ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଜେନାପୁର ଥାନା ବିସ୍ଫୋରଣ ଘଟଣା : ବୟାନ ବଦଳାଉଛି ପୁଲିସ

ଯାଜପୁର/କବାଟବନ୍ଧ : ଜେନାପୁର ଥାନା ବିସ୍ଫୋରଣ ଘଟଣାରେ ପୁଲିସ ଠିକ୍‌ ତଥ୍ୟ ଦେଉନାହିଁ। ସାଧାରଣ ଜନତାଙ୍କ ଭୁଆଁ ବୁଲାଇଚାଲିଛି। ଗତକାଲି ଘଟଣାକୁ ହାଲ୍‌କା ଭାବେ ନେଇ ବାଣ ବିସ୍ଫୋରଣ ହୋଇଥିବା କହିଥିଲା ବେଳେ ଆଜି ବୟାନ ବଦଳାଇ ବୋମା ବିସ୍ଫୋରଣ ହୋଇଛି ବୋଲି ସ୍ପଷ୍ଟ କରିଛି। ତେବେ ଏହି ବୋମା…
ଅଧିକ ଖବର ଦେଖନ୍ତୁ...

ଗୌତମ ରାୟ ଯାଜପୁର ଜିଲ୍ଲା ବିଜେପି ସଭାପତି

ଯାଜପୁର : ବିଜେପିର ବରିଷ୍ଠ ନେତା ଗୌତମ ରାୟଙ୍କୁ ଆଜି ଯାଜପୁର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି। ଆଜି ତାଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା ହୋଇଛି। ଯାଜପୁର ଭଳି ଏକ ରାଜନୈତିକ ସଂବେଦନଶୀଳ ଜିଲ୍ଲାର ସଭାପତି ଭାବେ ଶ୍ରୀ ରାୟଙ୍କ ନାମ ଘୋଷଣା ପରେ ବିଜେପି ସମର୍ଥକ ଓ କର୍ମୀଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ବରଗାଡ଼ିରୁ ଲୁଟ୍‌ ଉଦ୍ୟମ ଫେଲ୍‌ : ପୁଲିସ୍‌ ପଞ୍ଝାରେ ଦୁଇ ରାଜପଥ ଲୁଟିଆ

ବୈରୀ : ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଲୁଟିଆ ଏକ ବରଗାଡ଼ିକୁ ପିଛାକରି ଲୁଟ୍‌ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ହାବୁଡ଼ରେ ପଡ଼ିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ଦୁଇଟି ଛୁରି, କିଛି ଲଙ୍କା ଗୁଣ୍ଡ, ଗୋଟିଏ ସୁନାଚେନ୍‌, ୪ଟି ସିମ୍‌ କାର୍ଡ ଜବତ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଜେନାପୁର ଥାନା ଉପରକୁ ବୋମାମାଡ଼, ଗୃହରକ୍ଷୀ ଗୁରୁତର

ଯାଜପୁର: ଜେନାପୁର ଥାନା ଉପରକୁ ଗୁରୁବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସୂଚନା ମିଳିଛି। ଏହି ଘଟଣାରେ କାର୍ଯ୍ୟରତ ଗୃହରକ୍ଷୀ ପ୍ରକାଶ ସାହୁ ଗୁରୁତର ଆହତ ହୋଇଛିନ୍ତି। ଗୁରୁତର ପ୍ରକାଶଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆର୍‌ସିରେ ନଗଡ଼ା ସାମ୍‌ ଶିଶୁ

କାଳିଆପାଣି: ମଝି ନଗଡ଼ାର ଲକ୍ଷ୍ମୀ ଓ ସୁନିଆ ପ୍ରଧାନଙ୍କ ଝିଅ ତଥା ସାମ୍‌(ସିଭିଅର ଆକ୍ୟୁଟ୍‌ ମାଲ୍‌ନ୍ୟୁଟ୍ରିସନ) ଶିଶୁ ରେବତୀ(୨୨ ମାସ) ଗତକାଲି ଯାଜପୁରରୋଡ଼ ଏନ୍‌ଆର୍‌ସିରେ ଭର୍ତ୍ତିି ହୋଇଛି। ଗତ କିଛିଦିନ ଧରି ତା’ ସ୍ୱାସ୍ଥ୍ୟାବସ୍ଥାରେ ଘୋର ଅବନ୍ନତି ଦେଖା ଦେଇଥିଲା। ଅଧିକାଂଶ ସମୟ ସେ ତରଳ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ବିଦ୍ୟୁତ ଆଘାତରେ ଜଣେ ମୃତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଜବାର ପଞ୍ଚାୟତର ସୁଖଦେଇପୁର ଗ୍ରାମର କନ୍ଦ କିଶୋର ତରାଇ(୬୦ ବର୍ଷ)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଶ୍ରୀ ତରାଇ ଗତକାଲି ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ଏକ ବିଦ୍ୟୁତ ତାର ତାଙ୍କ ଉପରେ ଛିଡ଼ିପଡ଼ିଥିଲା ଓ ସେ…
ଅଧିକ ଖବର ଦେଖନ୍ତୁ...

ଯୋଗାଣ ବିଭାଗରେ କେଳେଙ୍କାରୀ : ‘ଛାୟା ଡିଲର’ ଉଠାଉଛନ୍ତି ପିଡିଏସ୍‌ ସାମଗ୍ରୀ

ଯାଜପୁର : ଯାଜପୁର ଜିଲ୍ଲାର ଯୋଗାଣ ବିଭାଗର କେଳେଙ୍କାରୀ ସମସ୍ତ ଆଇନ୍‌ର ସରହଦ ପାର୍‌ କରିଛି। ସବୁ ନୀତିନିୟମକୁ ଦଳିମକଚି ଯୋଗାଇ ଦିଆଯାଉଛି ପିଡିଏମ୍‌ ସାମଗ୍ରୀ। ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି। ତଥ୍ୟ ଅନୁଯାୟୀ, ଦୀର୍ଘ ୧୦ ବର୍ଷ ହେଲା ଦୁବାଇରେ ରହୁଥିବା ଜଣେ ଡିଲରଙ୍କ…
ଅଧିକ ଖବର ଦେଖନ୍ତୁ...

ଖାକିରେ କଳଙ୍କ : ଟ୍ରେନ୍‌ରେ ପୁଲିସର ଛିନ୍‌ତାଇ

ବ୍ୟାସନଗର/କଟକ : ରେଳବାଇ ପୁଲିସର କେତେକ ହାବିଲଦାର ଓ କନେଷ୍ଟବଳ ଆଜି ଭୁବନେଶ୍ୱରରୁ ହାୱଡା ଯାଉଥିବା ସାଲିମାର ଏକ୍ସପ୍ରେସ୍‌ରେ ଚଢ଼ି ଯାତ୍ରୀଙ୍କ ଉପରେ ପ୍ରବଳ ଜୁଲମ କରିଛନ୍ତି। କିଛି ଯାତ୍ରୀଙ୍କଠାରୁ ଜୋରଜବରଦସ୍ତ ଟଙ୍କାପଇସା ଛଡ଼ାଇ ନେଇଛନ୍ତି। ସେମାନଙ୍କୁ ପାଇଖାନାରେ ପୂରାଇ ମାଡ଼ ବି…
ଅଧିକ ଖବର ଦେଖନ୍ତୁ...

ବୈତରଣୀରେ ବନ୍ୟା: ବହୁ ମାଟିଘର ଭୁଶୁଡ଼ିଲା

କୋରେଇ/ରଗଡ଼ି : ଲଘୁୁଚାପଜନିତ ଲଗାଣ ବର୍ଷା କାରଣରୁ ବୈତରଣୀ ନଦୀରେ ବନ୍ୟା ଆସିଛି। ଚଳିତବର୍ଷର ଦ୍ୱିତୀୟ ବନ୍ୟାଜଳ ପ୍ରବେଶ କରିଛି । ଶନିବାର ଦିନ ଆଖୁଆପଦା ଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ବନ୍ୟାଜଳ ୧୬.୧୮ରେ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ଘରେ ପଶିଗଲା ଟ୍ରକ୍‌: ଦୁଇ ଶିଶୁ ମୃତ, ଦୁଇ ଗୁରୁତର

ସୁକିନ୍ଦା : ସୁକିନ୍ଦା ଥାନା ଧେଉରାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ବାବୁଲି ମୁଣ୍ଡାଙ୍କ ଘର ଉପରେ ଟ୍ରକ୍‌ ମାଡ଼ିଯିବାରୁ ଘରେ ଥିବା ଦୁଇଜଣ ଶିଶୁଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...