ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

କାର୍‌ ଧକ୍କାରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ

ସୁଜନପୁର : ଯାଜପୁର ସଦର ଥାନା ଅଧୀନ ଏରବାଙ୍କ ପଞ୍ଚାୟତ ସ୍ଥିତ ରଘୁନାଥପୁର ଛକରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଉପରେ କାର୍‌ ଚଢ଼ି ଯିବାରୁ ତାର ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଧର୍ମଶାଳା ଓ ଭୁବନରେ ବଜ୍ରପାତ: ଗାଈ ଚରାଳି ଓ କ୍ଷୀର ବିକାଳି ମୃତ

ଯାଜପୁର/ଭୁବନ: ଯାଜପୁର ଜିଲ୍ଲାର ଧର୍ମଶାଳା ଓ ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଉ ୨ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଗାଈ ଚରାଉଥିବା ବେଳେ ଅନ୍ୟ ଜଣେ କ୍ଷୀର ବିକି ପରିବାର ପୋଷୁଥିଲେ।…
ଅଧିକ ଖବର ଦେଖନ୍ତୁ...

ବାଣୀବିହାର ଦ୍ଵିତୀୟ କ୍ୟାମ୍ପସ ପାଇଁ ଅର୍ଥ ମଞ୍ଜୁର

ଯାଜପୁର/ସଦର : ବାଣୀବିହାର ଦ୍ୱିତୀୟ କ୍ୟାମ୍ପସ୍‌ ପାଇଁ ସରକାର କୋଟିଏ ଟଙ୍କା ମଂଜୁର କରିଛନ୍ତି। ଆଜି ଏନେଇ ବିଧିବଦ୍ଧ ଭାବେ ନିର୍ଦେଶନାମା ଜାରି କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦେଶନାମା ଅନୁଯାୟୀ ଯାଜପୁର ଜିଲ୍ଲା ସିହାଠାରେ ପ୍ରତିଷ୍ଠା ହେବାକୁ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଆର୍‌ଆଇ ଗିରଫ

ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ କାର୍ଯ୍ୟରତ ଜଣେ ରାଜସ୍ୱ ନୀରିକ୍ଷକ (ଆର୍‌ଆଇ) ଆଜି ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଦାଖଲ ଖାରଜ ମାମଲାର ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସେ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ଗିରଫ କରିବା ସହିତ ତାଙ୍କ ବାସଭବନରେ ଚଢ଼ାଉ…
ଅଧିକ ଖବର ଦେଖନ୍ତୁ...

ସଂପର୍କୀୟ ଦାଦା ସମେତ ୬ ଗିରଫ

କାଲିମେଳା : ମାଲକାନଗରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କ ସଂପର୍କୀୟ ଦାଦା ରହିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଗେଲ ଗ୍ରାମର ଜଣେ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ଯାଜପୁର: କାଳିଆପାଣି ଥାନା ଅନ୍ତର୍ଗତ କୁସୁମୁଡ଼ିଆ ଜଙ୍ଗଳରେ ମଙ୍ଗଳବାର ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୁଲିସ। ଯୁବକ ଜଣକ ହେଲେ ସୁକିନ୍ଦା ବ୍ଲକର ଗିରି ନଙ୍ଘନାଲି ଗ୍ରାମର ବିନୋଦ ଦେହୁରୀ(୩୦)। ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ, ଝୁଲନ୍ତା ଶବକୁ ଦେଖିଥିଲେ। ସେମାନେ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ୬ ଅନ୍ତଃରାଜ୍ୟ ଡକାୟତ ଗିରଫ

ଯାଜପୁର: ଯାଜପୁର ରୋଡ଼ ଥାନା ପକ୍ଷରୁ ୬ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ପକ୍ଷରୁ ଅଚାନକ ଚଢ଼ାଉ କରି ଡକାୟତମାନଙ୍କୁ ଗିରଫ କରାଯାଇଥିଲା ବୋଲି କେନ୍ଦ୍ରାଞ୍ଚଳ ଆଇଜି ଏସ୍‌କେ ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି। ଯାଜପୁର…
ଅଧିକ ଖବର ଦେଖନ୍ତୁ...

ପଞ୍ଚମଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବିଂଝାରପୁର/ଯାଜପୁର ଟାଉନ୍‌: ବିଂଝାରପୁର ବ୍ଲକ ଅନ୍ତର୍ଗତ ପ୍ରୀତିପୁର ପଂଚାୟତ ସ୍ଥିତ ନୂଆଗାଁ ଠାରେ ଥିବା ଆଂଚଳିକ ବଳଦେବ ଜିଉ ସେବାଶ୍ରମରେ ଜଣେ ଅନ୍ତେବାସୀ ଛାତ୍ରୀଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ଏହାକୁ ନେଇ ସମଗ୍ର ବ୍ଲକରେ ଆଲୋଡ଼ନ ଖେଳିଯାଇଛି। ମୃତ୍ୟୁର କାରଣ ଜଣା ପଡି ନ…
ଅଧିକ ଖବର ଦେଖନ୍ତୁ...

ପୁଲିସ କବ୍‌ଜାରେ ୩ ଡକାୟତ

ବ୍ୟାସନଗର : ଶୁକ୍ରବାର ବ୍ୟାସନଗରରୁ ସ୍ପେଶାଲ୍‌ ସ୍କ୍ଵାଡ଼୍‍ ୩ ଜଣ ଡକାୟତଙ୍କୁ ଧରିଥିବା ବେଳେ ସେମାନଙ୍କ ନିକଟରୁ ୪ଟି ମାଉଜର, ୭ଟି ମାଗାଜିନ୍‌ ଏବଂ ୮୦ଟି ଅଫୁଟା ଗୁଳି ଜବତ କରିଛି। ସେମାନଙ୍କୁ ଯାଜପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ରଖାଯାଇ ଅଧିକ ତଦନ୍ତ କରାଯାଉଛି। ତଦନ୍ତରେ ବାଧା ଉପୁଜିବା…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଅନାଥାଶ୍ରମରେ ୫ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର: ତଳକୁଣ୍ଡ ଫାଣ୍ଡି ଅଧିନ ବଳଦେବ ଜୀଉ ଅନାଥାଶ୍ରମରେ ରବିବାର ସନ୍ଧ୍ୟାରେ ଜଣେ ୫ମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀ ମୁଣ୍ଡା (୧୧)ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ, ପୁଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଜାରି ରଖିଛି। ଛାତ୍ରୀ…
ଅଧିକ ଖବର ଦେଖନ୍ତୁ...