତେବାସୀ ଛାତ୍ରୀଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ଏହାକୁ ନେଇ ସମଗ୍ର ବ୍ଲକରେ ଆଲୋଡ଼ନ ଖେଳିଯାଇଛି। ମୃତ୍ୟୁର କାରଣ ଜଣା ପଡି ନ…
ଅଧିକ ଖବର ଦେଖନ୍ତୁ...

ପୁଲିସ କବ୍‌ଜାରେ ୩ ଡକାୟତ

ବ୍ୟାସନଗର : ଶୁକ୍ରବାର ବ୍ୟାସନଗରରୁ ସ୍ପେଶାଲ୍‌ ସ୍କ୍ଵାଡ଼୍‍ ୩ ଜଣ ଡକାୟତଙ୍କୁ ଧରିଥିବା ବେଳେ ସେମାନଙ୍କ ନିକଟରୁ ୪ଟି ମାଉଜର, ୭ଟି ମାଗାଜିନ୍‌ ଏବଂ ୮୦ଟି ଅଫୁଟା ଗୁଳି ଜବତ କରିଛି। ସେମାନଙ୍କୁ ଯାଜପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ରଖାଯାଇ ଅଧିକ ତଦନ୍ତ କରାଯାଉଛି। ତଦନ୍ତରେ ବାଧା ଉପୁଜିବା…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଅନାଥାଶ୍ରମରେ ୫ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର: ତଳକୁଣ୍ଡ ଫାଣ୍ଡି ଅଧିନ ବଳଦେବ ଜୀଉ ଅନାଥାଶ୍ରମରେ ରବିବାର ସନ୍ଧ୍ୟାରେ ଜଣେ ୫ମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀ ମୁଣ୍ଡା (୧୧)ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ, ପୁଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଜାରି ରଖିଛି। ଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ପଣ୍ଡ, ୩ଗିରଫ

ଯାଜପୁର: ଯାଯପୁରରୋଡ଼ ପୁଲିସ ଶୁକ୍ରବାର ରାତିରେ ଡକାୟତ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଚରଦା ବାଇପାସ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ, ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା। ପୁଲସି ଘଟଣାସ୍ଥଳରୁ ୨ଜଣଙ୍କୁ ଗିରଫ କରିଥିବା ବେଳେ,…
ଅଧିକ ଖବର ଦେଖନ୍ତୁ...

ବରୀରେ ବିଜେଡିର ଗୁଣ୍ଡାଗର୍ଦି : ଯୁବକଙ୍କୁ ଖଣ୍ଡାରେ ହାଣିଲେ

ବରୀ : ବରୀରେ ଶାସକ ବିଜେଡିର ଗୁଣ୍ଡାଗର୍ଦି। ଆଜି ଶାସକ ଦଳର କେତେକ ସମର୍ଥକ ଜଣେ ବିଜେପି ସମର୍ଥିତ ଯୁବକଙ୍କୁ ଖଣ୍ଡାରେ ହାଣିବା ସହ ତଳକାଇପଡ଼ାରେ ଘନ ଘନ ବୋମା ମାଡ଼ କରିଛନ୍ତି। ଯୁବକଙ୍କ ଉଭୟ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଫସିଲେ ଅମୃତିଆ ସରପଞ୍ଚ

କୋରେଇ : କୋରେଇ ବ୍ଲକ ଅମୃତିଆ ପଞ୍ଚାୟତ ସରପଞ୍ଚଙ୍କୁ ଜୋରଦାର ଝଟକା ଲାଗିଛି। ଜାଲ ଜାତିଗତ ପ୍ରମାଣପତ୍ର ଦେଇଥିବା ଧରାପଡ଼ିଛନ୍ତି। ଯାଞ୍ଚ ପରେ ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ ଏହା ଜାଲ୍‌ ବୋଲି ଦର୍ଶାଇଛନ୍ତି। ସୂଚନା ଅନୁଯାୟୀ, କୋରେଇ ବ୍ଲକ୍‌ ଅନ୍ତର୍ଗତ ଅମୃତିଆ ପଞ୍ଚାୟତର ସରପଞ୍ଚ…
ଅଧିକ ଖବର ଦେଖନ୍ତୁ...

ବରୀ, ଡେରାବିଶରେ ବଜ୍ରପାତ : ଚାଷ ବିଲରେ ୨ ଟଳିପଡ଼ିଲେ

ବରୀ/ଡେରାବିଶ : ଚାଷ ବିଲରେ କାମ କରୁଥିବାବେଳେ ବଜ୍ରପାତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁଇଟି ପୃଥକ୍‌ ଜାଗାରେ ଏହି ଘଟଣା ଘଟିଛି। ସେଥିମଧ୍ୟରୁ ଗୋଟିଏ ଘଟଣା କେନ୍ଦ୍ରାପଡ଼ାର ଡେରାବିଶରେ ଘଟିଛି। ଆରଟି ଘଟିଛି ଯାଜପୁରର ବରୀରେ। ଆଜି ମଧ୍ୟାହ୍ନ ସମୟରେ…
ଅଧିକ ଖବର ଦେଖନ୍ତୁ...